Collector & DM, Bargarh
@DMBargarh
Followers
15K
Following
1K
Media
2K
Statuses
3K
Official account of District Administration, Bargarh, Odisha
Bargarh,Odisha,India
Joined June 2017
ବୈଠକରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରହିତଙ୍କ ସମେତ ମାନ୍ୟବର ବିଧାୟକ ବରଗଡ଼ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ,ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା , ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଏବଂ ଜିଲ୍ଲାପାଳ ଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।(୨)
0
0
0
ଆଜି ଖରିଫ ୨୦୨୫-୨୬ ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। (୧) @CMO_Odisha @Food_Odisha @SFC_Odisha @IPR_Odisha
1
0
1
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ମୁଖ୍ୟାଳୟସ୍ଥିତ ମିନି ଷ୍ଟାଡିୟମ ଠାରୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ମାନ୍ୟବର ଲୋକସଭା ସାଂସଦ, ପଦ୍ମଶ୍ରୀ ହଳଧର ନାଗ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ସାମିଲ ହୋଇଥିଲେ। #Sardar150 #EkBharatAatmanirbharBharat #RashtriyaEkta
1
0
2
ଆଜି ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ପଦମପୁର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l #janasunani
0
1
5
In commemoration of 150 years of the National Song ‘Vande Mataram’, a mass singing programme was organised at Jadumani Auditorium, Bargarh. Officials, teachers & students joined the national-level event presided over by Hon’ble PM Shri Narendra Modiji. #VandeMataram150 #Bargarh
0
0
1
ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ରଙ୍ଗ ଘର ପ୍ରାଙ୍ଗଣ ଠାରେ ଏକ ବୁଣାକାର ସଚେତନତା ଶିବିର ଆୟୋଜିତ ହୋଇଅଛି। ଏଥିରେ ୨୦୦ ରୁ ଉର୍ଦ୍ଧ ବୁଣାକାର ଓ ବାନ୍ଧକାର ଆଂଶ ଗ୍ରହଣ କରି ସମ୍ବଲପୁରୀ ବାନ୍ଧ କଳାରେ ବନ୍ଦେ ମାତରମ୍ ଡିଜାଇନ ସୂତାରେ ପ୍ରସ୍ତୁତ କରିଥିଲେ।
0
0
1
Model Parliament of PM SHRI Schools was conducted at Govt. Girls’ High School, Bargarh (MPL) today Students actively participated showcasing their understanding of parliamentary procedures and democratic values #PMShriSchools #SamagraShiksha #Bargarh #ModelParliament #Education
0
0
2
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଷୟରେ ଆପଣ କେତେ ଜାଣନ୍ତି? ଆସନ୍ତା ୧୩ ନଭେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ଦିଆଯାଉଥିବା ପ୍ରଶ୍ନର ସଠିକ ଉତ୍ତର କମେଣ୍ଟ ବକ୍ସ ରେ ଦିଅନ୍ତୁ। ସର୍ବାଧିକ ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକତା ପଦଯାତ୍ରା ଅବସରରେ ପୁରସ୍କୃତ କରାଯିବ।
8
0
6
“ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର” ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #Odisha #ଓଡ଼ିଆ #Culture #KartikPurnima
0
0
3
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଷୟରେ ଆପଣ କେତେ ଜାଣନ୍ତି? ଆସନ୍ତା ୧୩ ନଭେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ଦିଆଯାଉଥିବା ପ୍ରଶ୍ନର ସଠିକ ଉତ୍ତର କମେଣ୍ଟ ବକ୍ସ ରେ ଦିଅନ୍ତୁ। ସର୍ବାଧିକ ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକତା ପଦଯାତ୍ରା ଅବସରରେ ପୁରସ୍କୃତ କରାଯିବ।
8
0
5
District Level Millets Day–2025 celebrated at the Office of the Chief District Agriculture Officer, Bargarh. A millet-based exhibition was inaugurated, and awards were presented to best FPOs, SHGs & farmers. #Bargarh #MilletMission #Odisha #Agriculture #MilletsDay
0
0
2
A team of weavers from Bargarh Textile Zone is on an exposure visit to Chennai from 01.11.2025 to 10.11.2025, visiting Weaver Service Centre (WSC) & NIFT along with 2 Govt. officials to learn and adopt latest technologies in handloom activities & organizational practices.
