OdishaWeather7 Profile Banner
Odisha Weatherman Profile
Odisha Weatherman

@OdishaWeather7

Followers
9K
Following
27K
Media
4K
Statuses
15K

This is Biswajit Sahoo, Meteorologist at @WeatherCastIN || posting daily weather updates for Odisha || For business/collaboration related queries kindly DM

Bhubaneshwar, Puri
Joined June 2020
Don't wanna be here? Send us removal request.
@OdishaWeather7
Odisha Weatherman
25 days
By the grace of Lord Jagannath, our ‘OdishaWeatherman’ WhatsApp group has reached 1,000 members 🌧️🙏 If you haven’t joined yet, click below to get regular weather updates and don’t forget to share it with others! https://t.co/HfhTHJnNRZ
8
2
117
@OdishaWeather7
Odisha Weatherman
10 hours
ରାଜଧାନୀ ଭୁବନେଶ୍ୱରରେ ହାଡ଼ ଭଙ୍ଗା ଶୀତ 🥶🥶
@usd0705
usd
10 hours
📌ରାଜଧାନୀରେ ଭୁବନେଶ୍ୱର ରେ ହାଡ ଭଙ୍ଗା ଶୀତ, ସର୍ବନିମ୍ନ ରାତ୍ରି ତାପମାତ୍ରା 12.9°C ରେକର୍ଡ 📌ରେକର୍ଡ ହେଲା ଗତ 25 ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି, ଗତ କାଲି ରାତ୍ରିତାପମାତ୍ରା 13°C ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା 📌2000 ମସିହାରୁ - ଏଯାବତ, 17ନଭେମ୍ବର 2025, ଆଜି ହେଉଛି ନଭେମ୍ବର ମାସର ସବୁଠାରୁ ଥଣ୍ଡା ରାତି
3
3
46
@OdishaWeather7
Odisha Weatherman
20 hours
Bhubaneswar Airport badly needs expansion with higher seating capacity as well as more check-in gates. Look at the public!!!
22
23
324
@OdishaWeather7
Odisha Weatherman
2 days
ହେଇଟି ଅନାନି ରାଜଧାନୀରେ ଜାଡ ଶୀତ 🥶🥶 ରାଜଧାନୀ ଭୁବନେଶ୍ୱରରେ ରାତି ୦୯:୩୦ ସୁଦ୍ଧା ୧୭ ଡିଗ୍ରୀ ତାପମାତ୍ରା ରେକର୍ଡ.. ପବନର ���ିଗ ଉତ୍ତର-ପଶ୍ଚିମ ରହୂଥୁବାରୁ ଆହୁରି ଖସିବ ତାପମାତ୍ରା। ଗତକାଲି ସମାନ ସମୟରେ 18 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
4
5
52
@OdishaWeather7
Odisha Weatherman
2 days
0
0
1
@OdishaWeather7
Odisha Weatherman
2 days
ସୁସ୍ଥ ଖାଇବା ସୁରକ୍ଷିତ ରହିବା.. ଯେତେ ଖାଇବା ଓଡ଼ିଆ ଖାଇବାକୁ କେହି ସରି ହେବେ ନାହିଁ 🫡
7
1
87
@OdishaWeather7
Odisha Weatherman
2 days
ରାଜ୍ୟରେ ଜାରି ରହିଛି ଶୀତ ପ୍ରଭାବ.. ଉତ୍ତରରୁ ଦକ୍ଷିଣ ପଶ୍ଚିମରୁ ଉପକୂଳ ସବୁ ଆଡେ ଜାଡ ଶୀତ ଝାରସୁଗୁଡା 10.3 ଡିଗ୍ରୀ ରାଉରକେଲା 10.2 ଡିଗ୍ରୀ କେନ୍ଦୁଝର 11.6 ଡିଗ୍ରୀ ସମ୍ବଲପୁର 13.5 ଡିଗ୍ରୀ ଭୁବନେଶ୍ୱର 14.8 ଡିଗ୍ରୀ
0
1
38
@OdishaWeather7
Odisha Weatherman
3 days
ବିସ୍ତାରିତ ପରିସର ଆକଳନ ଅନୁଯାୟୀ ନଭେମ୍ବର ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ସମ୍ଭାବନା..
