SuramaPadhy
@suramapadhybjp
Followers
2K
Following
622
Media
2K
Statuses
2K
Speaker of Odisha Legislative Assembly Senior leader at BJP Odisha. Former National President, BJP Mahila Morcha. Ex-Minister of Cooperation, Govt. of Odisha.
Joined June 2014
ଆପଣମାନଙ୍କ ଆଶୀର୍ବାଦ,ରଣପୁର ବାସୀଙ୍କ ସଦିଚ୍ଛା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ୧୫ ଦିନିଆ ସଫଳ ବିଦେଶ ଗସ୍ତ ସମ୍ପୂର୍ଣ୍ଣ କରି ଓଡ଼ିଶା ମାଟିକୁ ଫେରି ଆସିଛି l ଗତକାଲି ବିଳମ୍ବିତ ରାତ୍ରିରେ ବିମାନ ବନ୍ଦରରେ ପହଞ୍ଚିବା ପରେ ମତେ ସ୍ଵାଗତ ଜଣାଇଥିବା ମୋର ସମସ୍ତ ସହକର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି l #Odisha
0
2
6
🚩'ଓଁ କ୍ରୀଂ କାଳିକାୟୈ ନମଃ'🚩 ପବିତ୍ର "କାଳୀ ପୂଜା" ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ଦିବ୍ୟ ଜନନୀ ମାତା କାଳୀଙ୍କ କୃପାରୁ ଆମ ରାଜ୍ୟ ସମୃଦ୍ଧି ପଥରେ ଅଗ୍ରସର ହେଉ ଏବଂ ସୁସ୍ଥ ସମାଜ ଗଠନରେ ସମସ୍ତେ ସହଭାଗୀ ହୁଅନ୍ତୁ, ଏହା ହିଁ ଆଜିର ଦିବସରେ କାମନା। #KaliPuja
1
0
5
ଦୀପସ୍ୟ ପ୍ରକାଶଃ ନ କେବଳଂ ଭବତଃ ଗୃହମ୍ ଉଜ୍ଜ୍ଵଳାୟତୁ ଜୀବନମ୍ ଅପି 🪔 ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି l ଆପଣ ସମସ୍ତଙ୍କ ଜୀବନ ସଦା ଦୀପ ସଦୃଶ ଉଜ୍ଜ୍ଵଳମୟ ତଥା ଉର୍ଦ୍ଧ୍ୱଗାମୀ ହେଉ,ଏହାହିଁ ମାଆ ମହାଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା l #Deepavali2025
3
1
9
ମାତା ଭାରତୀଙ୍କ ଅମର ସନ୍ତାନ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର (Rastriya Swayamsevak Sangh) ବରିଷ୍ଠ ପ୍ରଚାରକ ଏବଂ ସଂଘ ପ୍ରେରିତ ବିଭିନ୍ନ ସଂଗଠନର ସୂତ୍ରଧର ସାଜିଥିବା ପରମ ଶ୍ରଦ୍ଧାର କେନ୍ଦ୍ର ଦତ୍ତୋପନ୍ତ ଠେଙ୍ଗଡ଼ି ଜୀ ଙ୍କ ପୂଣ୍ୟ ତିଥିରେ ମୋର ଭକ୍ତି ସୁମନ ଅର୍ପଣ କରୁଛି। #DattopantThengdi
#RSSAt100
0
1
3
उत्तर प्रदेश विधानसभ�� के माननीय अध्यक्ष श्री सतीश महाना जी को जन्मदिन की हार्दिक बधाई एवं शुभकामनाएँ l प्रभु श्रीराम एवं श्री विश्वनाथ जी से आपका उत्तम स्वास्थ्य एवं सुदीर्घ मंगलमय जीवन की कामना करती हूं l @Satishmahanaup
0
1
3
ପବିତ୍ର ଆଶ୍ଵିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ l ତେଣୁ ଏହି ପବିତ୍ର କାର୍ତ୍ତିକ ମାସ ଅବସରରେ ଆପଣ ସମସ୍ତଙ୍କୁ ମହାପ୍ରଭୁଙ୍କ କୃପା ବାରିଧି ପ୍ରାପ୍ତ ହେଉ, ଏହାହିଁ ପ୍ରାର୍ଥନା l ଜୟ ଶ୍ରୀଜଗନ୍ନାଥ 🙏 #JayJagannath
0
0
4
ଭାରତବର୍ଷର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ୯୮ତମ ବଳିଦାନ ଦିବସ ଅବସରରେ ମୁଁ ତାଙ୍କର ମହନୀୟତାକୁ ଶତକୋଟି ପ୍ରଣାମ ଜଣାଉଛି। ଆସନ୍ତୁ,ଚଳିତ ବର୍ଷ ବୀର ବାଜି ରାଉତଙ୍କ ଜନ୍ମ ଶତାବ୍ଦୀ ଅବସରରେ ତାଙ୍କର ବଳିଦାନକୁ ଜନ ଜାଗରଣର ସ୍ଵରୂପ ଦେବା। #SaheedBajiRout
#BajiRout
1
0
9
