Chocolmuffin2 Profile Banner
ଝରାଶେଫାଳି Profile
ଝରାଶେଫାଳି

@Chocolmuffin2

Followers
4K
Following
16K
Media
2K
Statuses
9K

ଅକସ୍ମାତ ନିର୍ଜନତାରେ ଅବତୀର୍ଣ୍ଣ ହୋଇ, ଅଭୁଲା ସେ ଅତୀତ ର ସ୍ମୃତିଚାରଣ କରୁଥିବା ଏ ସୁକ୍ଷ୍ମ ହୃଦୟ

ସିମାହୀନ ଦରିଆର ବୁକୁରେ
Joined July 2020
Don't wanna be here? Send us removal request.
@Chocolmuffin2
ଝରାଶେଫାଳି
1 year
ଆମ ପିଲାବେଳେ ବି ଗରମ ହୁଏ, ପାୱାର ନଥାଏ ସନ୍ଧ୍ୟା ହଉ ହଉ ଛାତ ରେ ପାଣି ଢାଳି ଥଣ୍ଡା କରି ସପ, ବିଛୋଉ କେମିତି ରାତି ରେ ସଜ ପଖାଳ ଖାଇ ଛାତ ଉପରକୁ ଯାଇ ଗପ ଶୁଣିବୁ, ଜନ୍ହ ଦେଖି ଏବର ମୋବାଇଲ ଆଉ ଏସି ନଥାଏ ସେତେବେଳେ କିନ୍ତୁ ଖୁସି ବହୁତ୍ ଥାଏ। ଖୋଜିଲେ ବି ମିଳିବନି କି ଫେରିବନି ଖରା ଦିନ ମଜା ମାମୁଘରେବି ନିଆରା। #ଖରାଦିନରାତି
32
36
583
@Chocolmuffin2
ଝରାଶେଫାଳି
2 hours
4
1
1
@Chocolmuffin2
ଝରାଶେଫାଳି
1 day
କେଉଁ ଜାଗା କହିଲେ? ଜୟ ହନୁମାନ
5
1
21
@Chocolmuffin2
ଝରାଶେଫାଳି
1 day
ତୁମେ ସବୁ ସମ୍ଭାଳି ନେବ ଜଗା ନିଃଶ୍ୱାସ ରେ ତୁମ ଭରଷା
4
3
83
@Chocolmuffin2
ଝରାଶେଫାଳି
1 day
ବିଦାୟ ତୁମ ସହର ଆଉ କିଛି ଅଧୁରା ସ୍ବପ୍ନ ବିଦାୟ ତୁମ ସହର ଯେଉଁଠି ମୁଁ ଆଶା ଆଙ୍କିଥିଲି ଆକାଶରେ ଯେଉଁଠି ଆଲୋକରେ ଦେଖିଥିଲି ସ୍ବପ୍ନ କିଛି ଅଧୁରା ରହିଗଲା ଏଠି ସେ ରାତି, ସେ ରାସ୍ତା, ଏବଂ ତୁମ ମନ୍ତ୍ରମୁଗ୍ଧ କାହାଣୀ !! #ପ୍ରେୟସୀ
4
5
81
@Chocolmuffin2
ଝରାଶେଫାଳି
1 day
ସବୁଥର ପରି ଆଖିରେ ଆଖିଏ ସ୍ବପ୍ନ କାଳେ ସେ କୋଉଠି ଯଦି ଭେଟ ହୁଏ ମୁଁ କଣ ସମ୍ଭାଳି ନେବି ନିଜକୁ? ଭାଗ୍ୟ ର ବି ତ କର୍ତ୍ତବ୍ୟ ଅଛି ସେ କଣ ତା ସହ ମିଶେଇ ଦେବ? ସେ ନହେଲା ନାହିଁ ତା ଚଲା ବାଟକୁ ଛୁଇଁ ଦେଇ ଆସିଛି ସେ ବି ନିଶ୍ଚୟ ମୋ ଉପସ୍ଥିତ କୁ ଜାହିର କରିବ। ବୁଝିନେବ ସେ ପ୍ରେୟସୀ ର ଲୁହ ବତୁରା ଚଲା ବାଟ କୁ ଫେରି ଯାଉଛି ତୁମ
4
3
30
@Chocolmuffin2
ଝରାଶେଫାଳି
1 day
Mein chahun tujhko meri jaan Befanhaa ♥️♥️♥️♥️
0
0
5
@Chocolmuffin2
ଝରାଶେଫାଳି
2 days
PujaVibes 🥰🥰
7
0
14
@Chocolmuffin2
ଝରାଶେଫାଳି
2 days