0
0
2
A team of weavers from Bargarh Textile Zone is on an exposure visit from 30.10.2025 to 08.11.2025 to WSC, Kanchipuram and Peraginagar Anna Handloom Silk Park, along with 2 Govt. officials to gain insights on latest handloom technologies & organizational practices
0
0
1
A team of 10 weavers from Bargarh Textile Zone is on an exposure visit from 27.10.2025 to 06.11.2025 to Weaver Service Centre (WSC), Kannur and IIHT, Salem, along with 2 Govt. officials to learn and adopt latest technologies in handloom activities & organizational practices.
0
0
0
ବରଗଡ଼ ଏବଂ ପଦମପୁର ଉପଖଣ୍ଡରୁ ସର୍ବାଧିକ ସଠିକ ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକତା ପଦଯାତ୍ରା ଅବସରରେ ପୁରସ୍କୃତ କରାଯିବ। ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ବିକଶିତ ଓ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ୍ ଏକତାରେ ଯୋଗଦିଅନ୍ତୁ! 🇮🇳 #Sardar150 #EkBharatAatmanirbharBharat
#QuizContest
0
0
4
📢 ସର୍ଦ୍ଦାର@୧୫୦ ଏକତା ଅଭିଯାନ ଡିଜିଟାଲ୍ କ୍ୟାମ୍ପେନ୍ ଓ କୁଇଜ ପ୍ରତିଯୋଗିତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଷୟରେ ଆପଣ କେତେ ଜାଣନ୍ତି? ଆସନ୍ତା ୧୩ ନଭେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ଦିଆଯାଉଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ।
9
2
7
ଆଜି ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ବରଗଡ଼ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l #janasunani
0
0
1
📲 ନିଜ ରିଲ୍ ପୋଷ୍ଟ କରିବାବେଳେ ଆମ ସୋସିଆଲ୍ ମିଡିଆ ହାଣ୍ଡଲ୍ଗୁଡିକୁ ଟ୍ୟାଗ୍ କରନ୍ତୁ। ✨ ବରଗଡ଼ ଏବଂ ପଦମପୁର ଉପଖଣ୍ଡରୁ ଚୟିତ ସର୍ବଶ୍ରେଷ୍ଠ ରିଲ୍ଗୁଡିକୁ ଏକତା ପଦଯାତ୍ରା ଅବସରରେ ସମ୍ମାନିତ କରାଯିବ। ଆସନ୍ତୁ, ବିକଶିତ ଓ ଆତ୍ମନିର୍ଭର ଭାରତ ପାଇଁ ଡିଜିଟାଲ୍ ଏକତାରେ ଯୋଗଦିଅନ୍ତୁ! 🇮🇳 #Sardar150 #UnityMarch2025
0
0
0
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ଆୟୋଜିତ ହେଉଥିବା ସର୍ଦ୍ଦାର@୧୫୦ ଜିଲ୍ଲାସ୍ତରୀୟ ରିଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ 🎥 ଏକତା, ରାଷ୍ଟ୍ର ଗଠନ, ଏକ ଭାରତ ଶ୍ରେଷ୍ଠ ଭାରତ, କିମ୍ବା ଯୁବ ସଶକ୍ତିକରଣ ବିଷୟରେ ସର୍ବାଧିକ୪୦ ସେକେଣ୍ଡର ଏକ ରିଲ୍ ପ୍ରସ୍ତୁତ କରି #Sardar150 ହ୍ୟାସଟ୍ୟାଗ୍ ସହିତ ଶେୟାର କରନ୍ତୁ
1
1
2