PCCFWL_Odisha Profile Banner
PCCF WL & CWLW, Odisha Profile
PCCF WL & CWLW, Odisha

@PCCFWL_Odisha

Followers
3K
Following
530
Media
755
Statuses
1K

Official Twitter handle of the PCCF (Wildlife) & Chief Wildlife Warden, Odisha.

Bhubaneswar, Odisha, India.
Joined March 2021
Don't wanna be here? Send us removal request.
@PCCFWL_Odisha
PCCF WL & CWLW, Odisha
49 minutes
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ମଣିଷ ଓ ହାତୀଙ୍କ ସହାବସ୍ଥାନ ସଂପର୍କରେ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ହାତୀ ସଂରକ୍ଷଣ ମଡେଲ ସାରା ବିଶ୍ୱକୁ ଅନୁପ୍ରାଣିତ କରିବ ଓ ଖୁବଶୀଘ୍ର ହାତୀ ସୁରକ୍ଷା ସ୍ୱତନ୍ତ୍ର ନୀତି ଆସିବ ।
Tweet media one
0
0
0
@PCCFWL_Odisha
PCCF WL & CWLW, Odisha
49 minutes
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ମାନବ-ହାତୀ ସହାବସ୍ଥାନ ସମ୍ବନ୍ଧରେ ଅନ୍ତର୍ଜାତୀୟ କର୍ମଶାଳାରେ ଏସିଆ ମହାଦେଶର ହାତୀ ବହୁଳ ଦେଶ, ରାଜ୍ୟ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ ଅଗ୍ରଣୀ ସଂରକ୍ଷଣବିତ୍‌, ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନେ ଯୋଗ ଦେଇଥିଲେ । #Odisha
Tweet media one
Tweet media two
Tweet media three
Tweet media four
1
0
0
@grok
Grok
3 days
Join millions who have switched to Grok.
135
164
1K
@PCCFWL_Odisha
PCCF WL & CWLW, Odisha
1 hour
ଖଡ଼ିଆଳ ବନଖଣ୍ଡ କର୍ମଚାରୀଙ୍କ ଦ୍ୱାରା ଭାଲୁକୋଣା, କୋମନା (ନୂଆପଡ଼ା)ରେ ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ୩ ଶିକାରୀଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ବିଦ୍ୟୁତ ତାର, ଫାଶ ଏବଂ ଜାଲ ଭଳି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।. #WildlifeProtection #StopPoaching #odishaforest
Tweet media one
0
0
0
@PCCFWL_Odisha
PCCF WL & CWLW, Odisha
1 hour
ସୁନ୍ଦରଗଡ଼ ବନଖଣ୍ଡ ଅଞ୍ଚଳ ଆନଲେଜରେ ଗାଁ'ରୁ କ୍ଷେତ୍ର କର୍ମଚାରୀ ଏବଂ ସାଲେପାଲି ସେକ୍ସନର ଫରେଷ୍ଟରଙ୍କ ଦ୍ୱାରା ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ବଜ୍ରକାପ୍ତାଟିକୁ ପଶୁଚିକିତ୍ସା ସେବା ପ୍ରଦାନ କରାଯାଇଛି ।. #WildlifeRescue #PangolinProtection #odishaforest
Tweet media one
0
0
2
@PCCFWL_Odisha
PCCF WL & CWLW, Odisha
1 day
RT @CMO_Odisha: "In Habitat Management, #Odisha is among the first to map traditional elephant corridors. We are restoring degraded forests….
0
11
0
@PCCFWL_Odisha
PCCF WL & CWLW, Odisha
1 day
RT @CMO_Odisha: "In #Odisha, elephants are more than just animal. They are part of our identity, our history and our spirituality. Our temp….
0
8
0
@PCCFWL_Odisha
PCCF WL & CWLW, Odisha
1 day
RT @CMO_Odisha: Hon’ble Chief Minister Shri @MohanMOdisha.inaugurated the International Workshop on ‘Best Practices in Human-Elephant Co-ex….
0
16
0
@PCCFWL_Odisha
PCCF WL & CWLW, Odisha
1 day
@IUCNssc , WTI ଏବଂ କଲମ୍ବସ୍ ପ୍ରାଣୀଉଦ୍ୟାନ ସହଯୋଗରେ ଭୁବନେଶ୍ୱରର ଗୋଡ଼ିବାରିରେ ଏସୀୟ ହାତୀମାନଙ୍କ ପାଇଁ ବିଶ୍ୱର ପ୍ରଥମ "ପ୍ରଜାତି ସଂରକ୍ଷଣ କେନ୍ଦ୍ର" ପ୍ରତିଷ୍ଠିତ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି ।. @css_ase.
0
0
1
@PCCFWL_Odisha
PCCF WL & CWLW, Odisha
1 day
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ବନ୍ୟପ୍ରାଣୀ ସଂଗଠନ, ଓଡ଼ିଶା ଦ୍ୱାରା ପ୍ରକାଶିତ ଦୁଇଟି ପୁସ୍ତକ ଏବଂ ଏକ ସୂଚନା ପତ୍ରିକା ଉନ୍ମୋଚନ କରିଛନ୍ତି ।.
1
0
1
@PCCFWL_Odisha
PCCF WL & CWLW, Odisha
1 day
