KalingaMBJ Profile Banner
KALINGA KESHARI JENA କଳିଙ୍ଗ କେଶରୀ ଜେନା Profile
KALINGA KESHARI JENA କଳିଙ୍ଗ କେଶରୀ ଜେନା

@KalingaMBJ

Followers
715
Following
1K
Media
339
Statuses
438

President, North Odisha tourism development council and Founder of Bhanjasena, Mayurbhanj.

Baripada, India
Joined May 2020
Don't wanna be here? Send us removal request.
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
2 days
@CMO_Odisha ସାର,ଖରା ହେଉ କି ବର୍ଷା ଆଜିବି ଯଦି ରାଷ୍ଟ୍ରପତି ମୋହଦୟାଙ୍କ @rashtrapatibhvn ଜନ୍ମମାଟି ମୟୁରଭଞ୍ଜରେ ପାନୀୟ ଜଳ ପାଇବା ପାଇଁ ଏତେ କଷ୍ଟ ସହିବାକୁ ପଡୁଛି,ବାରମ୍ବାର ଗୁହାରୀ ଓ ଆନ୍ଦୋଳନ କରିବାକୁ ପଡୁଛି,ତେବେ ଜିଲ୍ଲାର ପ୍ରକୃତ ଅବସ୍ଥା କିପରି ଥିବ ଅନୁମାନ କରିପାରୁଥିବେ,ଦୃଷ୍ଟି ପକାଇବାକୁ ଅନୁରୋଧ @DM_Mayurbhanj
0
0
2
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
6 months
@CMO_Odisha @odisha_mining @DM_Mayurbhanj @CMO_Odisha ସାର,ଏହିଭଳି ଭାବେ ଶହ ଶହ ଟ୍ରିପ ବାଲି ପଥର ଠୁଳ କରି ମାଫିଆ ବ୍ୟବସାୟୀ ମାନେ ସରକାରଙ୍କୁ ରାଜସ୍ବ ଠକୁଛନ୍ତି ଆଉ ପ୍ରଶାସନିକ ଅଧିକାରୀ ମାନେ ତାଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି, ଯଥାଶୀଘ୍ର ଏକ କଠୋର ପଦକ୍ଷେପ ନେବାକୁ ଅନୁରୋଧ @odisha_mining @DM_Mayurbhanj 3/p
0
1
3
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
6 months
@CMO_Odisha ସାର,ଏନ.ଜି.ଟି ର ବାରଣ ସତ୍ବେ ମୟୁରଭଞ୍ଜ ଜିଲ୍ଲା ମାଇନିଙ୍ଗ ବିଭାଗର ବରିଷ୍ଠ ଅଧିକାରୀ ଏବଂ କିଛି ଅନ୍ୟ ସରକାରୀ ଅଧିକାରୀଙ୍କ ପ୍ରତକ୍ଷ୍ୟ ସହଯୋଗରେ ବାଲି ଓ ପଥର ଲୁଟ ହୋଇ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଛି,ହସ୍ତକ୍ଷେପ କରିବାକୁ ଅନୁରୋଧ @odisha_mining @DM_Mayurbhanj 2/p
1
1
3
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
1 year
@CMO_Odisha ସାର,ମୟୁରଭଞ୍ଜ ଜିଲ୍ଲାରେ ଶହ ଶହ କୋଟି ଟଙ୍କାର ହୋଇଥିବା ଚାଉଳଦୁର୍ନୀତିର ତଦନ୍ତ ପାଇଁ ୭ ଦିନମଧ୍ୟରେ ଏକ ତଦନ୍ତ କମିଶନ ବସାଇ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଚାଉଳ ମଣ୍ଡିରେ ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ ପାଇଁ ନିର୍ଦେଶ ପ୍ରଦାନ କରିବାକୁ ଅନୁରୋଧ @Krushna81896528 @DM_Mayurbhanj
0
4
7
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
2 years
