AcharyaAsutosh Profile Banner
Dr. Asutosh Acharya Profile
Dr. Asutosh Acharya

@AcharyaAsutosh

Followers
638
Following
3K
Media
377
Statuses
9K

-Convenor : OdishaFirst - Nationalism - Proud Sanatani -Climate Scientist -Sustanability-politics-Literature -NCAR,USA -PhD@IIT-BBSR -Human

Odisha, INDIA
Joined June 2013
Don't wanna be here? Send us removal request.
@AcharyaAsutosh
Dr. Asutosh Acharya
7 hours
ଭଲକଥା ଯେ କଟକରେ ଶାନ୍ତି ଫେରୁଛି! ବାଲିଯାତ୍ରା ରେ ତାହେଲେ ଠୁଙ୍କା ପୁରୀ ଟିକେ ଖିଆଯିବ! ଘୃଣା ଓ ବିଭେଦ ସୃଷ୍ଟିକାରୀ ଙ୍କ ଠୁ ଦୂରରେ ରୁହନ୍ତୁ । ସୋସିଆଲ ମିଡ଼ିଆରେ ଅପପ୍ରଚାର କିମ୍ବା ଘୃଣାର ପ୍ରସାର କରନ୍ତୁ ନାହିଁ ! ଆମ ଟ୍ରୋଲର ଆଉ ଏବେ ଆବଶ୍ୟକତା ନାହିଁ ବୋଲି ଅନୁଭବ କରୁଛି ! ଏବେ ସମସ୍ତେ ଶୋଇ ପଡନ୍ତୁ! ରାତି ଅନେକ ହେଲାଣି!
3
0
13
@AcharyaAsutosh
Dr. Asutosh Acharya
7 hours
ଗାମୁଛା ଗ୍ୟାଙ୍ଗ ର ନୂଆ କମ୍ରେଡ 😂😂
@bhabani678
BSP
7 hours
@AcharyaAsutosh Hau acharya babu tome bhali librandu thu gamucha gang ta bhala ...liberal+gandu Enjoy the librandu life
0
0
2
@AcharyaAsutosh
Dr. Asutosh Acharya
9 hours
ଆଜି ସଞ୍ଜର କବିତା । କେମିତି ଲାଗିଲା ଜଣେଇବେ! ଶୀର୍ଷକ : ଗାମୁଛା ବାପ ଟାଣୁଥାଉ ତେଣେ ଟ୍ରଲି ପୁଅ ପକେଇ ଗାମୁଛା ନାଲି ଟ୍ୱିଟର ବାୟୋରେ ଲେଖିଛି ସେ କାଳେ ଧରମ ରକ୍ଷକ ବୋଲି ! ସମାଜରେ ବାଣ୍ଟି ଘୃଣା କମାନ୍ତି ଦି ଚାରି ଅଣା ଜେଲ ଯାଇକି କେବେକେବେ ପୁଣି ନିରବେ ପେଲନ୍ତି ଘଣା ! (କାହାକୁ ବ୍ୟକ୍ତିଗତ ଆକ୍ଷେପ ନୁହେଁ )
4
2
12
@AcharyaAsutosh
Dr. Asutosh Acharya
18 hours
A thali one must try in Kasturi Kolkata ! @srrashmi1 ସାରେ ଙ୍କ ପାଇଁ ଦିଆଗଲା।
2
0
3
@AcharyaAsutosh
Dr. Asutosh Acharya
19 hours
ଗୁରୁଙ୍କୁ ତାଙ୍କ ବେତ ଫେରେଇ ଦିଆଯାଉ ସେମାନେ ଦେଶରେ ଅନୁଶାସନ ଫେରେଇ ଆଣିବେ! #ସାଙ୍ଗକାଁଥରୁ
0
0
2
@AcharyaAsutosh
Dr. Asutosh Acharya
21 hours
ଯଦିଓ ଚଳିତ ସରକାରଙ୍କ କାର୍ଯ୍ୟକଳାପ ରେ ବ୍ୟଥିତ ଓ ସ୍ବପ୍ନ ଭଙ୍ଗ ହେଲାପରେ ପ୍ରିୟ ସଞ୍ଜୟ ଭାଇ @sanjayubach ଙ୍କ ୟେ ଟ୍ୱିଟ ର ମୂଲ୍ୟ ଏବେ ଦୁଇ ଟଙ୍କା ରୁ ଵି କମ୍, ତଥାପି ଆଜିକାଲି ତାଙ୍କର ଆସୁଥିବା କିଛି ଉପଯୋଗୀ ଟ୍ୱିଟ ପାଇଁ ତାଙ୍କୁ ବ୍ଲକିତ ହେବାରୁ ବଂଚିତ କରାଗଲା!
@sanjayubach
Sanjay Ubach
1 day
ଜଣେ ବିଦେଶିନୀ ପାଖରେ ଆଉ ଜଣେ ବିଦେଶୀ ପାଣ୍ଠିରେ .....
