Ganesh Ram Singkhuntia
@GaneshRamBJP
Followers
726
Following
675
Media
1K
Statuses
2K
Minister of Forest, Environment & Climate Change, Labour & Employees State Insurance, Government of Odisha. MLA, Jashipur
Odisha
Joined July 2015
୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ସୈନିକଙ୍କ ଅଦମ୍ୟ ସାହସ ଏବଂ ସୋର୍ଯ୍ୟର ପ୍ରତୀକ ବିଜୟ ଦିବସ ଅବସରରେ ସମସ୍ତ ବୀର ଯବାନଙ୍କୁ କୋଟି କୋଟି ନମନ @MohanMOdisha
@narendramodi
0
0
2
ଆଜି ଯଶିପୁର ବିଧାନସଭା ଅନ୍ତର୍ଗତ ରରୁଆଁ ବ୍ଲକର ଘାଗରବେଡା, ଅଙ୍ଗାରପଦା, ଯାମୁନ୍ତି, ବୈଦ୍ୟନାଥ ଓ ରରୁଆଁ ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିନିମୟ ନିର୍ମିତ ୨୧ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ନବନିର୍ମିତ ପ୍ରକଳ୍ପ ଗୁଡିକୁ ଶୁଭ ଉଦ୍ଘାଟନ କରିବା ସହ ସମସ୍ତ ପଞ୍ଚାୟତରେ ବସବାସ କରୁଥିବା
0
0
2
ଆଜି ରରୁଆଁ ବ୍ଲକ୍ ଅନ୍ତର୍ଗତ ଫଗୁ ମୟୂରଭଞ୍ଜ ସ୍ଥିତ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦ୍ଘାଟନ କରିବାର ଅବସର ପ୍ରାପ୍ତ ହେଲା । ଏହି କେନ୍ଦ୍ର ଜନତାଙ୍କ କଲ୍ୟାଣ ଓ ଆରୋଗ୍ୟ ନିମନ୍ତେ ବିଶେଷ ସହାୟ ହେବ ଏହା ମୋର ପୂର୍ଣ୍ଣ ଆଶା ଓ ବିଶ୍ବାସ । @MohanMOdisha
@narendramodi
0
0
1
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଏକତା ଓ ଅଖଣ୍ଡତାର ପ୍ରତୀକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । @narendramodi
@MohanMOdisha
0
0
1
ଆଜି ମୋ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମ ପଞ୍ଚାୟତର ଜନତାଙ୍କୁ କମ୍ବଳ ବଣ୍ଟନ କରିବାର ସୌଭାଗ୍ୟ ଲାଭ କଲି । ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ଅସହାୟମାନଙ୍କୁ ଏହି ଅସହ୍ୟ ଶୀତ ଦାଉରୁ ରକ୍ଷା କରିବା ପାଇଁ ମୋର ଏହି ଛୋଟ ପ୍ରୟାସ । ଜନତାଙ୍କ କଲ୍ୟାଣ ମୋର ଚରମ ଲକ୍ଷ୍ୟ, ଜନତାଙ୍କ ସେବା ହିଁ ମୋର ଶେଷ ସ୍ବପ୍ନ ।
0
0
1
ଶୀତୁଆ ସକାଳୁ ଆମେ ଭୁବନେଶ୍ୱରରୁ ବାହାରି ଆମ ଯଶିପୁର ନିର୍ବାଚନ ମଣ୍ଡଳୀର ସୃକୁଳି ବଜାରରେ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଚା ପିଇବାରେ ବଡ ଆନନ୍ଦ ମିଳିଲା
0
0
1
ଭାରତୀୟ ଜନତା ପାର୍ଟି ସଂସଦୀୟ ବୋର୍ଡ ଦ୍ୱାରା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭାପତି ଭାବରେ ନିଯୁକ୍ତ ହୋଇଥିବା ବିହାର ସରକାରଙ୍କ ମନ୍ତ୍ରୀ ଶ୍ରୀ ନୀତିନ ନବିନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦୃଢ଼ ମାର୍ଗଦର୍ଶନରେ ଏବଂ ଆପଣଙ୍କ
0
0
0
ଆଜି ମୟୂରଭଞ୍ଜ ବାରିପଦା ଷ୍ଟାଡିୟମ୍ରେ ଆୟୋଜିତ ମହାରାଜା ୭ମ ରଗବୀ ଟୁର୍ଣ୍ଣାମେଣ୍ଟରେ ସାମିଲ୍ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବାର ଅବସର ପ୍ରାପ୍ତ ହେଲା । ଏହି ଅବସରରେ ବିଜେତା ଏବଂ ଉପ ବିଜେତାଙ୍କୁ ପୁରସ୍କୃତ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଶୁଭକାମନା ଜଣାଇଲି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ
0
0
2