@CMO_Odisha ସାର,ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ।ବାରମ୍ବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମକୁ ଅପମାନିତ କରାଯାଉଛି,ଦୟାକରି ସମସ୍ତ ରେଗୁଲାର ବିଭାଗ ଓ ଷ୍ଟାଫ ମାନଙ୍କୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଫେରାଇ ଦିଆଯାଉ @vkpandianod
1
8
16
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
Thank u sir @nitin_gadkari
@nitin_gadkari
Nitin Gadkari
3 years
📢 𝗢𝗱𝗶𝘀𝗵𝗮 𝗜𝗻 𝗢𝗱𝗶𝘀𝗵𝗮, 𝘄𝗲 𝗵𝗮𝘃𝗲 𝗮𝗽𝗽𝗿𝗼𝘃𝗲𝗱 ₹𝟭𝟮𝟭.𝟮𝟳 𝗖𝗿 𝗳𝗼𝗿 𝘁𝗵𝗲 𝗰𝗼𝗻𝘀𝘁𝗿𝘂𝗰𝘁𝗶𝗼𝗻 𝗼𝗳 𝗮 𝟮-𝗹𝗮𝗻𝗲 𝘄𝗶𝘁𝗵 𝗽𝗮𝘃𝗲𝗱 𝘀𝗵𝗼𝘂𝗹𝗱𝗲𝗿𝘀 𝗯𝘆𝗽𝗮𝘀𝘀 𝗶𝗻 𝗥𝗮𝗶𝗿𝗮𝗻𝗴𝗽𝘂𝗿 𝘁𝗼𝘄𝗻 on NH-220. The length of the project is
1
4
17
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
A humble request to Honorable madam President.@rashtrapatibhvn for your kind intervention for the restoration of SIMILIPAL - the beauty and Crown of Undivided Mayurbhanj.@PMOIndia @CMO_Odisha @MoSarkar5T @biswajitmohanty @ForestDeptt @SimilipalNorth @Similipal_South
1
14
46
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
. @narendramodi @PMOIndia We urge your intervention for the restoration the glory of Mayurbhanj, is the motherland of our Esteemed President of India Mrs Draupadi murmu madam @rashtrapatibhvn @CMO_Odisha @dpradhanbjp @AshwiniVaishnaw @MoSarkar5T @Bishweswar_Tudu @RusirajP
2
12
48
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
Vintage Photography Inside View of #Mayurbhanj Palace Hundred Years Ago... @OdishaHistory @Heritage @MinOfCultureGoI @OdiaCulture @CMO_Odisha @DM_Mayurbhanj
3
6
45
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
. @PWD_Odisha ପୂର୍ତ୍ତ ବିଭାଗର ଜଣେ ଆସିଷ୍ଟାଣ୍ଟଇଂଜିନିୟର(AE)୨୪/୦୭/୨୦୦୬ମସିହାରେ ରାଇରଙ୍ଗପୁର ଡିଭିଜନ ଅନ୍ତର୍ଗତ କୁଳିଅଣା ସେକ୍ସନରେ ଯୋଗଦେଇ ଆଜି ପର୍ଯ୍ୟନ୍ତ ନିୟମ ଅନୁଯାୟୀ ବଦଳି ନହୋଇ ପାଖାପାଖି ୧୬ବର୍ଷରୁ ଉର୍ଧ୍ଵ ହେବ ସେହିଜାଗାରେ କାର୍ଯ୍ୟରତ ଅଛନ୍ତି|କାହିଁକି ସରକାରୀ ନିୟମ ଲାଗୁ ହେଉନାହିଁ ?. @CMO_Odisha @MoSarkar5T
2
6
21
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
