✨ବାକ୍ୟବୀର✨
@Bakyabeera
Followers
689
Following
6K
Media
271
Statuses
500
ଶାଶ୍ଵତ ପ୍ରେମର ସନ୍ଧାନରେ 🌈🌈 ଖାଣ୍ଟି କଟକିଆ🪩🪩 ପ୍ରଯୋଜକ 🎭🎭 ଗୀତିକାର 🖋️🖋️/କବି📖📖/ଅନୁସନ୍ଧିତ୍ସୁ 🦋🦋
Cuttack, India
Joined September 2020
ପ୍ରତ୍ୟାଖ୍ୟାନର ପ୍ରତିଷେଧକ ଅଛି, କିନ୍ତୁ ଅପମାନର କୋୖଣସି ଉପଶମ ନାହିଁ। #ଅମାବାସ୍ୟାର ଚନ୍ଦ୍ର #ଗୋବିନ୍ଦ ଦାସ
3
1
26
ରାମାୟଣର ଚତୁଃ ଭ୍ରାତା ଏବଂ ଭ୍ରାତା ପତ୍ନୀ 🌸🌸🌸🌸🌸🌸🌸🌸🌸🌸🌸🌸 ରାମ - ସୀତା ଲକ୍ଷ୍ମଣ -ଉର୍ମିଳା ଭରତ-ମାଣ୍ଡବୀ ଶତ୍ରୁଘ୍ନ -ଶ୍ରୁତକୀର୍ତ୍ତି #ramayana #ramayanbhakti #ramsita #laxmanurmila #bharat
0
0
0
🌸ଏକ ନାମରେ ଦୁଇ ଭିନ୍ନ ଚରିତ୍ର 🌸 🌼 (ଭରତ) ରାମାଙ୍କ ଭ୍ରାତା ରାମାୟଣ 🚩 🌼 (ଭରତ) ଦୁଷ୍ମନ୍ତ -ଶକୁନ୍ତଳାଙ୍କ ପୁତ୍ର ମହାଭାରତ 🚩 🚩 #ramayana #ramayanfacts #mahabharat #mahabharatkatha #bharatkisoch
0
0
0
କିନ୍ତୁ ମଦ୍ରଦେଶର ପ୍ରଥା ଭିନ୍ନ ଥିଲା ।ସେ ଦେଶରୁ କନ୍ୟା ଆଣିବାକୁ ହେଲେ ବିବାହର ପଣ ସ୍ଵରୂପ ବହୁ ଧନ ଦେବାକୁ ପଡ଼ୁଥିଲା । ଭୀଷ୍ମ ଅଶ୍ଵ, ଗଜ ତଥା ସ୍ଵର୍ଣ୍ଣ ପ୍ରଭୃତି ଦାନ କରି ମଦ୍ରଦେଶର ରାଜା ଶଲ୍ୟଙ୍କୁ ସନ୍ତୁଷ୍ଟ କରିଥିଲେ । 📜 ମହାଭାରତ 🚩🚩 ✍️©️ ଜାନକୀ ବଲ୍ଲଭ ପଟ୍ଟନାୟକ
0
0
0
🌳ବନବାସ 🌳 ରାମାୟଣ 🚩-୧୪ ବର୍ଷ ମହାଭାରତ 🚩- { ୧୨ବର୍ଷ ବନବାସ } { ୧ବର୍ଷ ଅଜ୍ଞାତ ବାସ } #ramayana #mahabharat #ramayanbhakti #mahabharatkatha #MahabharatFacts
0
0
2
