Debasmi06859468 Profile Banner
Debasmita Panda Profile
Debasmita Panda

@Debasmi06859468

Followers
12K
Following
15K
Media
317
Statuses
1K

Student ( ତମ କଥା ମନେପଡେ )

Joined March 2022
Don't wanna be here? Send us removal request.
@Debasmi06859468
Debasmita Panda
3 days
ଯଦି ଏଇଭଳି କିଛି ପଦବୀ ମିଳିଥାନ୍ତା ବୋଧେ ମ୍ୟାଡାମ ପୁଣି ଏମିତି କିଛି ଶୋ କରିଥାନ୍ତେ । ମୋ ମନକୁ ଗୋଟେ କଥା ଆସୁଛି: "May be she’s out, but not loyal." #Odisha #ShreemayeeMishra #Politics #Otv #OTVNews #KHOLAKATHA
17
53
196
@Debasmi06859468
Debasmita Panda
10 days
ବିଜେପି ସରକାରରେ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ପରୀକ୍ଷାର ଚାଲିଛି ବିଭ୍ରାଟ । ନିଲାମ ହୋଇଛି ପୁଲିସ ଏସ୍‌ଆଇ ପଦ । ନିଲାମ ପ୍ରାରମ୍ଭିକ ମୂଲ୍ୟ ୨୫ ଲକ୍ଷ ଟଙ୍କା । ଏ ଜାଲିଆତି ପଛରେ କାହାର ହାତ ଅଛି ? #Odisha #OdishaPolice #BJP #OdiaAsmita #exam
22
23
136
@rshanreddy
Shan Reddy
2 days
Cracking character consistency with sora 2 api by literally engineering faces from first principles Way more than just specifying race/gender/age - specifying facial morphology (interpupillary distance, asolabial / tip rotation, many more) comment prompt and i'll DM you how
13
0
19
@Debasmi06859468
Debasmita Panda
13 days
0
0
1
@Debasmi06859468
Debasmita Panda
13 days
ପିଙ୍କି ଅପାଙ୍କର ଏ କଥା ମନେ ଅଛି କି ନାଇଁ? ଏବେ ତାଙ୍କ ଦେଢ଼ ବର୍ଷର ଡବଲ ଇଞ୍ଜିନ ସରକାରରେ କେତେ ଜଣ ମହିଳା ଦୁଷ୍କର୍ମର ଶିକାର ହେଲେଣି ପିଙ୍କି ଅପା ଦେଖୁଛନ୍ତି କି ନାଇଁ? #Odisha #WomenSafety #OdishaLawSystemFailUnderBjp #Bjp VC By: Stark Biswajit (FB)
5
44
140
@Debasmi06859468
Debasmita Panda
14 days
ଗୁଜରାଟୀ ଅସ୍ମିତା ପାଖରେ ବନ୍ଧା ପଡିଛି ଓଡିଆ ଅସ୍ମିତା । ଖଣ୍ଡୀ ହିନ୍ଦୀରେ ଖୁସି ହେଉଛନ୍ତି ବସ୍ । VC: The Politics Odia #Odisha #OdiaAsmita #VkPandian #MohanMajhi #hospitality #narendramodiji #Jharsuguda #ModiInOdisha
32
77
201
@Debasmi06859468
Debasmita Panda
20 days
ଅଭିନେତ୍ରୀଙ୍କ ଅଭିନୟ। ଯିଏ ଦିନେ ବହୁତ ବହଳ ଥିଲେ ସେ ଆଜି କେମିତି ଖରାପ ହୋଇପାରିଲେ। ଆଶା ପୂରଣ ହୋଇପାରିଲାନି ବୋଧେ ? ସେଥିପାଇଁ ଏମିତି ବାଉଳି ଚାଉଳି ହେଉଛନ୍ତି ଆଉ । #Odisha #NaveenPatnaik #ShreemayeeMishra #VkPandian
