Odisha Fire & Emergency Services
@OdishaFS
Followers
5K
Following
288
Media
1K
Statuses
2K
#WeServeToSave #EveryLifePrecious #OfficialHandle
Odisha, Cuttack
Joined June 2020
ଜରୁରୀକାଳୀନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ଏବଂ ସଚେତନତା ସୃଷ୍ଟି କରିବା ଭଳି ବ୍ୟବହାରିକ ଶିକ୍ଷା ଦିଆ ଯାଇଥିଲା । #WeServeToSave
0
0
0
'ଅଗ୍ନି ନିରାପତ୍ତା: ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ମାର୍ଗଦର୍ଶିକା' ମଡ୍ୟୁଲ୍ ଉପରେ ଆଧାରିତ ଥିଲା । ଏହି କାର୍ଯ୍ୟକ୍ରମରେ ମୋଟ ୨୦ ଜଣ ହାଇସ୍କୁଲ ଶିକ୍ଷକ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କୁ ନିଆଁ ଲିଭାଇବା,
1
0
0
ନବରଙ୍ଗପୁରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ଅଗ୍ନି ନିରାପତ୍ତା ତାଲିମ କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାର ଶିକ୍ଷକମାନଙ୍କ ପାଇଁ ନବରଙ୍ଗପୁର ଅଗ୍ନିଶମ କେନ୍ଦ୍ର ତରଫରୁ ଏକ ବ୍ୟାପକ ଅଗ୍ନି ନିରାପତ୍ତା ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ୱରେ ଏହି ତାଲିମ
1
0
0
ଷ୍ଟେସନ ଅଫିସର ଶ୍ରୀ କୃଷ୍ଣ ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସୁରକ୍ଷିତ ଭାବେ ବାଛୁରୀଟିକୁ ଉଦ୍ଧାର କରାଯାଇଥିଲା । #WeServeToSave
0
0
0
କୂଅ ଭିତରୁ ବାଛୁରୀକୁ ସୁରକ୍ଷିତ ଉଦ୍ଧାର କଲେ କନିଷି ଅଗ୍ନିଶମ କର୍ମଚାରୀ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ତୁଳୁ ଗ୍ରାମରେ ଏକ କୂଅ ଭିତରେ ଗୋଟିଏ ବାଛୁରୀ ଛୁଆ ଭୁଲବଶତଃ ପାଣି ଭିତରେ ଖସି ପଡ଼ିଥିଲା ଓ ଅସହାୟ ଅବସ୍ଥାରେ ସେଠି ଫସି ରହିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇବା ପରେ କନିଷି ଅଗ୍ନିଶମ କେନ୍ଦ୍ରର ଏକ ଦଳ
1
0
0
ସମୟରେ କ'ଣ କରିବା ଉଚିତ୍ ଏବଂ କ'ଣ କରିବା ଅନୁଚିତ, ନିଆଁ ଲାଗିଲେ କିପରି ଅଗ୍ନି ନିର୍ବାପନ ଯନ୍ତ୍ର ଗୁଡ଼ିକୁ ବ୍ୟବହାର କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସମେତ ପ୍ରାୟ ୧୦୦ ଜଣ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । #WeServeToSave
0
0
0
ଲମତାପୁଟ CDPO କାର୍ଯ୍ୟାଳୟରେ ଅଙ୍ଗନୱାଡି କର୍ମୀଙ୍କୁ LPG ସୁରକ୍ଷା ତାଲିମ୍ ପ୍ରଦାନ ! କୋରାପୁଟ ଜିଲ୍ଲା ଲମତାପୁଟ ଅଗ୍ନିଶମ କେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା CDPO କାର୍ଯ୍ୟାଳୟ ପରିସରରେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ LPG ଗ୍ୟାସ୍ ବ୍ୟବହାର, ଏହାର ଲିକେଜ୍
1
2
2
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକରେ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ରାଇରାଖୋଲ ଅଗ୍ନିଶମ ସେବା କର୍ମଚାରୀମାନେ ବାମୁର ଅଗ୍ନିଶମ କେନ୍ଦ୍ରର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ । #WeServeToSave
0
0
0
ଅଙ୍ଗାର ବୋଝେଇ ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରାଇରାଖୋଲ ପୋଲିସ ଷ୍ଟେସନ ଅଧୀନରେ ଥିବା ଡାଲଖମଣ ନିକଟସ୍ଥ NH-55ରେ ଏକ ଅଙ୍ଗାର ବୋଝେଇ ଟ୍ରକରେ ନିଆଁ ଲାଗିବାର ସୂଚନା ମିଳିଥିଲା । ଗାଡ଼ିଟି ଭିଲାଇ, ରାୟପୁରରୁ ମୁଣ୍ଡଳିସ୍ଥିତ ଶ୍ରୀ ସିମେଣ୍ଟ ପ୍ଲାଣ୍ଟ ଅଭିମୁଖେ ଯାଉଥିଲା ।
1
0
0
ବିନିକା ଅଗ୍ନିଶମ କେନ୍ଦ୍ର ସହାୟତାରେ ୧୫ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ୫ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତୁ ଜାଣିବା ଏନେଇ ରାମପୁର କେନ୍ଦ୍ରର ଷ୍ଟେସନ ଅଧିକାରୀ ଶ୍ରୀ ରଘୁ ବାଗ କଣ ମତାମତ ଦେଇଛନ୍ତି । #WeServeToSave