📜ସୁଗ୍ରୀବଙ୍କ ଲଙ୍କା ପ୍ରେରଣ📜 🔷🔷🔷🔷🔷🔷🔷🔷🔷 ♦️ ଉତ୍ତର - ବୀର ଶତବଳ ♠️ ଦକ୍ଷିଣ - ରାଜକୁମାର ଅଙ୍ଗଦ ♣️ ପୂର୍ବ -ଯୁଥପତି ବିନତ ❤️ ପଶ୍ଚିମ -ସୁଶେଣ ବୈଦେହୀ ବିଦ୍ରୋହ 📗 ✍️ ବିଭୂତି ପଟ୍ଟନାୟକ #ramayana #ramayanbhakti #RamayanKatha #ramayanreels
0
0
0
https://t.co/5GTdpxKrJf Go through the link 🖇️🖇️🙏🙏 @SangitaSethy @ssgapu22 @GALPAKABITA @Kaibalyahere @preeti_jenny_
2
1
5
ଦେବବ୍ରତଙ୍କର ଏହି ଭୀଷଣ ପ୍ରତିଜ୍ଞା ଶୁଣି ଅପ୍ସରା ଓ ଦେବତାଗଣ ଆକାଶରୁ ପୁଷ୍ପ ବୃଷ୍ଟି କଲେ ଏବଂ ଦୈବବାଣୀ ଶୁଣାଗଲା-ଆଜିଠାରୁ ଏହାଙ୍କର ନାମ ହେବ ଭୀଷ୍ମ । 📜 ମହାଭାରତ 🚩🚩 ✍️©️ ଜାନକୀ ବଲ୍ଲଭ ପଟ୍ଟନାୟକ #bookrecommendations #booklovers #bookreview #mahabharat
0
0
1
🪻ମହର୍ଷି ବ୍ୟାସଦେବଙ୍କ ଅନ୍ୟନାମ 🪻 🏵️🏵️🏵️🏵️🏵️🏵️🏵️🏵️🏵️🏵️ 🔷 ବେଦବ୍ୟାସ 🔷ବାଦରାୟଣ 🔷 କୃଷ୍ଣ ଦ୍ବୈପାୟନ #gita #gitawisdom #GitaGyan #bhagavadgita
0
0
0
🌿ଅର୍ଥ :- ଆତ୍ମାର ଜନ୍ମ ନାହିଁ ମୃତ୍ୟୁ ନାହିଁ ।ଏପରି ସମୟ ନଥିଲା , ପୁଣି ଏପରି ସମୟ ହେବନାହିଁ ଯେତେବେଳେ ତାହା ନ ଥିବ । ତାହା ଅଜ , ଶାଶ୍ଵତ ସର୍ବଦା ବିଦ୍ୟମାନ ,ଅମର ଏବଂ ପୁରାତନ ଅଟେ ।ଶରୀରର ମୃତ୍ୟୁରେ ତାହାର ମୃତ୍ୟୁ ହୁଏ ନାହିଁ। #gita #gitaquotes
0
0
0
ଜ୍ୱଳନ୍ତ ଅଗ୍ନି ନିକଟରେ ଶୁଷ୍କ ପତ୍ର ଥିଲେ ତାକୁ ଦଗ୍ଧ କରିବା ଯେପରି ଅଗ୍ନିର ଧର୍ମ , କ୍ଷତ୍ରିୟ -ହାତରେ ଧନୁଶର ଥିଲେ ଶତ୍ରୁ-ସଂହାର କରିବା ତା'ର ସେଇଭଳି ପବିତ୍ର କର୍ତ୍ତବ୍ୟ । 📜 ବୈଦେହୀ ବିଦ୍ରୋହ ✍️©️ ବିଭୂତି ପଟ୍ଟନାୟକ #ramayana #BookLovers #bookreview #bookrecommendations
0
0
0