40
85
282
@Debasmi06859468
Debasmita Panda
23 days
କେବେ ଗଣତିମଣତି ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର? ଗଣିଲେ ଦୋଷ, ନଗଣିଲେ ବି ବଦ୍‌ନାମ। ନା ଢୋକି ପାରୁଛନ୍ତି ନା କାଢ଼ି ପାରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରମୁଖ ପ୍ରସଙ୍ଗ ସାଜିଥିଲା ରତ୍ନଭଣ୍ଡାରକୁ । ଯଦି ଠାକୁରଙ୍କ ଅଳଙ୍କାର ଗଣତିମଣତି କରାଯାଏ ଧରାପଡ଼ିଜିବ ବିଜେପିର ମିଛ। #Odisha #Puri #RatnaBhandar #BJP
25
57
134
@Debasmi06859468
Debasmita Panda
25 days
ବିଜେପି ସରକାରରେ ଅସୁରକ୍ଷିତ ପୋଲିସ, କେମିତି ସୁରକ୍ଷାରେ ରହିବେ ସାଧାରଣ ଲୋକ? ବୀମା ଅର୍ଥ ପାଇଁ ପିଶାଚ ସାଜିଲା କନେଷ୍ଟବଳ ସ୍ବାମୀ । ଅପହରଣ ପରିବର୍ତ୍ତେ ନିଖୋଜ ମାମଲା ରୁଜୁ ହେଲା କାହିଁକି ? ତଦନ୍ତରେ ପୋଲିସର ଅବହେଳା ପଛରେ କେଉଁ ରହସ୍ୟ ରହିଛି? #Odisha #Bhubaneswar #TrafficConstable #OdishaLawSystemFailUnderBjp #BJP
25
86
193
@Debasmi06859468
Debasmita Panda
1 month
ଚାଷୀଙ୍କ ଆଖିରେ ଲୁହ। ଲୋକଙ୍କ ସରକାରରେ ଲୋକଙ୍କୁ ନାହିଁ ନିଦ। ସାର ପାଇଁ ଚାଷୀଙ୍କ ରାତି ଅନିଦ୍ରା, ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଉଛନ୍ତି ଚାଷୀ। #SaarDiaSarkar #Odisha #BJP #BjpFailInOdisha #FertilizerCrisis
16
52
126
@Debasmi06859468
Debasmita Panda
1 month
ଓଡ଼ିଶାରେ ଆମ୍ବୁଲାନ୍ସ ଅବ୍ୟବସ୍ଥାର ବିକଳ ଚିତ୍ର ଅଚଳ ହୋଇଗଲାଣି ୨୨୭ଟି ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସ ସେବା ନଥିବାରୁ ସାମ୍ନାକୁ ଆସୁଛି ସାଂଘାତିକ ଚିତ୍ର। କେବେ ନିଦରୁ ଉଠିବ ଏ ଡବଲ ଇଞ୍ଜିନ ସରକାର? #Odisha #Bjp #BjpFailInOdisha #OdishaHealthcareCrisis #108Ambulance
16
56
155
@Debasmi06859468
Debasmita Panda
1 month
ଦାଗୀ ମନ୍ତ୍ରୀ ଦେଶରେ ଓଡ଼ିଶା ପ୍ରଥମ। ୧୫ ମାସ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାକୁ ଡବଲ ଇଞ୍ଜିନ ସରକାରଙ୍କ ଆଉ ଏକ ଉପହାର, ଯାହା ଲାଗୁଛି ଆଗକୁ ପୁଣି ଆସିପାରେ ଦଶହରା ଉପହାର। #Odisha #Bjp #DoubleEngine #BjpFailInOdisha #OdishaLawSystemFailUnderBjp #OdiaAsmita
21
69
171
@Debasmi06859468
Debasmita Panda
1 month
ଆମେ କ୍ରୀତଦାସ ନୁହେଁ ଆଜ୍ଞା ଆମେ ହେଉଛ ବହୁତ ବଢିଆ ଆମର ରାଜନୈତିକ ଅଭିଳାଷ ନାହିଁ, ଆମକୁ ରଖନ୍ତୁ ଆଜ୍ଞା 🤣 #Odisha #OdishaPolitics #OdishaNews #Politics #Politics·Trending #PoliticsToday
20
45
142
@Debasmi06859468
Debasmita Panda
1 month