2
2
26
@AcharyaAsutosh
Dr. Asutosh Acharya
22 hours
ଜୟ କଳା ଜୟ ଜଗନ୍ନାଥ 🙏🙏
@srrashmi1
Dr. RR Sahoo 👩‍🔬🔬 🇮🇳
1 day
Odia people who have done 100% bastardization of their language, culture, heritage, rituals are getting agitated over Jai Sri Ram ...
2
0
15
@AcharyaAsutosh
Dr. Asutosh Acharya
1 day
ନାଲି ଗାମୁଛା ପରି ଜେଲ ଫେରନ୍ତା କେଇଟା କୁଆଡେ ଧର୍ମ ରକ୍ଷକ 😁! ଆରେ ଭାଇ, ସନାତନ ଧର୍ମକୁ ରକ୍ଷା ତଥା ପ୍ରସାର କରିବାକୁ ସାଧୁ ସନ୍ଥ ବସିଛନ୍ତି କେଉଁ ଆବାହମାନ କାଳରୁ! ସନାତନ ଧର୍ମକୁ କଣ ଅପରାଧୀ ଆଉ ଜେଲ ଫେରନ୍ତା ଦରକାର 😁😁 ! ଏପରି ନକଲି ଲୋକଙ୍କୁ ଚି଼ହ୍ନନ୍ତୁ, ନିଜ ପରିସର କୁ ଅପରାଧୀ ମୁକ୍ତ ରଖନ୍ତୁ! ଜୟ ଜଗନ୍ନାଥ🙏
18
13
123
@AcharyaAsutosh
Dr. Asutosh Acharya
1 day
ଜୟ ଜଗନ୍ନାଥ 🙏 ତୋତେ ହି ତୁହି ରକ୍ଷାକର !
@talk2anuradha
Anuradha Tiwari
1 day
Is nobody else worried about the increasing number of young children becoming babas in tier 2 and 3 cities? Our religion has been turned into a full-blown joke before our eyes !
0
0
4
@AcharyaAsutosh
Dr. Asutosh Acharya
1 day
ଅପ୍ରିୟ ସତ୍ୟ କୁ ବିରୋଧ କରି ଯଦି ତୁମ ଛୁଆ ନେତା ଙ୍କ ଛୁଆ ସହିତ ଗୋଟିଏ କ୍ଲାସ ରେ ବସି ପଢିପାରିଲା, ବିଦେଶ (ଦାଦନ ନୁହଁ) ଯାଇ ପାରିଲା ,ତୁମ ଭିତରୁ କିଏ ବିଧାୟକ, ସାଂସଦ କି ମନ୍ତ୍ରୀ ହୋଇପାରିଲା, ତେବେ ତୁମ ସବୁ ସମାଲୋଚନା ଆଉ ବିରୋଧ କୁ ମୁଣ୍ଡ ପାତି ସହିଲେ ଵି ଦୁଃଖ ନାହିଁ 🙏 ବିବେକ କୁ ପଚାରି ଦେଖ!
4
4
38
@AcharyaAsutosh
Dr. Asutosh Acharya
2 days
ଖୁବ ସୁନ୍ଦର 👍! ଚିନ୍ତାଧାରା ଯେତେ ଶୀଘ୍ର ବଦଳିବ, ସେତେ ଭଲ!
@Mrityu_Jivnam
ମନ୍ମନା ଭବ मन्मना भव ( ଜୀବନର ସନ୍ଧାନ ରେ )
2 days
@sisupalagarha Bjp ବଦଳ ରେ ଗୋଟେ କଂଗ୍ରେସ ପାର୍ଟି ଫୋଟ ବି ଦେଇ ପାରି ଥାନ୍ତେ ହେଲେ ଆପଣ ପରା ଗୋଟେ ପାର୍ଟି ପ୍ରେମ ରେ ଅଛନ୍ତି, ହେଲେ ପୋଷ୍ଟ caption ଠିକ ଅଛି, ଏଇ କଥା କାଲି mu stastus ଦେଇଥିଲି
2
0
7
@AcharyaAsutosh
Dr. Asutosh Acharya
2 days
ଅପରାଧୀ ଙ୍କ ନୂଆ ସୌକ!
@kanak_news
Kanak News
2 days
#ଜେଲରେ_ଏଡ୍ସ_ରୋଗୀ ! ସମ୍ବଲପୁରରେ ପୁଣି ଜଣେ ଏଡ୍ସ ରୋଗୀ ଚିହ୍ନଟ । ୩ ମାସ ଭିତରେ ଚିହ୍ନଟ ହେଲେଣି ୪ ଜଣ ଏଡ୍ସ ପଜିଟିଭ୍ କଏଦୀ । #SambalpurJail #KanakNews #Odisha
1
1
6
@AcharyaAsutosh
Dr. Asutosh Acharya
2 days
ଯୁବ ବନ୍ଧୁ ମାନଙ୍କୁ ଅନୁରୋଧ ଯେ ନାଲି ଗାମୁଛା ପରି ଅପାଠୁଆ ବଟ ଙ୍କ ପ୍ରରୋଚନା ରେ ଆସି ନିଜର କ୍ୟାରିଅର ବର୍ବାଦ କରନ୍ତୁ ନାହିଁ! ସେମାନେ ଜେଲ ଯାଇ ଫେରିଛନ୍ତି । ତାଙ୍କ ପାଖେ ନା ଅଛି ଅପ୍ସନ ନା ସୁଯୋଗ! ନେତା ସବୁବେଳେ ଏମାନଙ୍କୁ ବ୍ୟବହାର କରି ଫୋପାଡି ଦେବେ! ଆପଣ କଣ କୁଜି ନେତାଙ୍କ ଟଏଲେଟ ପେପର ହେବାକୁ ପସନ୍ଦ କରିବେ?