🌸🌼୩ ରାମ🌸🌼 🪻🪻🪻🪻🪻🪻🪻 ☀️ଯମଦଗ୍ନିଙ୍କ ପୁତ୍ର ପର୍ଶୁରାମ 🪓🚩 ☀️ଦଶରଥଙ୍କ ପୁତ୍ର ଶ୍ରୀରାମ. 🏹🚩 ☀️ବସୁଦେବଙ୍କ ପୁତ୍ର ବଳରାମ. 🪒🚩 🌹🌹🌹🌹🌹🌹🌹 #mythology #hindu #ramayana #mahabharat #devine
0
0
0
ଅର୍ଥ :--ଦଣ୍ଡମାନଙ୍କ ମଧ୍ୟରେ ମୁଁ ଦଣ୍ଡ -ଯଷ୍ଟି ଏବଂବିଜକୟାକାଙ୍କ୍ଷୀମାନଙ୍କ ମଧ୍ୟରେ ମୁଁ ନୀତି ଅଟେ ।ଗୁପ୍ତବିଷୟମାନଙ୍କ ମଧ୍ୟରେ ମୁଁ ମୌନ ଏବଂ ଜ୍ଞାlନୀମାନଙ୍କର ଜ୍ଞାନ ଅଟେ । 🪻 ଶ୍ରୀମଦ୍ ଭଗବତ୍ ଗୀତା 📗 #gita #bhagavadgita #GitaGyan #gitawisdom #gitaquotes
0
0
0
🌼💮 ଶ୍ଳୋକ -୩୮💮🌼 ଦଣ୍ଡୋ ଦମୟତାମସ୍ମି ନୀତିରସ୍ମି ଜିଗୀଷତାମ୍ । ମୌନଂ ଚୈବାସ୍ମି ଗୁହ୍ୟାନାଂ ଜ୍ଞାନଂ ଜ୍ଞାନବତାମହମ୍ ॥ ୩୮॥ 🌿ଅର୍ଥ :--ଦଣ୍ଡମାନଙ୍କ ମଧ୍ୟରେ ମୁଁ ଦଣ୍ଡ -ଯଷ୍ଟି ଏବଂବିଜକୟାକାଙ୍କ୍ଷୀମାନଙ୍କ ମଧ୍ୟରେ ମୁଁ ନୀତି ଅଟେ ।ଗୁପ୍ତବିଷୟମାନଙ୍କ ମଧ୍ୟରେ ମୁଁ ମୌନ ଏବଂ ଜ୍ଞାନୀମାନଙ୍କର ଜ୍ଞାନ ଅଟେ ।
1
0
0
କେହି ବୁଝନ୍ତିନି ପରିସ୍ଥିତି ତୁଚ୍ଛାଟାରେ ଖାଲି ମଦୁଆଙ୍କୁ ଆମେ ଘୃଣା,ଗାଳି କରୁଥାନ୍ତି ।। ✍️©️ବାକ୍ୟବୀର #drinker #taxpayers #fbreels2025ツ #instareels #winelover
0
0
0
💥💥ଚେଙ୍କ💥💥 💉💉💉💉💉💉💉💉💉 ମଦୁଆ ହେବାଟା ସହଜ ନୁହେଁ ଶୁଣି ଫାଟିଯିବ ଛାତି ମଦୁଆମାନେ ଆମ ଦେଶ ପାଇଁ ଅଟନ୍ତି ବଡ଼ ସମ୍ପତ୍ତି ମଦ ପିଇ ପିଇ ମୁଣ୍ଡରେ ମୁଣ୍ଡାଇଛନ୍ତି ଦେଶ ଅର୍ଥନୀତି ବୃହତ୍ତର ସ୍ବାର୍ଥ ଚରିତାର୍ଥ ପାଇଁ ଜନ୍ମ ସେ ନେଇଛନ୍ତି
1
0
0
