AtanuMLA Profile Banner
Atanu sabyasachi Profile
Atanu sabyasachi

@AtanuMLA

Followers
3K
Following
1K
Media
700
Statuses
975

Former Cabinet Minister

Odisha,India
Joined October 2018
Don't wanna be here? Send us removal request.
@AtanuMLA
Atanu sabyasachi
1 year
ବନ୍ଦେ ଧେନୁ ମାତରମ 🙏.୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
Tweet media one
Tweet media two
Tweet media three
Tweet media four
5
1
39
@AtanuMLA
Atanu sabyasachi
1 year
(2/2)ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। .ଓମ୍ ଶାନ୍ତି.
0
0
8
@grok
Grok
1 day
Join millions who have switched to Grok.
79
132
1K
@AtanuMLA
Atanu sabyasachi
1 year
ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।(1/2).
4
0
21
@AtanuMLA
Atanu sabyasachi
1 year
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। .ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏
Tweet media one
3
0
36
@AtanuMLA
Atanu sabyasachi
1 year
ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ
Tweet media one
Tweet media two
Tweet media three
Tweet media four
1
0
39
@AtanuMLA
Atanu sabyasachi
1 year
ଜୟ ଜଗନ୍ନାଥ .ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। .ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
Tweet media one
3
1
50
@AtanuMLA
Atanu sabyasachi
1 year
ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କର ସମସ୍ତ ପରିବାରବର୍ଗ ଓ ଅଗଣିତ ସମର୍ଥକଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏହାହିଁ ମୋର ପ୍ରଭୁଙ୍କ ନିକଟରେ କାମନା । .#ଓଁମଶାନ୍ତି.
0
1
5
@AtanuMLA
Atanu sabyasachi
1 year
ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ନାଥ ନାୟକ (ସୁର ଭାଇ) ଙ୍କର ଆଜି ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ତାଙ୍କର ବିୟୋଗ କେବଳ ମୋ ପାଇଁ ନୁହଁ ସମଗ୍ର ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।.
2
1
26
@AtanuMLA
Atanu sabyasachi
1 year
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l
Tweet media one
Tweet media two
Tweet media three
Tweet media four
3
1
36
@AtanuMLA
Atanu sabyasachi
1 year
ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।
Tweet media one
4
0
21
@AtanuMLA
Atanu sabyasachi
1 year
ପବିତ୍ର ଇଦ୍‌-ଉଜ୍‌-ଜୁହା ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ
Tweet media one
0
0
37
@AtanuMLA
Atanu sabyasachi
1 year
ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।
Tweet media one
1
0
26
@AtanuMLA
Atanu sabyasachi
1 year
ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ .ବିକଶିତ ଓଡିଶା-ବିକଶିତ ମହାକାଳପଡ଼ା .ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ
Tweet media one
Tweet media two
4
1
19
@AtanuMLA
Atanu sabyasachi
1 year
ଆମ ଚିହ୍ନ ଶଙ୍ଖ ଚିହ୍ନ.ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l
Tweet media one
Tweet media two
1
0
4
@AtanuMLA
Atanu sabyasachi
1 year
ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ l. ଶଙ୍ଖ ବାଜିବ ଆଉ ଥରେ .ନବୀନ ପଟ୍ଟନାୟକ ପୁଣି ଥରେ
Tweet media one
Tweet media two
Tweet media three
1
0
12
@AtanuMLA
Atanu sabyasachi
1 year
BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି
Tweet media one
Tweet media two
1
0
22
@AtanuMLA
Atanu sabyasachi
1 year
ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ, .ଆମ ଚିହ୍ନ ଶଙ୍ଖ ଚିହ୍ନ
Tweet media one
1
2
29
@AtanuMLA
Atanu sabyasachi
1 year
ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ. ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ
Tweet media one
1
2
24
@AtanuMLA
Atanu sabyasachi
1 year
ମୋର ନିବେଦନ ମିଛୁଆଙ୍କ ଯୁଗ ଶେଷ କରନ୍ତୁ : ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ. @bjd_odisha
6
0
12
@AtanuMLA
Atanu sabyasachi
1 year
ନବୀନ ଗ୍ୟାରେଣ୍ଟି ଓଡିଶାବାସୀ ଭାରି ଖୁସି:ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ. @bjd_odisha
0
0
14