Kanchan Nayak
@KanchanNayak17
Followers
3K
Following
19K
Media
2K
Statuses
4K
ବିବେକର ବିଚ୍ୟୁତି ହେଲେ, ବିଶ୍ୱକୁ ବିନାଶ ଗ୍ରାସକରିବ। ମଣିଷର ଅହଂକାର ଅସହ୍ୟ ହେଲେ ପ୍ରଳୟର ମହାଅହଙ୍କାର ଚୋଟମାରିବ।(ପୁରୁଣା ପରମ୍ପରାକୁ ମାନିଚଳୁଥିବା ଖାଣ୍ଟି ଓଡ଼ିଆଣି) blood group.(B-)
ବାଲେଶ୍ୱର Baleshwar Odisha
Joined September 2021
ଜୟ ମାଆ ଲକ୍ଷ୍ମୀ 🙏🚩🚩🚩 👣🪷🌺🪔🥥🍌🍎🍐 ନମସ୍ତେ ମାତା ପଦ୍ମାଳୟା ଜଗଜ୍��ନନୀ ବିଷ୍ଣୁ ଜାୟା ତୁ ଅଟୁ ସାଗର ସମ୍ଭବା ବିଷ୍ଣୁ ଚରଣେ ତୋର ସେବା। ଐଶ୍ୱର୍ଯ୍ୟ ଦାତ୍ରୀ ଅନ୍ନପୂର୍ଣ୍ଣା କୋପେ ତୋ ନମିଳଇ ଦାନା ଅଷ୍ଟ ଐଶ୍ୱର୍ଯ୍ୟ ଅଧିଷ୍ଠାତ୍ରୀ ମଙ୍ଗଳମୟୀ ପୁଣ୍ୟ ଗାତ୍ତ୍ରି । ମାଆ ଲକ୍ଷ୍ମୀଙ୍କ ଦୟାରୁ ସମସ୍ତଙ୍କ ଦିନ ମଙ୍ଗଳମୟ ହେଉ।🙏
1
0
17
ଜୟ ଶ୍ରୀଜଗନ୍ନାଥ 🙏🚩🚩🚩 କାଠକୁ ଉଇ ଏବଂ ଲୁହାକୁ କଳଙ୍କି ନଷ୍ଟ କଲାଭଳି ମଣିଷକୁ ତାର ଗର୍ବ ଓ ଅହଂକାର ନଷ୍ଟ କରିଦେଇଥାଏ । 🚩 🙏 🚩🙏⚫❗⚫🙏🚩 🙏 🚩 ସମସ୍ତଙ୍କ ଦିନ ମଙ୍ଗଳମୟ ହେଉ, ସର୍ବେ ସୁଖୀ ଭବନ୍ତୁ । 🙏🙏🙏 #jaysrijagannath
4
2
15
ଜୟ ଶ୍ରୀଜଗନ୍ନାଥ 🙏🚩🚩🚩 ଗୋଟିଏ ସମୟ ଥିଲା ଯେତେବଳେ କି ନୀଚ ଜାତିର ଲୋକମାନେ ନିଜ ଜନ୍ମକୁ ଧିକ୍କାର କରୁଥିଲେ । ଏବେ କିନ୍ତୁ ସବୁ ଉଚ୍ଚ ଜାତିର ଲୋକଙ୍କର ନୀଚ୍ଚ ହେବାପାଇଁ ପ୍ରବଳ ପ୍ରଚେଷ୍ଟା । ପ୍ରଭୂ ଏହା ତୁମର ଲୀଳା ନା ଏକଳିଯୁଗର ମହିମା ନା ସମୟର ପରିବର୍ତ୍ତନ ? ସର୍ବେ ହୁଅନ୍ତୁ ଏକାକାର, ବେଦରେ ନରହୁ ବିଚାର । ⚫❗⚫ 🙏🚩🚩🚩
3
2
30