🌿ଅର୍ଥ :-ଛଳନାକାରୀମାନଙ୍କ ମଧ୍ୟରେ; ମୁଁ ଜୁଆଖେଳ ଏବଂ ତେଜୀୟାନ୍ ମାନଙ୍କ ମଧ୍ୟରେ ମୁଁ ତେଜ ଅଟେ । ମୁଁ ବିଜୟ ଅଟେ, ମୁଁ ଦୁଃସାହସିକ କାର୍ଯ୍ୟ ଅଟେ ଏବଂ ବଳବାନ୍ ମାନଙ୍କର ବଳ ଅଟେ । 🪷 ଶ୍ଳୋକ -୩୬ 🌻ଦଶମ ଅଧ୍ୟାୟ 🌸 ବିଭୂତି ଯୋଗ 🪻 ଶ୍ରୀମଦ୍ ଭଗବତ୍ ଗୀତା #gita #bhagavadgita #gitaquotes #GitaGyan
0
0
0
୧୪-ଚତୁର୍ଦ୍ଦଶ ଅଧ୍ୟାୟ -[ଗୁଣତ୍ରୟବିଭାଗ ଯୋଗ]-୨୭ ୧୫-ପଞ୍ଚଦଶ ଅଧ୍ୟାୟ-[ପୁରୁଷୋତ୍ତମ ଯୋଗ]-୨୦ ୧୬-ଷୋଡ଼ଶ ଅଧ୍ୟାୟ -[ଦୈବାସୁରସଂପଦବିଭାଗ ଯୋଗ]-୨୪ ୧୭-ସପ୍ତଦଶ ଅଧ୍ୟାୟ-[ଶ୍ରଦ୍ଧାତ୍ରୟବିଭାଗ ଯୋଗ]-୨୮ ୧୮-ଅଷ୍ଟାଦଶ ଅଧ୍ୟାୟ -[ମୋକ୍ଷସନ୍ନ୍ୟାସଯୋଗ]-୭୮ #gita #bhagavadgita #GitaGyan #gitaquotes
0
0
0
୮-ଅଷ୍ଟମ ଅଧ୍ୟାୟ -[ଅକ୍ଷର ବ୍ରହ୍ମ ଯୋଗ]-୨୮ ୯-ନବମ ଅଧ୍ୟାୟ -[ରାଜବିଦ୍ୟା ରାଜଗୁହ୍ୟ ଯୋଗ]-୩୪ ୧୦-ଦଶମ ଅଧ୍ୟାୟ -[ବିଭୂତି ଯୋଗ]-୪୨ ୧୧-ଏକାଦଶ ଅଧ୍ୟାୟ-[ବିଶ୍ଵରୂପ ଦର୍ଶନ ଯୋଗ]-୫୫ ୧୨-ଦ୍ଵାଦଶ ଅଧ୍ୟାୟ-[ଭକ୍ତିଯୋଗ] ୧୩-ତ୍ରୟୋଦଶ ଅଧ୍ୟାୟ-୨୦ -[କ୍ଷେତ୍ର-କ୍ଷେତ୍ରଜ୍ଞବିଭାଗ ଯୋଗ-୩୫
1
0
0
🌼ଶ୍ରୀ ମଦ୍ ଭଗବତ୍ ଗୀତା 🌼 🏵️🏵️🏵️🏵️🏵️🏵️🏵️🏵️ ୧-ପ୍ରଥମ ଅଧ୍ୟାୟ- [ଅର୍ଜୁନ ବିଷାଦ ଯୋଗ]-୪୬ ୨-ଦ୍ଵିତୀୟ ଅଧ୍ୟାୟ -[ସାଂଖ୍ୟ ଯୋଗ]-୭୨ ୩-ତୃତୀୟ ଅଧ୍ୟାୟ-[କର୍ମ ଯୋଗ]-୪୩ ୪-ଚତୁର୍ଥ ଅଧ୍ୟାୟ -[ଦିବ୍ୟଜ୍ଞାନ ଯୋଗ]-୪୨ ୫- ପଞ୍ଚମ ଅଧ୍ୟାୟ-[କର୍ମଯୋଗ]-୨୯ ୬-ଷଷ୍ଠ ଅଧ୍ୟାୟ -[ଧ୍ୟାନ ଯୋଗ]-୪୭
1
0
0
ସ୍ତୋତ୍ରମାନଙ୍କ ମଧ୍ୟରେ ବୃହତ୍ ସାମ ଅଟେ ।ଛନ୍ଦମାନଙ୍କ ମଧ୍ୟରେ ବ୍ରାହ୍ମଣମାନଙ୍କ ଦ୍ବାରା ଦୈନିକ ଗାନ କରାଯାଉଥିବା ଗାୟତ୍ରୀ ମନ୍ତ୍ର ଅଟେ।ମାସମାନଙ୍କ ମଧ୍ୟରେ ମୁଁ ମାର୍ଗଶିର ମାସ ଅଟେ ଏବଂ ଋତୁମାନଙ୍କ ମଧ୍ୟରେ ମୁଁ କୁସୁମିତ ବସନ୍ତ ଋତୁ ଅଟେ ।। #gita #bhagavadgita #gitaquotes #
0
0
3