PIBodisha Profile Banner
PIB Bhubaneswar Profile
PIB Bhubaneswar

@PIBodisha

Followers
410
Following
1K
Media
3K
Statuses
6K

PIB Bhubaneswar is the branch office of @PIB_India, which serves as the official communication wing of the Government of India.

Bhubaneswar
Joined February 2025
Don't wanna be here? Send us removal request.
@PIBodisha
PIB Bhubaneswar
9 hours
'ମାଦଳାପାଞ୍ଜି'ର ଇଂରାଜୀ ଓ ହିନ୍ଦୀ ଅନୁବାଦ ଏବଂ 'ରୁଦ୍ରସୁଧାନିଧି'ର ଇଂରାଜୀ ଅନୁବାଦ ଓଡ଼ିଶାର ଇତିହାସ ଓ ଦର୍ଶନକୁ ଅଣ-ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ
0
0
0
@PIBodisha
PIB Bhubaneswar
9 hours
ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ ଆମ ଶାସ୍ତ୍ରୀୟ ଭାଷା ଓ ସଂସ୍କୃତି ହେଉଛି ଆମର ଅମୂଲ୍ୟ ସମ୍ପତ୍ତି - ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ୧୦ଟି ଗବେଷଣାତ୍ମକ ପୁସ୍ତକ ଲୋକାର୍ପିତ
1
0
0
@PIBodisha
PIB Bhubaneswar
9 hours
ରେକର୍ଡ କୋଚ୍‍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କରିଛି ଭାରତୀୟ ରେଳବାଇ ଉନ୍ନତ ଷ୍ଟେସନ୍, ସୁଲଭ ଟିକେଟ୍ ଏବଂ ୩୦ଟି ଅମୃତ ଭାରତ ଟ୍ରେନ୍ ସେବା ଦ୍ୱାରା ଯାତ୍ରୀଙ୍କ ଆରାମ ଏବଂ ସୁରକ୍ଷା ବୃଦ୍ଧି ପାଇଛି https://t.co/WerKnrw4Tr
0
0
0
@PIBodisha
PIB Bhubaneswar
9 hours
`@MIB_India's WaveX Signs MoU with FITT-IIT Delhi to Boost Innovation in Broadcasting & Entertainment Memorandum to Accelerate Media Technology Entrepreneurship https://t.co/3JlEsqn6SW
0
0
0
@PIBodisha
PIB Bhubaneswar
9 hours
23rd NALCO Foundation Day Lecture Highlights Leadership and Transformation https://t.co/oUF3VcOiii
0
0
0
@PIBodisha
PIB Bhubaneswar
13 hours
Shri Dharmendra Pradhan releases 55 literary works in classical Indian languages, including Tamil, #Odia, Malayalam, Telugu, Kannada, and Indian Sign Language https://t.co/5VE40lT6m6
@dpradhanbjp
Dharmendra Pradhan
17 hours
ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଜଗତ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ! ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ସୁଦୃଢ଼ କରିବା ଏବଂ ଏହାର ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ୧୦ଟି ପ୍ରାଚୀନ ଓ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ । ଚର୍ଯ୍ୟାପଦ
0
0
0
@PIBodisha
PIB Bhubaneswar
13 hours
RIE Bhubaneswar Launches Five-Day Capacity Building Programme for Key Resource Persons of Andaman https://t.co/pH8RsrwASL
0
0
0
@PIBodisha
PIB Bhubaneswar
1 day
ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ପୁଞ୍ଜିଗତ ବ୍ୟୟର 80 ପ୍ରତିଶତରୁ ଅଧିକ ଉପଯୋଗ କଲା ଭାରତୀୟ ରେଳବାଇ ସୁରକ୍ଷା, କ୍ଷମତା ବୃଦ୍ଧି, ଭିତ୍ତିଭୂମି ଆଧୁନିକୀକରଣ ଏବଂ ଯାତ୍ରୀ ସୁବିଧା ଲାଗି ହୋଇଛି ବିପୁଳ ବ୍ୟୟ
0
0
0
@PIBodisha
PIB Bhubaneswar
1 day
