sunabedaULB Profile Banner
sunabedamunicipality Profile
sunabedamunicipality

@sunabedaULB

Followers
957
Following
142
Media
259
Statuses
371

MUNICIPALITY OFFICE, SUNABEDA
Joined August 2016
Don't wanna be here? Send us removal request.
@sunabedaULB
sunabedamunicipality
5 days
ସୁନାବେଡା ପୌରପରିଷଦ ଠାରେ ଆଜି ରାଷ୍ଟ୍ରୟ ଗୀତ ଓ ଦେଶପ୍ରୀତିର ଐକ୍ୟତାନ 'ବନ୍ଦେ ମାତରମ୍' ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହ ପାଳନ କରାଯାଇଛି। ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ସମବେତ କଣ୍ଠରେ ବନ୍ଦେ ମାତରମ୍ ଗାନ କରିଛନ୍ତି । #vandemataram150 @cmo_odisha #Hudd_odisha #ipr_odisha #collectorkoraput
0
0
0
@sunabedaULB
sunabedamunicipality
14 days
"ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ-୨୦୨୫" ପାଳନ ଅବସରରେ ଆଜି ସୁନାବେଡା ପୌରପରିଷଦ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିସହିତ ଏକ “Mock Drill”କରାଯାଇଥିଲା | @cmo_odisha #Hudd_odisha #ipr_odisha #collectorkoraput #mohua_india
1
0
1
@sunabedaULB
sunabedamunicipality
15 days
ନିର୍ବାହୀ ଅଧିକାରୀ, ସୁନାବେଡା ପୌରପରିଷଦ ଆଗାମୀ ବାତ୍ୟା "ମନ୍ଥା" ପାଇଁ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଥିଲେ | @cmo_odisha #Hudd_odisha #ipr_odisha #collectorkoraput #mohua_india
0
0
0
@sunabedaULB
sunabedamunicipality
16 days
ଆଜି ସୁନାବେଡା ପୌରପାଳିକା ଦ୍ୱାରା "ମୋନ୍ଥା" ଘୂର୍ଣ୍ଣିବାତ୍ୟା ସମ୍ବନ୍ଧରେ ପ୍ରତ୍ୟେକ ୱାର୍ଡରେ ମାଇକିଙ୍ଗ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। @cmo_odisha #Hudd_odisha #ipr_odisha #collectorkoraput #mohua_india
0
0
0
@sunabedaULB
sunabedamunicipality
16 days
ଆଜି ସୁନାବେଡା ପୌରପରିଷଦ ସମ୍ମେଳନ ହଲ୍‌ରେ "ମୋନ୍ଥା" ଘୂର୍ଣ୍ଣିବାତ୍ୟା ପାଇଁ ଏକ ପୂର୍ବ ପ୍ରସ୍ତୁତି ସଭା ଆୟୋଜିତ ହୋଇଥିଲା। @cmo_odisha #Hudd_odisha #ipr_odisha #collectorkoraput #mohua_india
0
0
0
@sunabedaULB
sunabedamunicipality
21 days
ସୁନାବେଡା ପୌରପରିଷଦ ତରଫରୁ ରାତି ସମୟରେ ସୁନାବେଡା ପୌରାଞ୍ଚଳରେ ସଫେଇ କାର୍ଯ୍ୟ ଚାଲୁଅଛି | @cmo_odisha #Hudd_odisha #ipr_odisha #collectorkoraput
0
0
0
@sunabedaULB
sunabedamunicipality
27 days
ସୁନାବେଡା ପୌରପରିଷଦ ତରଫରୁ ରାତି ସମୟରେ ସୁନାବେଡା ପୌରାଞ୍ଚଳରେ ସଫେଇ କାର୍ଯ୍ୟ ଚାଲୁଅଛି | @cmo_odisha #Hudd_odisha #ipr_odisha #collectorkoraput
0
0
2