0
2
38
@OdishaWeather7
Odisha Weatherman
3 days
ରାଜ୍ୟରେ ପ୍ରଥମ ଶୀତ ଲହରୀ... ଭୁବନେଶ୍ୱର-ଫୁଲବାଣୀରେ 2025 ବର୍ଷର ପ୍ରଥମ ଶୀତ ଲହରୀ।
@usd0705
usd
3 days
📌ରାଜ୍ୟରେ ଅନୁଭୂତ ହେଲା ପ୍ରଥମ ଶୀତ ଲହର 📌ଭୁବନେଶ୍ୱର ଏବଂ ଫୁଲବାଣୀ ରେ ଶୀତ ଲହରୀ ଅନୁଭୂତ 📌ପ୍ରଥମ ଥର ପାଇଁ ରାଜ୍ୟରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ 📌ସେମିଳିଗୁଡା ଠାରେ ୬.୩ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ 📌୧୦ ସହର ରେ ୧୨ ଡ଼ିଗ୍ରୀ ତଳେ ପାରଦ
2
3
28
@OdishaWeather7
Odisha Weatherman
3 days
ଆଜି କେଉଁଠି କେତେ ସର୍ବନିମ୍ନ ତାପମାତ୍ରା.. ଆଉ ଆପଣଙ୍କ ଅଞ୍ଚଳରେ କେମିତି ଅନୁଭୂତ ହେଉଛି ଶୀତ!!
1
2
30
@OdishaWeather7
Odisha Weatherman
3 days
ଝାରସୁଗୁଡା ପୁଣି ଖସିଲା ପାରଦ!! ଆଜି ସର୍ବନିମ୍ନ ତାପମାତ୍ରା 10.4 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଗତକାଲି 10.9 ଡିଗ୍ରୀ ହୋଇଥିଲା। 12 ନଭେମ୍ବର 10.6 ଡିଗ୍ରୀ 11 ନଭେମ୍ବର 11.1 ଡିଗ୍ରୀ 10 ନଭେମ୍ବର 11.6 ଡିଗ୍ରୀ
0
0
28
@OdishaWeather7
Odisha Weatherman
4 days
ନଭେମ୍ବର 21-24 ମଧ୍ୟରେ ଲଘୁଚାପ.. ତୀବ୍ରତା ଏବଂ ଦିଗ ନେଇ ଅସ୍ପଷ୍ଟତା।
0
3
35
@OdishaWeather7
Odisha Weatherman
4 days
ଭୁବନେଶ୍ୱରରେ ପୁଣି 15 ତଳେ ପାରଦ.. ଆଜି 14.1 ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ। ଗତକାଲି ସର୍ବନିମ୍ନ ତାପମାତ୍ରା 15.5 ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।
1
2
40
@OdishaWeather7
Odisha Weatherman
5 days
4 ଦିନ ମଧ୍ୟରେ 5.6 ଡିଗ୍ରୀ ଖସିଲା ପାରଦ ରାଉରକେଲାରେ ଆଜି 10.5 ଡିଗ୍ରୀ ତାପମାତ୍ରା ରେକର୍ଡ 11 ନଭେମ୍ବର 12.9 10 ନଭେମ୍ବର 12.5 9 ନଭେମ୍ବର 13.2 8 ନଭେମ୍ବର 16.1
2
2
70
@OdishaWeather7
Odisha Weatherman
6 days
Likelihood formation of low pressure over South Bay of Bengal around 21st November with further intensification.