#IndianRailways Utilises Over 80 Percent of CAPEX in First Three Quarters of Current Fiscal Major Expenditure Directed Towards Safety, Capacity Enhancement, Infrastructure Modernisation and Passenger Amenities https://t.co/jtY0EM4JiM
0
0
0
@PIBodisha
PIB Bhubaneswar
2 days
Shri Dharmendra Pradhan Releases “Khutbat-e-Modi: Lal Qila Ki Faseel Se”, Urdu Compilation of PM’s Independence Day Speeches https://t.co/h3NoRS67Vf
0
0
1
@PIBodisha
PIB Bhubaneswar
2 days
Prime Minister Shri @narendramodi Pays Tribute to 1000 Years of Somnath’s Resilience
0
0
0
@PIBodisha
PIB Bhubaneswar
2 days
କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ, ଏବଂ ବିହନ ହେଉଛି ଚାଷର ଆତ୍ମା - ଶ୍ରୀ ଚୌହାନ https://t.co/RoPorEia5K
0
0
0
@PIBodisha
PIB Bhubaneswar
2 days
ଆଇସିଏଆର ଦ୍ୱାରା ବିକଶିତ ୨୫ ଫସଲର ୧୮୪ ଟି ନୂତନ କିସମ ଦେଶକୁ ଉତ୍ସର୍ଗ କରିଛନ୍ତି କୃଷିମନ୍ତ୍ରୀ ନୂତନ କିସମ ୩ ବର୍ଷ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ଦରକାର; କ୍ଷେତରେ ଲାଭ ମିଳିଲେ ଗବେଷଣା ସାର୍ଥକ: ଶ୍ରୀ ଚୌହାନ
1
0
0
@PIBodisha
PIB Bhubaneswar
2 days
୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଦେଶ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ମଧ୍ୟ ସମସ୍ତ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
0
0
0
@PIBodisha
PIB Bhubaneswar
2 days
୨୦୧୪ ପରଠାରୁ, ବିଭିନ୍ନ କ୍ରୀଡ଼ାରେ ଭାରତର ପ୍ରଦର୍ଶନରେ ନିରନ୍ତର ଉନ୍ନତ ଆସିଛି ଏବଂ ଯେତେବେଳେ ଆମେ ‘ଜେନ-ଜି’ଙ୍କୁ ଖେଳ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଉଥିବାର ଦେଖୁ, ସେତେବେଳେ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁ : ପ୍ରଧାନମନ୍ତ୍ରୀ
1
0
0
@PIBodisha
PIB Bhubaneswar
2 days
ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ���ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
1
0
0
@PIBodisha
PIB Bhubaneswar
2 days
ପ୍ରଗତି ମଞ୍ଚର ହସ୍ତକ୍ଷେପ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ କରୁଛି ତ୍ୱରାନ୍ୱିତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍‌
0
0
0
@PIBodisha
PIB Bhubaneswar
3 days
The 2030 Commonwealth Games are set to be held in India, and the nation is making strong efforts to host the 2036 Olympics as well: PM
0
0
0
@PIBodisha
PIB Bhubaneswar
3 days
Prime Minister Shri Narendra Modi inaugurates the 72nd National Volleyball Tournament in Varanasi via video conferencing https://t.co/5GwcAzyWN6
1
0
0
@PIBodisha
PIB Bhubaneswar
3 days
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲାଗୁ ହୋଇଥିବା ତିନୋଟି ନୂତନ ଅପରାଧିକ ଆଇନ ୨୦୨୯ ସୁଦ୍ଧା ସେସନ୍ସ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମୟବଦ୍ଧ ନ୍ୟାୟ ସୁନିଶ୍ଚିତ କରିବ ନୂତନ ଅପରାଧିକ ଆଇନ ଅନୁସନ୍ଧାନକୁ ତ୍ୱରାନ୍ୱିତ କରୁଛି ଏବଂ ଦଣ୍ଡବିଧାନ ହାର ବୃଦ୍ଧି କରୁଛି
0
0
0