. @samirdash01 ଏହିଭଳି କେବେ ମୟୁରଭଞ୍ଜ ର ରାଇରଙ୍ଗପୁର ବିଇଓ ଙ୍କ ଅଫିସ ଆସିବାକୁ ଅନୁରୋଧ, ସେଇଠି ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ଅଗ୍ରାଧିକାର ଦେବା ପରିବର୍ତ୍ତେ ଅସାଧୁ କାର୍ଯ୍ୟକଳାପ ପ୍ରତି ଅଧିକ ଅଗ୍ରାଧିକାର ଦିଆଯାଉଛି. @Naveen_Odisha @MoSarkar5T @DM_Mayurbhanj @mohantatushar1 @SMEOdisha
1
3
11
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
. @PMOIndia @CMO_Odisha "Mayurbhanj", which is home to a number of tourist destinations and many ancient monuments, is the birthplace of the future President of India, and today it is neglected in all respects.@draupadimurmupr @dpradhanbjp @AshwiniVaishnaw @MoSarkar5T
3
5
27
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
our desparate request for the developement of tourism in Mayurbhanj which can successfully help in the financial growth and create employment for the unemployed of our dist.@CMO_Odisha @dpradhanbjp @AshwiniVaishnaw @Bishweswar_Tudu @MoSarkar5T @pranabpdas @DM_Mayurbhanj
1
2
15
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
. @CMO_Odisha ମୟୁରଭଞ୍ଜ ରେ ଯଦି କାର୍ଯ୍ୟରତ ବନବିଭାଗ ତରଫରୁ ବିସ୍ଥାପିତ ପରିବାରକୁ ଥଇଥାନ ନିମନ୍ତେ ୫୪ଟି ରୁ ଉର୍ଧ୍ଵ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଛି ତେବେ ସେଇଥିରୁ ଅନୁମାନ କରିପାରୁଥିବେ ଯେ ସେଭଳି ବନବିଭାଗ କର୍ମଚାରୀ ଙ୍କୁ ନେଇ କିଭଳି ଭାବେ ବିଶ୍ୱବିଖ୍ୟାତ ଶିମିଳିପାଳ କୁ ସୁରକ୍ଷା ଦିଆଯାଉଥିବ.@MoSarkar5T @ForestDeptt
2
2
6
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@CMO_Odisha @Naveen_Odisha ସାର ବାରିପଦା ଦେବୋତ୍ତର ବିଭାଗ କର୍ମଚାରୀ ଙ୍କ ଖାମଖିଆଲ ନୀତି ଯୋଗୁଁ ଆଜି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଟଣା ରେ ବ୍ୟାପକ ଭାବରେ ଅବ୍ୟବସ୍ଥା ପରିଲକ୍ଷିତ ହେଲା,ଭକ୍ତଗଣ ମଧ୍ୟ ନିରାଶ ହେଲେ। ଦୟାକରି ସ୍ୱତନ୍ତ୍ର ନଜର ଦେବାକୁ ଅନୁରୋଧ.@pranabpdas @DM_Mayurbhanj @spmayurbhanj @RusirajP
3
3
26
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@PradeepJenaIAS ସାର,ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଚାଲିଛି ଢଳେଈ କାର୍ଯ୍ୟ,ଯୋଉଥିରେ କି ବହୁତ କମ ପରିମାଣରେ ସିମେଣ୍ଟ ର ଭାଗ ମାପ ଅଛି, ଆଉ ଏଭଳି କାର୍ଯ୍ୟ ରାଇରଙ୍ଗପୁର ଡ଼ିଭିଜନ ର ଗ୍ରାମାଞ୍ଚଳରେ ବହୁତ ପରିମାଣ ରେ ଚାଲୁଅଛି। ଦୟାକରି ଧ୍ୟାନ ଦେବାକୁ ଅନୁରୋଧ।.@CMO_Odisha @SecyChief @MoSarkar5T @RDOdisha