ଜୈନ ଧର୍ମର ୨୩ ତମ ତୀର୍ଥଙ୍କର ଭଗବାନ୍ ଶ୍ରୀ ପାର୍ଶ୍ଵନାଥଙ୍କ ଜୟନ୍ତୀ ପର୍ବରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
0
0
1
ଭାରତର ପ୍ରାଚୀନ ଯୋଗ ପରମ୍ପରାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଥିବା ମହାନ ଯୋଗଗୁରୁ ଶ୍ରୀ ବି.କେ.ଏସ. ଆୟଙ୍ଗର ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । @MohanMOdisha
0
0
1
ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ, ଆସନ୍ତୁ ଆମେ ଆମର ଦୈନନ୍ଦିନ ଜୀବନରେ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଶକ୍ତି ସଂରକ୍ଷଣ ପାଇଁ ପ୍ରତିଜ୍ଞା ନେବା ଏବଂ ଶକ୍ତିର ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ସମସ୍ତଙ୍କୁ ପ୍ରେରଣା ଦେଇ ଏକ ଉନ୍ନତ ଭବିଷ୍ୟତ ପାଇଁ ଯୋଗଦାନ ଦେବା। @MohanMOdisha
@KVSinghDeo1
0
0
1
ଆଜି ରୋଟାରୀ ତରଫରୁ ଆୟୋଜିତ ମଦଦଦାର କାର୍ଯ୍ୟକ୍ରମରେ ସାମିଲ୍ ହେବା ଅବସରରେ ।
0
0
1
ଓଡ଼ିଶାର ଗର୍ବ, ଭାରତୀୟ ଜ୍ୟୋତିର୍ବିଜ୍ଞାନର ଦିଗ୍ଗଜ, ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର 'ପଠାଣି ସାମନ୍ତ'ଙ୍କ ଜନ୍ମ ଜୟନ୍ତୀ ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
0
1
3
ଭାରତୀୟ ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ରାଷ୍ଟ୍ରର ସମ୍ମାନ ରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ସାହସୀ ସୁରକ୍ଷା ବାହିନୀଙ୍କ ସାହସ ଏବଂ ବଳିଦାନକୁ ଶତ ଶତ ନମନ ।
0
0
2
ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରୁଛନ୍ତି ଲୋକଙ୍କ ସରକାର ସକ୍ତିଶ୍ରୀ ଯୋଜନା ଅଧୀନରେ ୧୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । @MohanMOdisha
@narendramodi
0
0
0
महान स्वतंत्रता सेनानी, प्रबुद्ध विचारक एवं अनेक क्रांतिकारियों को प्रेरित करने वाले राष्ट्रनायक डॉ. बालकृष्ण शिवराम मुंजे जी की जयन्ती पर कोटि-कोटि नमन । @MohanMOdisha
0
0
0
ଜୁନିୟର ପୁରୁଷ ହକି ବିଶ୍ୱକପ୍ ୨୦୨୫ ରେ ଭାରତୀୟ ହକି ଦଳ ଅସାଧାରଣ ପ୍ରଦର୍ଶନ କରି କାଂସ୍ୟ ପଦକ ଅର୍ଜନ କରିଛନ୍ତି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ମୁଁ ଆମର ଯୁବ ହକି ଖେଳାଳୀମାନଙ୍କୁ ଏହି ଐତିହାସିକ ସଫଳତା ପାଇଁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ବିଶ୍ୱ ମଞ୍ଚରେ ଆମର ଜୁନିୟର ଖେଳାଳୀମାନେ ନିଜର କୌଶଳ, ଦୃଢ଼ତା
0
0
0
ଆଜି ଓଡ଼ିଶା କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟିଠାରେ ଆୟୋଜିତ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୫୯୧ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । @MohanMOdisha
0
0
2
ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରୁଛନ୍ତି ଲୋକଙ୍କ ସରକାର । ଉତ୍ତମ ପୋଷଣ ଯୋଗାଇ ଦେବା ନିମନ୍ତେ ୭୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ଆମ ସରକାର @MohanMOdisha
@narendramodi
0
0
0