ଜୟ ଶ୍ରୀଜଗନ୍ନାଥ 🙏🚩🚩🚩 ଶ୍ରୀକ୍ଷେତ୍ର ଧାମର ମଉଡମଣି ହେ ନୀଳାଚଳ ନୀଳମଣି ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ସର୍ବେ ଖୋଜୁଛନ୍ତି ତୋ ପାଦ ପାଣି । ନୟନର ତାରା ଦୁଃଖ ପାଶୋରା ଥରେ ଦେଇଦେଲେ ଧରା ମଣିଷ ଜୀବନ ସାର୍ଥକ ହୋଇବ ଆଉ ଲୋଡ଼ା ନାହିଁ କିଛି ପରା । 🙏 🚩⚫❗⚫ 🚩🪔 ସର୍ବେ ସୁଖୀ ଏବଂ ନିରାମୟ ଭବନ୍ତୁ। 💚❤️💙 #jayjagannath
4
0
12
ଜୟ ଶ୍ରୀଜଗନ୍ନାଥ 🙏🙏🙏 ଦୁଃଖ ଦରିଆରେ ଭାସୁଛି ଜୀବନ ନାବିକ ନହେଲେ ତୁହି କେମିତି ଉଦ୍ଧାର ହେବିରେ କାଳିଆ ଭରଷା ଭାଙ୍ଗିବୁ ନାହିଁ। ଅନାଥ ଲୋକଙ୍କ ନାଥ ପରା ତୁହି ଅନାଥ କହିବି ନାହିଁ ତୋ ଭରଷାରେ ଜୀବନ ଜୀଇଁଛି ତୋତେ ମୁଁ ରହିଛି ଚାହିଁ। 🙏 🚩⚫❗⚫🚩 ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଦିନ ମଙ୍ଗଳମୟ ହେଉ । #jayjagannath
3
1
18
ଜଣେ ମଣିଷର ମୃତ୍ୟୁ ପରେ କରାଯାଉଥିବା ପ୍ରଶଂସା ଏବଂ ଆଘାତ ଦେଇସାରିବା ମଗାଯାଉଥିବା କ୍ଷମାର କୌଣସି ମୂଲ୍ୟ ନଥାଏ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଦିନ ମଙ୍ଗଳମୟ ହେଉ । ସର୍ବେ ସୁଖୀ ଭବନ୍ତୁ। 🙏💚❤️💙 🚩⚫❗⚫🚩 🙏 🚩 🕉️ 🚩 🌺 ଜୟ 🌺 🥥ଶ୍ରୀଜଗନ୍ନାଥ🥥 🙏 #jayjagannath
3
1
12
ଜୟ ଶ୍ରୀଜଗନ୍ନାଥ 🙏🚩🚩🚩 ବଡ଼ କ୍ରୁର କାଳ ବଡ଼ ଅବିନାଶି ହାବୁଡ଼ିଯିବ ସେ ଅକସ୍ମାତେ ଆସି । ଜୀବନ ନୁହଁଇ ଚିର ଦିନର କର୍ମବଳେ ନର ହୁଏ ଅମର । ବାହୁଡ଼ିବା ଯଦି ସତ୍ୟ ବଚନ ତାକୁବା କିଏ ସେ କରିବ ଆନ । ମରଣ ଅଟଇ ମୁକତି ଦ୍ଵାର ଅଭିନୟର ତ ଉପସଂହାର । କାଳ ବସିଲେ ମଣିଷ ମୁଣ୍ଡେ ମୃତ୍ୟୁ ବୋଲି ତାକୁ କୁହନ୍ତି ତୁଣ୍ଡେ । ⚫❗⚫🙏🚩🚩🚩
