Kishan Barai IIMC
@KishanMedia
Followers
1K
Following
4K
Media
283
Statuses
3K
ଶ୍ରୀଜଗନ୍ନାଥ ମୋ ଇଷ୍ଟ ଦେବତା | ସାମ୍ବାଦିକ ଏବଂ ଯୋଗାଯୋଗ ବିଶେଷଜ୍ଞ | ଓଡ଼ିଆ ସାହିତ୍ୟ, ଖବର, ଚିନ୍ତାଧାରା ଏବଂ ସଂସ୍କୃତି ମୋ ଦୁର୍ବଳତା | ଓଡ଼ିଶା ଓ IIMC ମୋର ଗର୍ବ🙏
Odisha
Joined February 2012
ମୋ ବସ @CRUT_BBSRରେ ଯଦି ଧୀର ସ୍ଵରରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ବାଜନ୍ତା, କେତେ ବଢ଼ିଆ ହୁଅନ୍ତା (ଷ୍ଟପେଜ୍ ଘୋଷଣା ସହ) । କିଏ ସୁଖରେ ହଜି ଯାଆନ୍ତା, କାହାର ଦୁଃଖ ହଜି ଯାଆନ୍ତା। @OSRTC_Odisha, @LAccMI_Odisha ବସରେ ବାଜିଲେ ବି ହୁଅନ୍ତା । ମଝିରେ ମଝିରେ ଭିକାରୀ ବଳଙ୍କ ସଙ୍ଗୀତ । ଓଃ! ଓଡ଼ିଆପଣରେ ବିଭୋର ହୁଅନ୍ତେ ଯାତ୍ରୀ ।
44
63
755
-------- ଆପଣଙ୍କର ଦୁଃଖ କେବଳ ଆପଣଙ୍କର ହିଁ ହୋଇ ରହିବ ଯେତେ ଯାହାକୁ କହିଲେ ବି - ଲୁହ ଭର୍ତ୍ତି ଆଖିରେ କହିଲେ ବି - ତେଣୁ ଦୁଃଖ ହିଁ ଅନ୍ତରଙ୍ଗ ... -------
1
2
17
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତିରେ ଆୟୋଜିତ ନିଯୁକ୍ତି ମେଳାରେ ଭାଗ ନେବାର ସୁଯୋଗ ପାଇଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ୧୭ ନୂତନ କନିଷ୍ଠ ଷ୍ଟେନୋଗ୍ରାଫର। କାର୍ଯ୍ୟକ୍ରମ ପରେ ସେମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ @CTOdisha ପରିବାରକୁ ସ୍ବାଗତ କରିଛନ୍ତି ପରିବହନ ଆୟୁକ୍ତ ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ।
2
1
6
यह ध्वज केवल प्रतीक नहीं, करोड़ों रामभक्तों की श्रद्धा का शाश्वत स्वरूप है। विवाह पंचमी पर धर्म ध्वज का आरोहण—सीता-राम की करुणा और कृपा का पावन संदेश। सियाबर रामचंद्र की जय! 🙏
0
1
18
Odisha is moving smarter! @odishayatri crosses 5 lakh+ trips across the State — a milestone powered by trust, convenience and home-grown innovation. From faster pickups to zero-commission driver earnings, building a mobility system that works for every passenger and every
1
9
50
'ଶୂନ ମୃତାହତ ପକ୍ଷ': ଏକ ପ୍ରୟାସ ଗୁଡ୍ ସମରିଟାନ୍ ଭାବେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରନ୍ତୁ ଆପଣଙ୍କ ମାନବିକତା ପାଇଁ ପୁରସ୍କୃତ କରନ୍ତି ସରକାର । #ZFF #GoodSamaritan #Odisha
0
5
11
'ଶୂନ ମୃତାହତ ପକ୍ଷ' ପାଳନ ଅବସରରେ ଜଗତସିଂହପୁରର କୁଜଙ୍ଗରେ ଚାଳକ ଓ ଯାତ୍ରୀଙ୍କୁ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିପଦରେ ନିରାକରଣ ଏବଂ ଯଦି କୌଣସି ଅଘଟଣ ଘଟେ ତେବେ କିଭଳି ନିୟନ୍ତ୍ରଣ କରିହେବ ତାର କୌଶଳ ସଂପର୍କରେ ବୁଝାଯାଇଥିଲା। #ZFF #FireSafetyTraining #ComeHomeSafe #Odisha
0
3
9
ବକେୟା ଥିବା ଟ୍ରାଫିକ ଇ-ଚାଲାଣ ପୈଠ କରନ୍ତୁ। OTS ଯୋଜନାରେ ଇ-ଚାଲାଣ ପୈଠ ପାଇଁ https://t.co/uI8EnLeCxd ଭିଜିଟ୍ କରନ୍ତୁ। ଇ- ଚାଲାଣ ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। #Echallan #OTS #Odisha