@sunabedaULB
sunabedamunicipality
28 days
ସୁନାବେଡା ପୌରାଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି କରଣ କାର୍ଯ୍ୟ ଚାଲୁଅଛି | @cmo_odisha #Hudd_odisha #ipr_odisha #collectorkoraput
0
0
0
@sunabedaULB
sunabedamunicipality
29 days
ଗତ ତା-୧୩-୧୦-୨୦୨୫ ରିଖ ଦିନ ଶ୍ରୀ ସନ୍ତୋଷ କୁମାର ପାତ୍ର, ଭା. ପ୍ର.ସେ.(ପି), ନିର୍ବାହୀ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା| ଏହି ଅବସରରେ ନଗରପାଳ, ଉପ-ନଗରପାଳ, ସମସ୍ତ ପାରିଷଦ ଏବଂ ସମସ୍ତ ଅଫିସ୍‌ ଷ୍ଟାଫ ଉପସ୍ଥିତ ଥିଲେ | @cmo_odisha #Hudd_odisha #ipr_odisha #collectorkoraput #mohua_india
0
0
0
@sunabedaULB
sunabedamunicipality
1 month
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ଅବସରରେ ଆଜି ସୁନାବେଡା ପୌରପରିଷଦ ତରଫରୁ ଗୋପବନ୍ଧୁଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା | @cmo_odisha #Hudd_odisha #ipr_odisha #collectorkoraput #mohua_india
1
0
1
@sunabedaULB
sunabedamunicipality
1 month
ସୋମବାର ସକାଳ ପରିବର୍ତ୍ତେ ରବିବାର ରାତିରେ ହାଟ ପଦା ଭେଣ୍ଡିଂ ଜୋନ୍ ସଫା କରିବାକୁ ନିଷ୍ପତ୍ତି ନିଆଯାଇଛି। ସଫା କରାଯାଇଥିବା ହାଟ ପଦା ଭେଣ୍ଡିଂ ଜୋନ୍‌ର ଜିଓଟ୍ୟାଗ୍ ଭିଡିଓ ରେକର୍ଡ କରାଯାଇଛି। @DUDAKORAPUT @koraputdm @HUDDeptOdisha @SwachhBharatGov @IPR_Odisha @CMO_Odisha @MoHUA_India @PMOIndia @mlkhattar
0
0
1
@sunabedaULB
sunabedamunicipality
1 month
ଆଜି ପୂର୍ବାହ୍ନ ସମୟରେ ସୁନାବେଡା ପୌରପରିଷଦ ନିର୍ବାହୀ ଅଧିକାର,କନିଷ୍ଠ ଯନ୍ତ୍ରୀ ଏବଂ ୱାର୍ଡ ସଂଖ୍ୟା୧,୩,୫ ର ପାରିଷଦ ମିଳିତ ଭାବରେ ଉକ୍ତ ୱାର୍ଡ ପରିଦର୍ଶନ କରି ସେହି ଅଞ୍ଚଳର ପରିମଳ ଓ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବା ସହ ସମସ୍ୟାର ନିରାକରଣ ନିମନ୍ତେ ଆଲୋଚନା କରିଥିଲେ| @CMO_Odisha @IPR_Odisha @MoHUA_India
0
0
0
@sunabedaULB
sunabedamunicipality
1 month
ତା-୦୫.୧୦.୨୦୨୫ ରିଖ ଦିନ ସୁନାବେଡା ପୌରପରିଷଦ ତରଫରୁ ସେମିଳିଗୁଡା ସହରାଞ୍ଚଳରେ ଥିବା ବିଭିନ୍ନ ଦୋକାନମାନଙ୍କରେ ପଲିଥିନୀ,ଗୁଟଖା ଓ ତମ୍ବାଖୁ ଏବଂ ଟ୍ରେଡ ଲାଇସେନ୍ସର ଯାଞ୍ଚ କରାଯାଇ ଖିଲାପକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା| @CMO_Odisha @IPR_Odisha @HUDDeptOdisha @DUDAKORAPUT
0
0
0
@sunabedaULB
sunabedamunicipality
1 month
ମାନ୍ୟବର ବିଧାୟକ, କୋରାପୁଟ,ପୌରପରିଷଦର ନଗରପାଳ,ଉପ ନଗରପାଳ,ନିର୍ବାହୀ ଅଧିକାରୀ,ଅତିରିକ୍ତ ନିର୍ବାହୀ ଅଧିକାରୀ,ସମସ୍ତ ପାରିଷଦ ବୃନ୍ଦ ଏବଂ ସମସ୍ତ ଷ୍ଟାଫ ଙ୍କ ଉପସ୍ଥିତିରେ ଆଜି ସୁନାବେଡା ପୌରପରିଷଦଠାରେ ମାସିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା |
0
0
0
@sunabedaULB
sunabedamunicipality
1 month
ସୁନାବେଡା ପୌରପରିଷଦ ଟ୍ରାଫିକଛକଠାରେ ମାନ୍ୟବର ବିଧାୟକ,କୋରାପୁଟ,HALକାର୍ଯନିର୍ବାହୀ ନିର୍ଦେଶକ,ସୁନାବେଡା ନଗରପାଳ,ଉପନଗରପାଳ,ନିର୍ବାହୀ ଅଧିକାରୀ,ଅତିରିକ୍ତନିର୍ବାହୀ ଅଧିକାରୀ,HAL ମହାପ୍ରବନ୍ଧକ,ଉପମହାପ୍ରବନ୍ଧକ ଏବଂସୁନାବେଡାର ସମସ୍ତ ପାରିଷଦବୃନ୍ଦଙ୍କ ଉପସ୍ଥିତିରେLEDଲାଇଟ୍ ସ୍ଥାପନଦ୍ଵାରା ଆଲୋକିକରଣପାଇଁ ଭିତିପ୍ରସ୍ତର ସ୍ଥାପନ ହେଲା
0
0
1
@sunabedaULB
sunabedamunicipality
1 month
ତା- ୦୨.୧୦.୨୦୨୫ ରିଖ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ, ସ୍ୱଚ୍ଛତା ହି ସେବା ଅଭିଯାନ ଅଧୀନରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛଙ୍କ ଦ୍ଵାରା ମାଲ୍ୟାର୍ପଣ କରି, ବିଶେଷ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ବିତରଣ କରାଗଲା। @cmo_odisha
0
0
1
@sunabedaULB
sunabedamunicipality
1 month
ସ୍ଵଚ୍ଛତା ହିଁ ସେବା -୨୦୨୫ ଅଭିଯାନ ଉପଲକ୍ଷେ ସୁନାବେଡ଼ା ପୌରପରିଷଦ କାର୍ଯ୍ୟାଳୟ ପରିସରରେ ତା- ୦୧.୧୦.୨୦୨୫ ରିଖ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ନୃତ୍ୟ, ସଙ୍ଗୀତ ଏବଂ ନାଟକ ଅନୁଷ୍ଠିତ କରାଯାଇଥିଲା।
0
0
3
@sunabedaULB
sunabedamunicipality
2 months
“ସ୍ୱଚ୍ଛତା ହି ସେବା ଅଭିଯାନ ୨୦୨୫“ଅନ୍ତର୍ଗତ ସୁନାବେଡ଼ା ପୌରପରିଷଦ ତରଫରୁ,ସୁନାବେଡା,କୋରାପୁଟ ନଗର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ"ସଫାଇ ମିତ୍ର ସୁରକ୍ଷା ଶିବିର"ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସଫାଇ କର୍ମଚାରୀ ଏବଂMCC/MRF ର କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା| @cmo_odisha #collectorkoraput
0
0
0
@sunabedaULB
sunabedamunicipality
2 months
"ସ୍ୱଚ୍ଛତା ହି ସେବା – ୨୦୨୫"ଅଭିଯାନ ଅନ୍ତର୍ଗତ"ସ୍ୱଛ ଉତ୍ସବ"ଅବସରରେ ସୁନାବେଡା ପୌରପରିଷଦ ତରଫରୁ ସେମିଳିଗୁଡା OCC ନଗର ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ନିର୍ବାହୀ ଅଧିକାରୀ, ନଗରପାଳ,ସମସ୍ତ ପାରିଷଦ,ଅଫିସ ଷ୍ଟାଫ,ସ୍ଵଛ ସାଥି ଏବଂସୁପରଭାଇଜର ଉପସ୍ଥିତ ଥିଲେ| @CMO_Odisha
0
0
0
@sunabedaULB
sunabedamunicipality
2 months
ଗତକାଲି ତା-୨୪.୦୯.୨୦୨୫ରିଖ ସୁନାବେଡା ପୌରପରିଷଦ ଠାରେ ଦ୍ଵିତୀୟ ଦିନ ଅବସରରେ ୱାର୍ଡ ସ୍ତରୀୟ "ଅଙ୍ଗୀକାର ୨୦୨୫"ଓ"ଲୋକ କଲ୍ୟାଣ ମେଳା"ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ PM SURYAGHAR,PMAY-U ଓ PMSVANIDHI ଭଳି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା| #Hudd_odisha #collectorkoraput
0
0
0