Explore tweets tagged as #roadproblem
#ହାତ_ମାରିଲେ_ପିଚୁ_ଉଠୁଛି ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ । ବିନା ସୂଚନା ଫଳକରେ ନିମ୍ନମାନର କାମ କରି ଠିକାଦାର ଫେରାର୍ ! ମୟୂରଭଞ୍ଜ କପ୍ତିପଦାରେ ୪ ଦିନ ଗଲାନି ୪ କିମି ରାସ୍ତା । ଅଭିଯୋଗ କଲେ ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବିଭାଗୀୟ ବାବୁ ! #Kaptipada #RoadProblem #Odisha #KanakNews
1
0
7
#ବଡ଼_ଦୁର୍ଘଟଣାକୁ_ଅପେକ୍ଷା ! ମାସ ମାସ ବିତୁଛି, ବାଲେଶ୍ୱର ରାସ୍ତାରୁ ହଟୁନି ବାଲି, ଗୋଡ଼ି । ମନଇଚ୍ଛା ଯିଏ ଯେଉଁଠି ପାରିଲେ ଗଦାଇ ରଖୁଛନ୍ତି ନିର୍ମାଣ ସାମଗ୍ରୀ । ସଙ୍କୁଚିତ ହେଉଛି ଗଳି, ବଢ଼ୁଛି ଦୁର୍ଘଟଣା । ନିୟମ କରି ଚୁପ୍ ବସିଛି ପୌରପାଳିକା #Balasore #Odisha #KanakNews #RoadProblem
1
0
8
#ଜୀବନ_ନେଇଯିବ_ରାସ୍ତା_ବାଲି ବାଲିରେ ପୋତି ହୋଇଗଲାଣି କଟକ ସହରର ଅଧିକାଂଶ ରାସ୍ତା । ଧୂଳିଧୂଆଁରେ ଅସ୍ତବ୍ୟସ୍ତ ସହରବାସୀ । ଖତ ଖାଉଛି ବାଲି ସଫା କରିବାକୁ ମହାନଗର ନିଗମ ଆଣିଥିବା ୫୦ ଲକ୍ଷର ସୁଇପ୍ ମେସିନ୍ । ବଢିଚାଲିଛି ଦୁର୍ଘଟଣା #Odisha #KanakNews #cuttack #Sand #RoadProblem
0
0
4