4
11
155
@OdishaWeather7
Odisha Weatherman
6 days
ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା 16.2 ଡିଗ୍ରୀ ରେକର୍ଡ 10 ନଭେମ୍ବର 14.8 9 ନଭେମ୍ବର 17.4 8 ନଭେମ୍ବର 18.9 7 ନଭେମ୍ବର 19.8
1
1
32
@OdishaWeather7
Odisha Weatherman
7 days
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ 2 ବର୍ଷ ସମୟ ବିତି ଯାଇଛି ସତ କିନ୍ତୁ ଆଜି ବି ଛପି ରହିଛି ଅସରନ୍ତି ସ୍ମୃତି.. ଆଜି ବି ସେଇ ଶ୍ରେଣୀ ଗୃହରେ ଥରେ ବସିବାକୁ ଇଚ୍ଛା ଥରେ ସେହି ଭଞ୍ଜ ବିହାର ପ୍ରାଙ୍ଗଣରେ ବୁଲିବାକୁ ଇଚ୍ଛା ସମୟ ସ୍ରୋତରେ ନାଉରିଆ ହୋଇ ପୁଣି ସେଇ ସମୟକୁ ଫେରି ପାଇବାକୁ ଇଚ୍ଛା।
4
7
80
@OdishaWeather7
Odisha Weatherman
7 days
ଆଜି ରେକର୍ଡ ହୋଇଥିବା ସର୍ବନିମ୍ନ ରାତ୍ରି ତାପମାତ୍ରା * ସ୍ୱୟଂଚାଳିତ ପାଣିପାଗ ଯନ୍ତ୍ରର ତଥ୍ୟ ଥୁଆମୂଲ ରାମପୁର* 11.2 ଝାରସୁଗୁଡା 11.6 ରାଉରକେଲା 12.5 ରୁଢ଼ାପଦର* 13.6 କେନ୍ଦୁଝର 13.8 ଭୁବନେଶ୍ୱର 14.8 କୋଣାର୍କ* 16.1 ଗୋଷାଣୀ* 17 ବାଲେଶ୍ୱର 17.7 ଚାନ୍ଦବାଲି 18.4 ଗୋପାଳପୁର 18.5 ପୁରୀ 19.4
2
3
63
@usd0705
usd
7 days
ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ୱର ରେ #15ଡ଼ିଗ୍ରୀ ତଳକୁ ଖସିଲା #ରାଜଧାନୀ ରେ ରାତ୍ରି ତାପମାତ୍ରା #4ଦିନରେ #5ଡ଼ିଗ୍ରୀ ଖସିଲା ରାତି ତାପମାତ୍ରା ଆଜି ରାଜଧାନୀ ଭୁବନେଶ୍ୱର ରେ ସର୍ବନିମ୍ନ ରାତ୍ରି ତାପମାତ୍ରା 14.8°C ରେକର୍ଡ 7th Nov: 19.8°C 8th Nov: 18.9°C 9th Nov: 17.4°C 10th Nov: 14.8°C
0
5
46
@OdishaWeather7
Odisha Weatherman
8 days
ଜଳୀୟବାଷ୍ପ ହ୍ରାସ ସହିତ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଖସିଲା ପାରଦ...
@usd0705
usd
8 days
15ଡ଼ିଗ୍ରୀ ତଳେ ରେକର୍ଡ ପ୍ରମୁଖ ତାପମାତ୍ରା ଦାରିଙ୍ଗବାଡି 11°C ଝାରସୁଗୁଡା 11.7°C ଫୁଲବାଣୀ 12°C ରାଉରକେଲା 13.2°C ଭଦ୍ରକ 14°C ଅନୁଗୁଳ 14.6°C କେନ୍ଦୁଝର 14.6°C କୋରାପୁଟ 14.6°C
1
0
61
@OdishaWeather7
Odisha Weatherman
8 days
ଶୀତରେ ଥରିଲା ଝାରସୁଗୁଡା!! 3 ଦିନରେ 5.7 ଡିଗ୍ରୀ ଖସିଲା ପାରଦ.. 9 ନଭେମ୍ବର 11.7 ଡିଗ୍ରୀ 8 ନଭେମ୍ବର 15.8 ଡିଗ୍ରୀ 7 ନଭେମ୍ବର 16.8 ଡିଗ୍ରୀ 6 ନଭେମ୍ବର 17.4 ଡିଗ୍ରୀ
0
3
26