
OdishaLIVE
@OdishaLIVE
Followers
2K
Following
762
Media
28K
Statuses
52K
Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE
Odisha
Joined February 2012
ଅଗଷ୍ଟ ୧୦ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ସମସ୍ତ ୩୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।. #Weather #WeatherUpdate #Rainfall #RainfallWarning #MeteorologicalCentre #Bhubaneswar.
odisha.live
ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି। ଅଗଷ୍ଟ ୧୦ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ସମସ୍ତ ୩୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...
0
0
0
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘କମ୍ବଳ’ ମଞ୍ଚସ୍ଥ ହୋଇଯାଇଛି। . #StagePlay #Kambala #Balasore #Odisha.
odisha.live
ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାଳୟ ପ୍ରେକ୍ଷାଳୟରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ନାଟକ ‘କମ୍ବଳ’ ମଞ୍ଚସ୍ଥ ହୋଇଯାଇଛି।...
0
0
0
ଭୁବନେଶ୍ୱରରେ ଚଳିବା ପାଇଁ କେତେବେଳେ ହଳଦୀ ବ୍ୟବସାୟ କରିଛି ତ କେତେବେଳେ ଠୁଙ୍ଗା ବିକିଛି। ସେତେବେଳେ ଯଦି ମୁଁ ଏଇସବୁ ନକରିଥାନ୍ତି, ଆଜି ମୁଁ ଏଇ ସ୍ଥାନରେ ପହଞ୍ଚି ପାରିନଥାନ୍ତି, କହିଛନ୍ତି ଅଭିନେତା ଅଶ୍ରୁମୋଚନ ମହାନ୍ତି।. #OllywoodActor #EmotionalJourney #Odia Cinema #TearsOfSuccess #AshrumochanMohanty.
0
0
0
ଗର୍ଭଧାରଣ ପାଇଁ ପ୍ଲାନ କରିବା ପୂର୍ବରୁ କ’ଣ କରିବେ, କ’ଣ କରିବେ ନାହିଁ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।. #Pregnancy #PregnancyPreparation #OdiaHealthTips #DoctorsAdvice.
0
0
0
ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ, ହସ୍ତତନ୍ତ ମେଳା ‘ଏକତା’ କୁ ଉଦଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।. #EKTA #CMMohanCharanMajhi #NationalHandloomDay #MadhuriDixit.
odisha.live
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ହେଲେ ବଲିଉଡ ଦିଭା ମାଧୁରୀ ଦୀକ୍ଷିତ “ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା...
0
0
1
ବିଦେଶ ଯାତ୍ରା ପାଇଁ ଯାତ୍ରୀଙ୍କ ପାଖରେ ପାସପୋର୍ଟ ଥିବା ନିହାତି ଆବଶ୍ୟକ। ଏହା ହେଉଛି ବିଦେଶରେ ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର. #Passport #IndianCitizen #India.
odisha.live
ବିଦେଶ ଯାତ୍ରା ପାଇଁ ଯାତ୍ରୀଙ୍କ ପାଖରେ ପାସପୋର୍ଟ ଥିବା ଆବଶ୍ୟକ। ଏହା ବିଦେଶରେ ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର। ତେବେ ସବୁ ପାସପୋର୍ଟର ରଙ୍ଗ ସମାନ ନଥାଏ।
0
0
0
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ତଦନ୍ତରୁ ହଟିଛନ୍ତି ସିଏଡବ୍ଲ୍ୟୁ ଆଇଜି ଏସ ସାଇନି। କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି।. #FMCollegeStudent #Death #Balasore #Suicide #Crimebranch #Investment #Odisha.
odisha.live
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ତଦନ୍ତରୁ ହଟିଛନ୍ତି ସିଏଡବ୍ଲ୍ୟୁ ଆଇଜି ଏସ ସାଇନି। କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି।
0
0
0