1
0
3
ଜୟ ଶ୍ରୀଜଗନ୍ନାଥ 🙏🚩 ବିଶ୍ଵ ବାହ୍ୟାଭ୍ୟନ୍ତରରେ ଯାହାର ନିବାସ ଆତ୍ମା ରୂପେ ସର୍ବଭୂତେ ଯାହାର ଆବାସ ପର°ବ୍ରହ୍ମ ପର°ଧାମ ପରାପର ନାହିଁ ବିଶ୍ଵ ବାହ୍ୟ ଅଭ୍ୟନ୍ତରେ ଯାର ବିଶ୍ଵଦେହୀ ସେ ହରି ଚରଣେ ଆଶ୍ରେ କର ଦୃଢ଼ଚିତେ ତ୍ରୈଲୋକ୍ୟ ଦୁର୍ଲ୍ଲଭ ସ୍ଥାନ ଲଭିବ ଯେମନ୍ତେ।🙏 ⚫❗⚫ ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ, ସର୍ବେ ସୁଖୀ ଭବନ୍ତୁ🙏
6
1
17
ଜୟ ଶ୍ରୀଜଗନ୍ନାଥ 🙏🙏🙏 ଅନାଥଜନଙ୍କ ନାଥ ତୁମେ ବୋଲି ନାମ ତୁମ ଜଗନ୍ନାଥ ପତିତ ଉଦ୍ଧାରି ବୋଲାଉଛ ପ୍ରଭୁ ପତିତପାବନ ସେତ । ଚାଲୁଣି ପରି ଚକାନୟନକୁ ଭାଲୁଣିପରିକା ମୁହଁ କେମିତି ମୋହୁଛ ଜଗତଜନଙ୍କୁ ଥରୁଟିଏ କହିଦିଅ। କଳ୍ପନା କରିଲେ କଳ୍ପବଟେ ତୁମ ମାନସିକ ହୁଏ ପୂର୍ଣ୍ଣ ଛପନକୋଟି ଜୀବଙ୍କ ମୁହଁରେ କେମିତି ଦେଉଛ ଅର୍ଣ୍ଣ ।⚫❗⚫🙏🙏🙏
4
1
9
ଜୟ ଶ୍ରୀଜଗନ୍ନାଥ🙏🪔🚩 ତୋର କାଳିଆ ମୁହଁକୁ ନାଲିଆ ହସ ଭାରି ତୋ ମାନୁଛି ଜଗା ହୃଦପୂରିଯିବ ମନବୁଝିଯିବ ତୋ ଶ୍ରୀଚରଣେ ଦେଲେ ଜାଗା। ଆଶା ଭରଷାର ଦିଅଁ ପରା ତୁହି ସାରା ସୃଷ୍ଟି ତୋତେ ରହିଛି ଅନାଇ ମନା କରିବୁନି ନିର୍ଦ୍ଦୟ ହେବୁନି ଶୁଭ ଦୃଷ୍ଟିରେ ତୁ ଥିବୁରେ ଚାହିଁ। ତୋର କୃପା ବରଷାରେ ଭିଜେଇ ଦେଇ ଭକତଭାବେ ତୁ ଥିବୁରେ ରହି ।🙏🙏🪔🚩
3
1
7
ଆହେ ଦୟାମୟ ଦୟାର ସାଗର ନାବିକ ଦୟା ଦରିଆର ମୋ ଜୀବନ ଡ଼ଙ୍ଗା ହୁଏ ଟଳମଳ କୃପାକରି ତାକୁ ଉଦ୍ଧାର । ତୁମେ ପରଂବ୍ରହ୍ମ ତୁମେ ଦାରୁବ୍ରହ୍ମ ତୁମେ ହିଁ ତୋ ନାଦବ୍ରହ୍ମ ସକଳ ଘଟରେ ବିଜେ ନାରାୟଣ ତୁମେ ହିଁ ତୋ ଆତ୍ମବ୍ରହ୍ମ। ସବୁ ତୁଚ୍ଛ ପ୍ରଭୁ ତୁମରି ନିକଟେ ଏକା ତୁମେ ସର୍ବସାର କିଅବା ଦୁଲ୍ଲଭ ତୁମକୁ ହେ ପ୍ରଭୁ କୋଟି କୋଟି ନମସ୍କାର।🙏🚩