ଏହା ସହିତ @moefcc , @IUCN , @wii_india , @WWF , @wti_org_india , ଆରଣ୍ୟକ, WRCS, NCF, A Rocha India, ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍, ସ୍ନେହା, ଏଭରଗ୍ରୀନ୍ ଫୋରମ୍, SAGE ଫାଉଣ୍ଡେସନ୍ ଆଦି ଅନୁଷ୍ଠାନ ଏବଂ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।.
1
0
1
@PCCFWL_Odisha
PCCF WL & CWLW, Odisha
1 day
ଉକ୍ତ କାର୍ଯ୍ୟକ୍ରମରେ ଭୁଟାନ, ମାଲେସିଆ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ଥାଇଲାଣ୍ଡର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଭାରତର ୧୦ଟି ରାଜ୍ୟ ଯଥା: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, କେରଳ, ତାମିଲନାଡୁର ପ୍ରତିନିଧି ସାମିଲ ହୋଇଛନ୍ତି ।.
1
0
1
@PCCFWL_Odisha
PCCF WL & CWLW, Odisha
1 day
ଶ୍ରୀ ରମେଶ କୁମାର ପାଣ୍ଡେ, IFS (ADG Wildlife and Director Project Elephant, MoEFCC), ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, IAS (ACS,Odisha) ଉପସ୍ଥିତ ଥିବା ବେଳେ ଡକ୍ଟର ମନୋଜ ଭି. ନାୟାର, IFS (CCF WL,Odisha) ଧନ୍ୟବାଦ ଅର୍ପଣ କରିଥିଲେ ।.
1
0
1
@PCCFWL_Odisha
PCCF WL & CWLW, Odisha
1 day
ଉଦ୍ଘାଟନୀ ସମାରୋହରେ ଶ୍ରୀ ପି.କେ. ଝା, IFS (PCCF& CWLW,Odisha), ହାଇଡି ରିଡଲ୍ (VICE CHAIR, IUCN AsESG), ଶ୍ରୀ ସୁରେଶ ପନ୍ଥ, IFS (PCCF & HoFF, Odisha), ଶ୍ରୀ ଆଡାମ ଫେଲ୍ଟସ୍ (Vice President, Columbus Zoo and Aquarium, Core Executive Member, CSS Asian Elephant),
Tweet media one
Tweet media two
Tweet media three
Tweet media four
1
0
1
@PCCFWL_Odisha
PCCF WL & CWLW, Odisha
1 day
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାରଠାରେ ମାନବ-ହାତୀ ସହାବସ୍ଥାନ ସମ୍ବନ୍ଧରେ ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । . ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୂପେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗ ଦେଇଥିଲେ ।
Tweet media one
Tweet media two
Tweet media three
Tweet media four
1
2
19
@PCCFWL_Odisha
PCCF WL & CWLW, Odisha
2 days
Elephants aren’t just gentle giants—they’re also climate warriors!.Their habitats lock away carbon & keep our planet safe. #NatureForClimate #ElephantConservation #healthyplanet
1
3
15
@PCCFWL_Odisha
PCCF WL & CWLW, Odisha
2 days
Just a Few Hours to Go!.Uniting voices from Odisha and across the globe to strengthen strategies for Human–Elephant Coexistence and ensure a secure future for elephants.
Tweet media one
0
1
4
@PCCFWL_Odisha
PCCF WL & CWLW, Odisha
2 days
Elephants aren’t just gentle giants—they’re also climate warriors!.Their habitats lock away carbon & keep our planet safe. #NatureForClimate #ElephantConservation #healthyplanet
Tweet media one
0
4
24
@PCCFWL_Odisha
PCCF WL & CWLW, Odisha
2 days
ବନ୍ୟପ୍ରାଣୀ ସଂରକ୍ଷଣ କରିବା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ମାଲକାନଗିରି ବନଖଣ୍ଡ ଅଞ୍ଚଳଗୁଡ଼ିକରେ ବର୍ଷାକାଳୀନ ପାଟ୍ରୋଲିଂ କରାଯାଇଛି ।.#ForestProtection #Malkangiri #wildlifeodisha
Tweet media one
0
3
13
@PCCFWL_Odisha
PCCF WL & CWLW, Odisha
3 days
This World Photography Day, let's honor how wildlife photography lets us see the wild like never before. #WildlifePhotography #NatureLovers #CaptureTheWild
Tweet media one
1
0
8
@PCCFWL_Odisha
PCCF WL & CWLW, Odisha
3 days
Through the lens, we capture more than wildlife — we capture hope, freedom, and a reminder to preserve nature. #CaptureConserve #WildlifeThroughLens #NatureInFocus
Tweet media one
1
0
6