0
2
9
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@PradeepJenaIAS ସାର,ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଚାଲିଛି ଢଳେଈ କାର୍ଯ୍ୟ,ଯୋଉଥିରେ କି ବହୁତ କମ ପରିମାଣରେ ସିମେଣ୍ଟ ର ଭାଗ ମାପ ଅଛି, ଆଉ ଏଭଳି କାର୍ଯ୍ୟ ରାଇରଙ୍ଗପୁର ଡ଼ିଭିଜନ ର ଗ୍ରାମାଞ୍ଚଳରେ ବହୁତ ପରିମାଣ ରେ ଚାଲୁଅଛି। ଦୟାକରି ଧ୍ୟାନ ଦେବାକୁ ଅନୁରୋଧ।.@CMO_Odisha @SecyChief @MoSarkar5T @RDOdisha
0
2
6
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@AshwiniVaishnaw ସାର ଆପଣଙ୍କ"ରେଳ ପଛରେ ରହିଲେ ଦେଶ ପଛରେ ରହିଯିବ" ଉକ୍ତିଟି ବୋଧହୁଏ ମୟୁରଭଞ୍ଜ ପାଇଁ ଲାଗୁ ହେଉନାହିଁ, କାହିଁକିନା କେନ୍ଦ୍ର ବିଜେପି ସରକାର ଏଠାରେ ପ୍ରକୃତ ରେଳ ବିକାଶ ନ କରି କେବଳ ନୂତନ ରେଳପଥ ନିର୍ମାଣ ଘୋଷଣା ସମ୍ବାଦ ପତ୍ର ମାଧ୍ୟମରେ କରୁଛନ୍ତି।.@dpradhanbjp @Bishweswar_Tudu @AprajitaSarangi
3
3
21
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@CMO_Odisha ସାର ବାରିପଦା ଦେବୋତ୍ତର ବିଭାଗର ଖାମଖିଆଲି ନୀତି ଓ ଦୂରଦୃଷ୍ଟିସଂମ୍ପନ୍ନ ବିହୀନ କାର୍ଯ୍ୟ ଯୋଗୁଁ ଚଳିତ ବର୍ଷ ବାରିପଦା ରେ ଚନ୍ଦନ ଯାତ୍ରା ହୋଇପାରିଲା ନାହିଁ।ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଦୁର୍ବଳ ଡଙ୍ଗା ଟି ବୁଡ଼ିଗଲା ଏବଂ ମହାପ୍ରଭୁ ବର୍ଷାରେ ଭିଜିଲେ।ଧ୍ୟାନ ଦେବାକୁ ଅନୁରୋଧ।.@pranabpdas @DM_Mayurbhanj
0
4
18
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@Bishweswar_Tudu ଆପଣ ରେଳପଥ ନିର୍ମାଣ, ଅମରଦା ଏୟାରଷ୍ଟ୍ରିପର କାର୍ଯ୍ୟକ୍ଷମ, ମୟୁରଭଞ୍ଜ ରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ, ଦ୍ୱାରଶୁଣି ଘାଟି ର ସଂମ୍ପ୍ରସାରଣ ଭଳି ବହୁ ଘୋଷଣା କରିଛନ୍ତି, ମାତ୍ର ଦୁଃଖର କଥା କୌଣସି ଗୋଟେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ମୟୁରଭଞ୍ଜ ବାସୀଙ୍କୁ କାର୍ଯ୍ୟ ଦରକାର, ଘୋଷଣା ନୁହେଁ।.@dpradhanbjp
3
4
30
@KalingaMBJ
KALINGA KESHARI JENA କଳିଙ୍ଗ କେଶରୀ ଜେନା
3 years
.@CMO_Odisha @Naveen_Odisha ସାର ଦୟାକରି ମୟୁରଭଞ୍ଜ ର ପ୍ରମୁଖ ମାଆ କିଚକେଶ୍ୱରୀ ମନ୍ଦିର, ବାରିପଦା ଜଗନ୍ନାଥ ମନ୍ଦିର,ମାଣତ୍ରୀ କଖାରୁଆ ବୈଦ୍ୟନାଥ ମନ୍ଦିର,ଦେବକୁଣ୍ଡ ମାଆ ଅମ୍ବିକା ପୀଠ ଏବଂ ଐତିହ୍ୟ ବର୍ଣ୍ଣନା କରୁଥିବା ଅନ୍ୟାନ୍ୟ ସ୍ଥଳୀ ଗୁଡିକର ବିକାଶ ପାଇଁ ଆଖିଦୃଶିଆ ଅର୍ଥ ବ୍ୟୟବରାଦ କରିବାକୁ ଅନୁରୋଧ।.@pranabpdas
1
4
15