0
0
0
ସୂଚନା ଅନୁଯାୟୀ, ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରୁ ପଦ୍ମପୁର, ବରଗଡ଼ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା ଓ ପ୍ରାୟ ୪୦ ଜଣ ଯାତ୍ରୀ ସେଠାରେ ଫସିରହିଯାଇଥିଲେ। ଖବର ପାଇ ରାମପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
1
0
0
ସୋନପୁର ଜିଲ୍ଲାର ସିଂଘିଜୁବା ପୋଲ ନିକଟରେ ବଡ଼ ଦୁର୍ଘଟଣା: ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ୨୦ ଯାତ୍ରୀ ଉଦ୍ଧାର ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଥାନା ଅଞ୍ଚଳର ସିଂଘିଜୁବା ନିକଟରେ ଆଜି ଭୋର ପ୍ରାୟ ୦୫:୩୦ ସମୟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି ।
1
0
2
In the last 24 hours,we responded to 95 incidents.These include attending 6 road accidents saving 9people. we have attended 2 drowning calls retrieving 5 dead bodies & saving one life ,we also responded to31 fire calls, 43animal rescues & 2 tree cutting & road clearance calls.
0
0
0
ଗତ ୨୪ ଘଣ୍ଟା ମଧ୍ୟରେ ଆମେ ୯୫ଟି ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ଅଂଶଗ୍ରହଣ କରିଛୁ।ଏହା ମଧ୍ୟରେ ୬ଟି ସଡ଼କ ଦୁର୍ଘଟଣାରେ ୯ଜଣଙ୍କୁ ବଞ୍ଚାଇବା,ଜଣେ ବ୍ୟକ୍ତିଙ୍କୁ ବୁଡିବାରୁ ବଞ୍ଚାଇବା ଓ ୫ଜଣଙ୍କ ମୃତଦେହ ଉଦ୍ଧାର,୩୧ ଅଗ୍ନିକାଣ୍ଡ ଘଟଣା,୪୩ଟି ପଶୁ ଉଦ୍ଧାର ଓ ୨ଟି ସ୍ଥାନରେ ଗଛ କାଟିବା କାର୍ଯ୍ୟ ସମ୍ପାଦନ କରିଛୁ।
1
1
2
ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ସ୍ଥାନୀୟ ବାସିନ୍ଦା ଶ୍ରୀ ତନ୍ମୟ କୁମାର ବରାଳଙ୍କ ଗାଡ଼ିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଅଧିକ ବ୍ୟାପିବାରୁ ରୋକା ଯାଇପାରିଲା। #WeServeToSave
0
0
1
ତିନିମୁହାଣି କଲେଜ ଛକରେ ଏକ କାରରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ କେନ୍ଦ୍ରାପଡ଼ା ଜିଲ୍ଲାର ତିନିମୁହାଣି କଲେଜ ଛକରେ ଥିବା ଏକ କାରରେ ନିଆଁ ଲାଗିଯାଇଥିଲା । ୧୧୨ ନିୟନ୍ତ୍ରଣ କକ୍ଷରୁ ସୂଚନା ପାଇବା ପରେ କେନ୍ଦ୍ରାପଡ଼ା ଅଗ୍ନିଶମ କେନ୍ଦ୍ରର ଦଳ ସହକାରୀ ଅଗ୍ନିଶମ ଅଧିକାରୀ
2
1
4
୧୧୨ ଯୋଗେ ସୂଚନା ପାଇ, ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସଫଳତାର ସହ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ । ଆସନ୍ତୁ ଜାଣିବା ଏନେଇ ସେହି ୱାର୍ଡର କର୍ପୋରେଟର ଶ୍ରୀ ରାଜକିଶୋର ଦାସ କଣ ପ୍ରତିକ୍ରିୟା ରଖିଛନ୍ତି । #WeServeToSave
0
0
1
ଭୁବନେଶ୍ୱରର ସହିଦନଗରରେ ଅଗ୍ନିକାଣ୍ଡ: ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ଭୁବନେଶ୍ୱରସ୍ଥିତ ସହିଦନଗରର ପ୍ଲଟ୍ ନମ୍ବର ୩୦୫ରେ ଥିବା ସୁପରଟ୍ରନ୍ ��ଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମରସିଆଲ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା ।
1
0
2
Apart from accident calls we have attended 2 drowning calls retrieving 2 dead bodies ,we also responded to 41 fire calls, 50 animal rescues. #WeServeToSave
0
0
0
divider. One unknown male (approx. 35 years) was rescued by Baripada FS and shifted to District HQ Hospital, Baripada.Another injured person was taken by 108 ambulance, and one more by 102 NHAI ambulance.
1
0
0