2
0
7
ଶୁଭ ଦୀପାବଳୀ 🪔🪔🪔 ଆଲୋକର ପର୍ଵ ଦୀପାବଳୀ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ । 🙏🏼 🪔🪔🪔
2
0
13
🪔🪔🪔🪔🪔🪔🪔 🪔 ⚫❗⚫ 🪔 🪔🪔🪔🪔🪔🪔🪔 ତୁଳସୀ ବଲ୍ଲଭ ତୁମେ ଆହେ ଜଗନ୍ନାଥ ମସ୍ତକେ ଧରିଛ ବୃନ୍ଦାବତୀକୁତ ଯା ଡ଼ାଳେ ବ୍ରହ୍ମଦେଵ ପତ୍ରେ ଦେବଗଣ ମୂଳେ ସଦା ନାଥ ହୋଇଥାଅ ସ୍ଥିତ । ସତୀ ଅଭିଶାପେ ଶିଳାଖଣ୍ଡ ହୋଇ ରହିଅଛ ତୁମେ ଶାଳଗ୍ରାମ ହୋଇ ଶ୍ରୀଅଙ୍ଗେ ବହିଛ ସତୀର ବୋଝକୁ କଥା ରହିଅଛି ଯୁଗ ଯୁଗକୁ । ଜୟ ଶ୍ରୀଜଗନ୍ନାଥ 🙏🏼🙏🏼🙏🏼
2
2
11
ଜୟ ଶ୍ରୀଜଗନ୍ନାଥ 🙏🏼🙏🏼🙏🏼 ପବିତ୍ର ରମା ଏକାଦଶୀ ଏବଂ ଗର୍ଭଣା ସଂକ୍ରାନ୍ତିର ଶୁଭକାମନା । ମହାପ୍ରଭୁଙ୍କ ଦୟାରୁ ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ସର୍ବେ ସୁଖୀ ଭବନ୍ତୁ । 🙏🏼🙏🏼🙏🏼
4
1
14
କାଳିଆ ଠାକୁର ହେ ! କି ମାଗିବି ଆଉ ତୋତେ ମାଗିବା ଆଗରୁ ଯାଚିଦେଇଅଛୁ ମୋ ବାଞ୍ଛିତ ଫଳ ଯେତେ। ନୟନକୋଣରେ ଲୋତକରଧାର ଧୋଇଦେବାପାଇଁ ��ୋ ପଦ୍ମପୟର ହସ୍ତଦୁଇ ପ୍ରଭୁ ଦେଇଛୁ ମୋତେ ଉର୍ଦ୍ଧେତୋଳି ତୋତେ ହେବାକୁ ଜୁହାର। ପାଦ ଦୁଇ ପୁଣି ଦେଇଛୁରେ ଧନ ତୋ ତୀର୍ଥସ୍ଥଳୀ କରିବାକୁ ଭ୍ରମଣ ଶବ୍ଦର ଝଙ୍କାର ଭରିଛୁ କଣ୍ଠରେ ଗାଇବାକୁ ନାମ ତୋର ଭକ୍ତିରେ। 🙏🏼
9
7
62
ସମୟ ଦିଅନ୍ତୁ ବା ସମ୍ମାନ କିବା ଭଲପାଇବା ବଦଳିବା ଲୋକ ବଦଳିଯିବେ । 💚❤️💚 ଜୟ ଶ୍ରୀଜଗନ୍ନାଥ 🙏🏼🙏🏼🙏🏼 ⚫❗⚫ ସର୍ବେ ସୁଖୀ ଏବଂ ନିରାମୟ ଭବନ୍ତୁ । 🙏🏼🙏🏼🙏🏼
4
2
21