ଭୋକ ବିକଳରେ ରଙ୍ଗମରା ସରକାର ତାଟିଆ କାମୁଡ଼ିଲେ କଣ ହେବ? ଯାହା ହେବ ସମସ୍ତେ ଜାଣିବେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ଚର୍ଚ୍ଚାରେ ପଡିବକି ପୂର୍ଣ୍ଣଛେଦ? #Odisha #OdishaNews #OdishaPolitics #NaveenPatnaik #VkPandian #SujataKarthikeyan #kalingaTv #SubhashishKhuntia #NewOdisha
9
53
170
@Debasmi06859468
Debasmita Panda
2 months
ଓଡ଼ିଶାର ଆଇନ ଶୃଙ୍ଖଳା ଯଦି ଏମାନଙ୍କ ପକେଟ ଭିତରେ ରହିବ ମିଡ଼ିଆ ଆଗରେ ଏହିଭଳି ବାଇଟ ଦେବା ସ୍ବାଭାବିକ କଥା । ନୁହେଁକି ? ଜୁଆ ଖେଳନ୍ତୁ ଆଜ୍ଞା ଓଡିଶାବାସୀ ଏବଂ ଆପଣଙ୍କ ଅଞ୍ଚଳବାସୀ ଆପଣ ଆଉ ଆପଣଙ୍କ ଦଳକୁ ଜିତେଇଛନ୍ତି ଏଇଥି ପାଇଁ ପରା। #Odisha #OdishaLawSystemFailUnderBjp
7
34
119
@Debasmi06859468
Debasmita Panda
2 months
ଆପଣଙ୍କ ମତରେ କେଉଁ ସ୍ବାସ୍ଥ୍ୟସେବା ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ପାରିବ? #Odisha #Bsky #Ayoushman #healthsystems
47
44
166
@Debasmi06859468
Debasmita Panda
2 months
କେବେ କମିବନି ନବୀନଙ୍କ କ୍ରେଜ୍ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, କୋଟି କୋଟି ଓଡ଼ିଆଙ୍କ ଭଲପାଇବା ବଳରେ ସୁସ୍ଥ ହୋଇ ଭୁବନେଶ୍ବରର ଘରୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଆମ ପ୍ରିୟ ନବୀନ ବାବୁ । #NaveenPatnaikForOdisha #Odisha #NaveenPatnaik
12
52
205
@Debasmi06859468
Debasmita Panda
2 months
Amit Shah’s controversial plan sparks outrage — Will opposition governments be dismissed at will? Opposition calls it outright dictatorship! #India #Amitsha #Bjp #Democracy https://t.co/qZWclAzM4K
0
0
5
@Debasmi06859468
Debasmita Panda
2 months
ଅପପ୍ରଚାରୀଙ୍କୁ ଶାକ୍ତ ଚାପୁଡା । ସତ ଶୁଣିଲା ପରେ ମୁହଁ ପୋଡ଼ିଯାଇଥିବ । #Odisha #OdishaPolitics #NaveenPatnaik #BhaktaCharanDas
22
77
224
@Debasmi06859468
Debasmita Panda
2 months
ନିଆଁ ଲଗା ସରକାର, ଓଡିଶାକୁ କରିଦେବ ଛାରକାର । #Odisha #Bjp #OdishaLawSystemFailUnderBjp
21
74
197
@Debasmi06859468
Debasmita Panda
2 months
ନ୍ୟାୟ ନପାଇ ନିଜକୁ ଜାଳିଦେଲେ ଆଉ ଜଣେ ଛାତ୍ରୀ । ଓଡ଼ିଶାରେ ପୋଲିସ ପ୍ରଶାସନ ଅଛି କି ନାହିଁ? ଅଭିଯୋଗ ପରେବି ଶୁଣିଲାନି ପୋଲିସ । #Odisha #Pattamundai #Kendrapara #Police #OdiaAsmita #BjpFailInOdisha #OdishaLawSystemfailUnderBjp
20
57
184