Er.Ajay Ku Behera
@ErAjayKumarBeh1
Followers
187
Following
2K
Media
1K
Statuses
1K
EX-PS MEMBER NATAKAI G.P,NISCHINTAKOILI BLOCK,MAHANGA,CTC,ODISHA &EX-GENERAL SECRETARY PS MEMBER ASSOCIATION, ODISHA
Bhubaneshwar, India
Joined January 2018
ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଏହି ନୂତନ ବର୍ଷ ଆମ ସଭିଙ୍କ ପାଇଁ ନେଇଆସୁ ନୂତନ ଆଶା, ନୂତନ ଶକ୍ତି ଓ ସଫଳତା।
0
0
0
ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀ @SamalManmohan7 ଜୀ, ଦଳର ବରିଷ୍ଠ ନେତା ଶ୍ରୀ @SujeetKOfficial ଜୀ ଏବଂ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ @DilipRayOdisha ଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
0
0
1
ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ମୋର ପବିତ୍ର ହୋଲି ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।ରଙ୍ଗର ପର୍ବ ହୋଲି ଆପଣଙ୍କ ଜୀବନକୁ ରଙ୍ଗମୟ କରୁ। Wish you a safe , colourful and happy Holi.....
0
0
0
ବିଜେପି ତରଫରୁ ରାଜ୍ୟସଭା ନିର୍ବାଚନ ନିମନ୍ତେ ଓଡ଼ିଶାରୁ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ @SamalManmohan7 ଓ ଶ୍ରୀଯୁକ୍ତ @SujeetKOfficial ଙ୍କୁ ପାର୍ଥି ଭାବେ ମନୋନୀତ କରାଯାଇଥିବାରୁ ମୁଁ ଉଭୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି I
0
0
0
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଦୋଳ ଗୋବିନ୍ଦଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ��ବଂ ସମୃଦ୍ଧିମୟ ହେଉ ବୋଲି ମୋର ପ୍ରାର୍ଥନା l 🙏🏻 #dolapurnima2026
0
0
0
ଓଡ଼ିଶାର ସମୃଦ୍ଧ ଖାଦ୍ୟ ସଂସ୍କୃତିର ପ୍ରତିନିଧି ଭାବେ ଦେଶ ବିଦେଶରେ ବେଶ ପ୍ରସିଦ୍ଧି ପାଇଥିବା ଦହିବରା ପାଇଁ ଉତ୍ସର୍ଗୀକୃତ ଦହିବରା ଦିବସ ଅବସରରେ ସମସ୍ତ ଖାଦ୍ୟପ୍ରେମୀଙ୍କୁ ଅଭିନନ୍ଦନ । #dahibaradibasa
0
0
0
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ‘ଦଶମ ପରୀକ୍ଷା’ ଦେଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ଭୟ ନ କରି ଆତ୍ମବିଶ୍ୱାସର ସହ ପରୀକ୍ଷା ଦିଅନ୍ତୁ । ସମସ୍ତେ ପରୀକ୍ଷାରେ ଭଲ କରିବେ ବୋଲି ମୋର ବିଶ୍ୱାସ । #BSE #boardexams #MatricExam #Odisha
0
0
0
Deeply shocked and saddened to learn about the passing away of #Maharashtra Deputy Chief Minister #AjitPawar and co-passengers in the aircraft crash near #Baramati. Heartfelt condolences to the family, friends and supporters. Om Shanti🙏
0
0
0
ଭାରତୀୟ ଲୋକତନ୍ତ୍ରର ମହାନ ପର୍ବ ଏବଂ ଆମର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱର ପ୍ରତୀକ, 77ତମ ଗଣତନ୍ତ୍ର ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #RepublicDay
0
0
0
ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ନିତିନ ନବୀନ ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #NitinNabin #BJP4India #BJP4Odisha
0
0
0
ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। #ଜୟଜଗନ୍ନାଥ 🙏 #HappyNewYear2026
0
0
0
ଶ୍ରୀ ମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଆଜିର ସକାଳ (dt12/12/25) ମଙ୍ଗଳ ଆଳତୀ ଦର୍ଶନ🙏🙏🙏 #mangalaalati #patitapaban_arati
#JagannathDarshanPuri #jayjagannathswaminayanapathagamibhabotume #mangalarati #srikhetra #purijagannathdham #PuriJagannathTemple
0
0
1
ଶ୍ରୀ ମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଆଜିର ସକାଳ (dt11/12/25) ମଙ୍ଗଳ ଆଳତୀ ଦର୍ଶନ🙏🙏🙏 #mangalaalati #patitapaban_arati
#JagannathDarshanPuri #jayjagannathswaminayanapathagamibhabotume #mangalarati #srikhetra #purijagannathdham #PuriJagannathTemple
0
0
1
Congratulations to Team INDIA... emphatic win in the #INDvSA T20I series opener 🥳 #TeamIndia register a 1⃣0⃣1⃣-run victory in Cuttack to go 1⃣-0⃣ up 🙌
0
0
1
15th International Sand Art Festival – 2025 #SandArtFestival2025 #InternationalSandArtFestival #Chandrabhaga #Konark #ArtOnTheBeach #CulturalOdisha #IncredibleIndia
0
0
1
0
0
0
ଶ୍ରୀ ମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଆଜିର ସକାଳ (dt30/11/25) ମଙ୍ଗଳ ଆଳତୀ ଦର୍ଶନ🙏🙏🙏 #mangalaalati #patitapaban_arati
#JagannathDarshanPuri #jayjagannathswaminayanapathagamibhabotume #mangalarati #srikhetra #purijagannathdham #PuriJagannathTemple
0
0
0
ଶ୍ରୀ ମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଆଜିର ସକାଳ (dt29/11/25) ମଙ୍ଗଳ ଆଳତୀ ଦର୍ଶନ🙏🙏🙏 #mangalaalati #patitapaban_arati
#JagannathDarshanPuri #jayjagannathswaminayanapathagamibhabotume #mangalarati #srikhetra #purijagannathdham #PuriJagannathTemple
0
0
0
ଶ୍ରୀ ମନ୍ଦିର ସିଂହଦ୍ୱାରରୁ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଆଜିର ସକାଳ (dt28/11/25) ମଙ୍ଗଳ ଆଳତୀ ଦର୍ଶନ🙏🙏🙏 #mangalaalati #patitapaban_arati
#JagannathDarshanPuri #jayjagannathswaminayanapathagamibhabotume #mangalarati #srikhetra #purijagannathdham #PuriJagannathTemple
0
0
0
ପବିତ୍ର ମାର୍ଗଶିର ମାସ ଚତୁର୍ଥ ପାଳି ମାଣବସା ଗୁରୁବାର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।।🙏 #manabasagurubaar
#maalaxmi
0
0
1