
Ajaya Kumar Rout
@AjayaKRout
Followers
996
Following
9K
Media
144
Statuses
625
Joined April 2016
Suggested other names for brand ambassadors of different categories… 😂🤣 Courtesy : Public Media
0
0
0
ଦଶହରା ସଂସ୍କୃତି, ସଂସ୍କାର ଓ ସମର୍ପଣର ପର୍ବ… ‘କର୍ମ ମନ୍ଦିର’ ଦ୍ବାରା ଆୟୋଜିତ ‘ଆମ ଜଟଣୀ ଶାରଦ��ୟ ମହୋତ୍ସବ’ ଏହି ଉକ୍ତିକୁ ପ୍ରତିପାଦିତ କରୁଛି । @LitishaMPanda
0
1
1
In a happiest moment with the great Bharatiya Folk Singer @MameKhanMusic at Rangtaari 2025, Cuttack. Thank you all, the TEAM of #rangtaari
0
0
0
‘ଏକ୍ ପେଡ଼୍ ମା’ କେ ନାମ୍’ (एक पेड़ माँ के नाम) ଅଭିଯାନରେ ସାମିଲ ମୋ ଝିଅ ଦେବୀ… ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi 💐🙏
0
0
2
0
0
1
ଭୁବନେଶ୍ବର ଭରତପୁର ସ୍ଥିତ ବୀଣା ଭାରତୀ ବିଦ୍ଯା ମନ୍ଦିରରେ ସ୍ବାଧୀନତା ଦିବସ ପାଳନ ଅବସରରେ… 💐 🇮🇳💐 🇮🇳💐 🇮🇳💐 ସ୍ବାଧୀନତା ଦିବସ ଆମ ପାଇଁ ସ୍ମରଣ, ସଂକଳ୍ପ ଓ ସ୍ବାଭିମାନର ଦିବସ ହେଉ । ॥ ଭାରତ ମାତାକୀ ଜୟ ॥
0
0
0
ବିଶିଷ୍ଟ ସିନେ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗରେ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି ହେଉ, ମହାପ୍ରଭୁ ତାଙ୍କୁ ଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।
0
0
4
ମୋ ଆଦ୍ଯଗୁରୁ… ପୁରାଣ, ଶାସ୍ତ୍ରଜ୍ଞାନ ସଂଶୟର ଏକମାତ୍ର ସମାଧାନ… ଜୀବନ ପଥରେ ହାତଧରି ଚଲା ଶିଖେଇଥିବା ମୋ ମାର୍ଗ ଦର୍ଶକ… ମୋ ଆଈମା… ସଂସାରଯାତ୍ରା ଶେଷ କରି ଆଜି (୩ ଅପ୍ରେଲ ୨୦୨୫) ମହାଯାତ୍ରାର ପଥିକ… ହେ ମହାପ୍ରଭୁ ଜଗନ୍ନାଥ, ପଦ୍ମପାଦରେ ଆଶ୍ରୟ ଦିଅ…
0
0
0
କଥାରେ ପ୍ରଧାନ, କାର୍ଯ୍ଯରେ ପ୍ରଧାନ, ନୀତିରେ ପ୍ରଧାନ… ପ୍ରଣାମ ଡାକ୍ତର ଦେବେନ୍ଦ୍ର ପ୍ରଧାନ 🙏 ଦ୍ବାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🪔
0
0
5
अब तो मान जाओ @ArvindKejriwal सड़जी… Loksabha चुनाव में बोला था की अगर बेईमान है तो आपको Vote मत देना… लोगो ने Vote नहीं दिया… फिरभी आप नहीं माने… फिर आप Vidhansabha चुनाव में आ गए और वही बात बोले की अगर बेईमान है तो आपको Vote मत देना… लोगो ने Vote नहीं दिया… अब क्या MCD
0
0
4
ପବିତ୍ର ‘ଶ୍ରୀପଞ୍ଚମୀ’ ଅବସରରେ @artmascreatives ର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ - A Saga of Struggleର TEAM ତରଫରୁ ହାର୍ଦ୍ଦିକ ଶୁଭକାମନା । ମା ସରସ୍ବତୀଙ୍କ କୃପା ସମସ୍ତଙ୍କୁ ପ୍ରାପ୍ତ ହେଉ । ଚଳଚ୍ଚିତ୍ରର ସଫଳତା ପାଇଁ ଆପଣଙ୍କ ଶୁଭେଚ୍ଛା ଏକାନ୍ତ କାମ୍ଯ । ॥ଜୟ ମା ସରସ୍ବତୀ॥ #TULA_Odia_Cinema #ତୁଳା_ଓଡ଼ିଆ_ସିନେମା
21
16
78
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ @narendramodi ଙ୍କ ଦ୍ବାରା ବିଶେଷ ସମ୍ମାନିତ ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନୀ ଉପରେ ନିର୍ମିତ ହେବାକୁ ଯାଉଛି ମୋ ପ୍ରଯୋଜନା ସଂସ୍ଥା @artmascreatives ର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ - A Saga of Struggle… ॥ଜୟ ଜଗନ୍ନାଥ॥ #TULA_Odia_Cinema #ତୁଳା_ଓଡ଼ିଆ_ସିନେମା
12
15
64
୩୦ ଡିସେମ୍ବର । ଅନ୍ଯ ଦିନ ଭଳି ଆଜି ମଧ୍ଯ ସାଧାରଣ ଦିନଟିଏ । କିନ୍ତୁ ମୋ ପାଇଁ ବିଶେଷ ମହତ୍ତ୍ବ ରଖୁଥିବା ଦିନଟିଏ… • ଆଜିର ଦିନରେ ମୋତେ ପୃଥିବୀର ଆଲୋକ ଦେଖିବାର ସୌଭାଗ୍ଯ ପ୍ରାପ୍ତି ହୋଇଥିଲା । • ୨୦୨୨ ମସିହା ଆଜିର ଦିନରେ ମୋ ପ୍ରଯୋଜନା ସଂସ୍ଥା @artmascreatives ର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର #ଜହ୍ନ_ରାତିର_ସାଥୀ
2
1
16
କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ । ପ୍ରଣତଃ କ୍ଳେଶନାଶାୟ ଗୋବିନ୍ଦାୟ ନମୋ ନମଃ ॥ ‘ହରି ଅନନ୍ତ - ହରି କଥା ଅନନ୍ତ’ ଆଜି ପୌଷ କୃଷ୍ଣ ଏକାଦଶୀ, ଧନୁ ଦି୧୧ନ, ଇଂରାଜୀ ତା୨୬।୧୨।୨୦୨୪ରିଖ, ଗୁରୁବାର ମୋ ଭୁବନେଶ୍ବର ବାସଭବନରେ ‘ହରିବଂଶ’ ପୋଥି ବସିଲା । ପାଞ୍ଚଦିନ ବ୍ଯାପୀ ହେବାକୁ ଥିବା ଏହି ପାରାୟଣ ଆସନ୍ତା ଇଂରାଜୀ ୩୦ ଡିସେମ୍ବର,
2
0
15
LoP @RahulGandhi who wanders keeping Constitution book in pocket, was absent (boycott) in swearing in of #CJI Sanjiv Khanna. What may be the possible causes… 1) Uncle Justice Hansraj Khanna had a strong differences with Indira Gandhi during Emergency as a result he was denied
0
0
3