19
12
133
@AcharyaAsutosh
Dr. Asutosh Acharya
2 days
କି ସରକାର ଆଇଲା ଆଉ ଲୋକ କି ଅନୁପ୍ରାଣିତ ହେଲେ ଯେ ଆଜିକାଲି କିଛି ଓଡ଼ିଆ ଙ୍କୁ ଜୟ ଜଗନ୍ନାଥ କହିଲେ କି ଶୁଣିଲେ ଗନ୍ଧ ଆସୁଚି 😟! କିଛି ଲୋକ ଉତ୍ୟକ୍ତ ହୋଇ ବ୍ୟକ୍ତିଗତ ସମ୍ମାନ ହରେଇ ବସୁଛନ୍ତି! ପ୍ରେମ ରେ କୁହ ଭାଇ ଜୟ ଜଗନ୍ନାଥ 🙏 ସେଇ ହିଁ ସାହା ହେବେ!
18
7
126
@AcharyaAsutosh
Dr. Asutosh Acharya
2 days
ଆଜିଠୁ, ବେହିଆମୀ କମେଣ୍ଟ କରୁଥବା ଭାଡୁଆ,ବଟ ଆଉ ନକଲି ଆକାଉଣ୍ଟ ସବୁ ତୁରନ୍ତ ବ୍ଲକିତ ହେବେ! ସେମାନଙ୍କ ପାଇଁ ସମୟ ନଷ୍ଟ ବରଦାସ୍ତ କରାଯାଇ ପାରିବ ନାହିଁ 🙏
1
0
16
@AcharyaAsutosh
Dr. Asutosh Acharya
2 days
ଧନ୍ୟବାଦ ଓଡିଶା ପୋଲିସ 🙏🙏! ଭୁବନେଶ୍ୱର ରେ ରହି କଟକ ରେ ଦଙ୍ଗା କୁ ଉସୁକେଇ ଥିବା ବ୍ୟକ୍ତି କୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି ଆଶା 👍 @DGPOdisha https://t.co/9EBiGCrGr1
0
0
7
@AcharyaAsutosh
Dr. Asutosh Acharya
3 days
ନେତାଙ୍କ ପ୍ରମୁଖ ଧର୍ମ ହେଲା ସ୍ୱାର୍ଥ! ନେତାଏ ଧର୍ମ ଶଙ୍କର ପ୍ରଜାତିର । ତାଙ୍କ ଭୋଟ ଆଉ ପକେଟ ଗରମ ହେଲେ ଯଥେଷ୍ଟ! ଆମେ ଏକଥା ଯେତେ ଶୀଘ୍ର ବୁଝିପାରିବା,ସେତିକି ମଙ୍ଗଳକର! ହୁଏତ ଏହାକୁ ହୃଦୟଙ୍ଗମ କରି ଗୋପବନ୍ଧୁ କହିଥିଲେ : ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ ଉତ୍କଳର ନେତା ସ୍ୱୟଂ ନାରାୟଣ 🙏 ଜୟ ଜଗନ୍ନାଥ 🙏
5
8
64
@AcharyaAsutosh
Dr. Asutosh Acharya
3 days
ଓଡିଶା ର ଖଣି, ଖାଦାନ ଆଉ ଦାଦନ ରୁ ସବୁଠୁ ବେଶୀ ଉପକୃତ କେଉଁମାନେ ହେଉଛନ୍ତି?
0
0
3
@AcharyaAsutosh
Dr. Asutosh Acharya
3 days
ପ୍ରଶ୍ନ କରିବାର ଅଛି ତ ଅଧିକାର ର ହେଉ, ନିଯୁକ୍ତି ଓ ଶିକ୍ଷା ର ହେଉ! ନହେଲେ ସାରା ଜୀବନ ଏଇମିତି ରାଜନୈତିକ ବଟ ସାଜି ନିଷ୍ପେସିତ ହେବା ସାର ହେବ! 🙏
0
0
2
@AcharyaAsutosh
Dr. Asutosh Acharya
3 days
ଏଇଟା ହିଁ ଅନୁଶୀଳନ ର ବେଳ! ଆମ ବାପା ଦାଦା ଏମାନଙ୍କ ରାଜନୀତି ର ମୋହରା ଥିଲେ ଆଉ ଆମେ ଆଜି ମୋହରା ସାଜିଛେ! କାଲି ଏମାନଙ୍କ ପର ପିଢ଼ି ଶାସନ କୁ ଆସିବେ! ଆଉ ଆମେ ପିଢ଼ି ପରେ ପିଢ଼ି ଏମିତି ପଡି ରହିବା!
1
0
1