2
3
12
ଦ୍ରୁତଗତିରେ ଗାଡ଼ି ଚଳାଇ ଅନେକ ସମୟରେ ଲୋକେ ଦୁର୍ଘଟଣା ଘଟାଉଛନ୍ତି। ଦାମୀ ଗାଡ଼ି କିଣିବା ଦ୍ୱାରା କିଛି ପିଲାଙ୍କ ମନରେ ରହିଛି ଦ୍ରୁତଗତିରେ ଗଲେ ମଧ୍ୟ ସୁରକ୍ଷା ମିଳିଯିବ। କିନ୍ତୁ ଏଭଳି ହୁଏନାହିଁ। ରାସ୍ତାକୁ ଓହ୍ଲାଇଲେ ସଡ଼କ ସୁରକ୍ଷା ନିୟମ ମାନି ଦୁର୍ଘଟଣାରୁ ଦୂରେଇ ରହିବାକୁ ନିବ��ଦନ କରିଛନ୍ତି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ।
0
2
10
'ଶୂନ ମୃତାହତ ପକ୍ଷ'ରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ରାଜ୍ୟବ୍ୟାପୀ କଡ଼ାକଡ଼ି ଯାଞ୍ଚ ହେଉଛି। ଅନୁଗୁଳ, ବଲାଙ୍ଗିର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ଵର, ପୁରୀ, ଭୁବନେଶ୍ୱର, ଜଗତସିଂହପୁର ସହ ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି। ଗାଡ଼ି ଚଳାଇବା ବେଳେ ସୁରକ୍ଷା ନିୟମ ପାଳନ କରନ୍ତୁ। #ZFF #RoadSafety
4
3
20
ସମ୍ପୂର୍ଣ ବିଶ୍ଵ ବ୍ରହ୍ମାଣ୍ଡରେ ଏଭଳି ନୟନ ଆଉ କାହାର ଅଛି ଯେ ମହାପ୍ରଭୁ 🔴❗🔴 ଚକା ଆଖି ହଳକ ପାଇଛ ମଣିମା ଯିଏ ତେ ଦେଖୁଛି, ସିଏ ତ କହୁଛି ତମେ ତା' ଆଡ଼େ ଚାହିଁଛ🙏🕉️🌸 #JaiJagannath
#Mahaprabhu
5
4
64
ଆପଣାର ଲୋକ ଏବଂ ନିଜ ପାଇଁ ଯତ୍ନବାନ ହୁଅନ୍ତୁ, ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରିବାକୁ ଶପଥ ନିଅନ୍ତୁ। ସଡ଼କ ସୁରକ୍ଷା ଅଭିଯାନରେ ସାମିଲ ହୁଅନ୍ତୁ #ZFF #DriveSafe #RoadSafety #ComeHomeSafe #Odisha
1
4
13
'ଶୂନ ମୃତାହତ ପକ୍ଷ'ରେ ଆପଣ ସହଭାଗୀ ହୁଅନ୍ତୁ ଭଲ ଭାବେ ଉଭୟ ପାଖ ଦେଖିସାରି ସୁରକ୍ଷିତ ଭାବରେ ହୁଅନ୍ତୁ ରାସ୍ତା ପାରି #ZFF #RoadCrossWithCare
#RoadSafety #ComeHomeSafe #Odisha
1
9
18
1
7
16
ଚିର ବନ୍ଦନୀୟ 🙏 ତାଙ୍କ ଭଳି କେହି ଥିଲେ ନା କେହି ହେବେ ଜଣେ ବ୍ୟକ୍ତି ଏତେ ସତ୍ୟନିଷ୍ଠ ଓ ଆଦର୍ଶବାଦୀ ହୋଇପାରେ, ହୁଏତ ଆଗାମୀ ପିଢ଼ି ଏହା ବିଶ୍ୱାସ ବି କରିନପାରେ #ପ୍ରଣାମ_ନବବାବୁ #ପ୍ରଣାମ_ପୁଣ୍ୟାତ୍ମା
0
0
0
ମହାନ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
0
3
13
'ଶୂନ ମୃତାହତ ପକ୍ଷ' ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ସ୍କୁଲ ଗାଡ଼ିରେ ସଡ଼କ ସୁରକ୍ଷା ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ଯାଞ୍ଚ କରାଯାଇଛି। ଦାୟିତ୍ୱବାନ ସଡ଼କ ବ୍ୟବହାରକାରୀ ଭାବେ ଆପଣ ମଧ୍ୟ ସଡ଼କ ଦୁର୍ଘଟଣାମୁକ୍ତ ଓଡ଼ିଶା ଗଠନ ପ୍ରୟାସରେ ସହଭାଗୀ ହୁଅନ୍ତୁ। #ZFF #Enforcement
0
5
26
୧୬ରୁ ୩୦ ନଭେମ୍ବର ସାରା ରାଜ୍ୟରେ 'ଶୂନ ମୃତାହତ ପକ୍ଷ' ପାଳନ ହେଉଛି। ସଡ଼କ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯାଉଛି। ସଡ଼କ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। #RoadSafety #ComeHomeSafe #ZFF
@CMO_Odisha @MORTHIndia @CTOdisha @odisha_police @IPR_Odisha
2
10
28
ଓଁ ନମୋଃ ଭଗବତେ ବାସୁଦେବାୟ ।। Today's Patitapabana Darshan at Shree Jagannatha Temple, # Puri
162
221
1K