
Prachee Nanda OSPS (।)🌵
@PracheeNanda
Followers
6K
Following
13K
Media
2K
Statuses
6K
କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)
puri,odisha
Joined June 2013
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ।.
78
52
739