ଏ ଜନ୍ମ କମ୍ ପଡ଼ିଯିବ ତାକୁ ଭଲପାଇବାକୁ। ଆଉ ଟିକେ ଜଲଦି ଆସିଥିଲେ କଣ ଅସୁବିଧା ହେଇଥାନ୍ତା। #love
3
4
42
@Chocolmuffin2
ଝରାଶେଫାଳି
2 days
ଦାଉ ଦାଉ ହେଇ ସେପଟେ ଜହ୍ନ ଏ ପାଖେ ଦଗ୍ଧ ହୃଦୟ ର ଜ୍ଵାଳା ଫେରି ଯାଉଛି ମୁଁ ମୌସୁମୀ ତୋ ସହର ରୁ ମୁଁ ଜାଣେ ତୁମେ ଆଉ ଖୋଜିବନି ସେ ଅଧ ରାତିର ଜହ୍ନ କୁ ମୋ ପାଇଁ। ମୋ ଜହ୍ନ ଟା ହସୁଛିଝରକା ଫାଙ୍କରୁ ମୋତେ ଥଟ୍ଟା କରି କାଳେ ସେ ଏବ ନିଷ୍ଠୁର ହୋଇଯାଇଛନ୍ତି ଆଉ କାହା ପୂର୍ଣ୍ଣମୀ ପୁଷ୍ୟାଭିଷେକ ପାଈଁ।
3
2
20
@Chocolmuffin2
ଝରାଶେଫାଳି
3 days
ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମଣିମା, କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ 🙏🙏🙏 ଜୟ ଜଗନ୍ନାଥ
6
2
31
@Chocolmuffin2
ଝରାଶେଫାଳି
3 days
ଆଖିରେ ଆଖି ମିଶେଇ ପାରୁନଥିବା ଝିଅ ରୁ ମୋ ଜୀବନ କହୁଥିବା ଝିଅ ଆଜି ତା ଖୁସି ପାଇଁ ନିଜ ପ୍ରେମ କୁ ବି ତ୍ୟାଗ ଦେଇ ଦଉଛି। #ପ୍ରେମ
1
1
21
@Chocolmuffin2
ଝରାଶେଫାଳି
4 days
ଇସ୍ ଯଦି ସେ ଝରଖା ସେପଟେ ଦେଖିଦେଇଥାନ୍ତେ ମୁଁ ଆଉ ଥରେ ପ୍ରେମରେ ପଡ଼ି ଯାଇଥାନ୍ତି। #ମୁଁ
2
0
13
@ChittaR65702274
जय भारत 🇮🇳 🙏 🚩 जय सनातन ✒️ and 🎤
4 days
@Chocolmuffin2 ନିଶାରେ ସାଜି ତୁ ନିଶାରେ ବିରହୀ ଶୋଭା ତୋର ମନ ଛୁଆଁ - ଧବଳ ନାରଙ୍ଗୀ ରଙ୍ଗ ରେ ସାଜି ତୁ ବାସ୍ନା ରେ କରୁ କିମିଆ......... ଘୋର ଅନ୍ଧକାରେ ଫୁଟି ଯାଉ ଝରି ମନକୁ ତୁ ଟାଣି ନଉ - ଶେଫାଳି ନାମରେ ଅତି ପରିଚିତ ହୃଦୟରେ ସଦା ରହୁ........... ହୃଦୟରେ ସଦା ରହୁ...........🌼🌼
1
1
6
@Chocolmuffin2
ଝରାଶେଫାଳି
4 days
ଭଡ ଭଡ ସେକିବି
7
0
7
@Chocolmuffin2
ଝରାଶେଫାଳି
4 days
Hleow I am from Sundergarh Nd u ? #question
20
0
14
@Chocolmuffin2
ଝରାଶେଫାଳି
5 days
Lunch
9
0
19
@Chocolmuffin2
ଝରାଶେଫାଳି
6 days
ଶେଫାଳି ର କଣ ବା ସ୍ବପ୍ନ ତାର ଜନ୍ମ ଫୁଟି ଝରିବା #ଶେଫାଳି
8
2
20
@Chocolmuffin2
ଝରାଶେଫାଳି
6 days
ମୁଁ ତୁମ ପାଇଁ ଅୟୁତ ଯୁଗର ପାଷାଣୀ ଟିଏ ହେବି ତୁମେ କଣ ରାମଚନ୍ଦ୍ର ହେଇ ମୋତେ ମୁକ୍ତି ଦେବ? #ଅପେକ୍ଷା
5
2
33