ଆଜି "ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ" ରେ ମାନସିକ ସ୍ବାସ୍ଥ୍ୟ ସହ ଜଡ଼ିତ ସମସ୍ତ ପ୍ରେରଣାଦାତା, ବିଶେଷଜ୍ଞ ଏବଂ ସାଧାରଣ ଜନତାଙ୍କୁ ମୋର ଶୁଭେଚ୍ଛା।ଆସନ୍ତୁ ଏହି ବର୍ଷର ଥିମ୍ "ସେବା ପାଇଁ ଉପଲବ୍ଧତା - ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ" ବିଷୟରେ ଲୋକଙ୍କୁ ସଚେତନ କରିବା। #WorldMentalHealthDay
0
0
6
Day 2 of 68th CPC conference. Had productive dialogues with parliamentarians and esteemed global experts on a variety of issues affecting our interconnected world - ranging from climate change and sustainability to transformative technology to gender and inclusivity. #68CPC
0
0
2
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଉତ୍କୃଷ୍ଟ ସମାଜ ସଂସ୍କାରକ ଏବଂ ଏକ ପରିବର୍ତ୍ତନଶୀଳ ସାମାଜିକ ବ୍ୟବସ୍ଥାର ପ୍ରବକ୍ତା ଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏 #utkalamani
#panditgopabandhudas
0
1
7
Truly inspiring to attend the Opening Ceremony of the 68th Commonwealth Parliamentary Conference in Barbados, alongside Speakers and leaders from around the world. “The Commonwealth – A Global Partner” reminds us that through dialogue, cooperation & shared democratic values, we
74
280
413
The 68th CPC provides a forum for Parliamentarians and global experts to exchange knowledge and discuss about parliamentary best practices for increasing people’s trust in democratic institutions and various other global issues.
0
0
2
The Vice-Patron of CPA, Her Excellency Dame Sandra Mason, GCMG,SC, the President of Barbados opened the 68th CPC ceremony, in Bridgetown, Barbados. I'm privileged to be a part of the Indian delegation led by our Hon’ble Speaker of Lok Sabha, Shri Om Birla ji #68cpc
@ombirlakota
1
0
2
Heartiest Congratulations to all athletes and coaches for this stupendous achievement at World Para Athletics Championships 2025! You have made your country proud beyond words and shown us the power of resilience and persistence against all odds! #paraathletics2025
#WAPC2025
0
0
4
ଶୁଭ ମହାଋଷି ବାଲ୍ମୀକି ଜୟନ୍ତୀ ଅବସରରେ ସେ ମହାନାତ୍ମଙ୍କୁ ମୋର କୋଟି କୋଟି ନମନ l ଆସନ୍ତୁ ଆଦିକବି ମହାଋଷି ବାଲ୍ମୀକିଙ୍କ ଜନ୍ମ ତିଥିରେ ତାଙ୍କ ସର୍ବ ଶ୍ରେଷ୍ଟ କାର୍ଯ୍ୟ, ପବିତ୍ର ରାମାୟଣ କୁ ସ୍ମରଣ କରି, ପ୍ରଭୁ ଶ୍ରୀ ରାମଙ୍କ ଜୀବନଶୈଳୀ କୁ ଅନୁକରଣ କରିବା ଓ ତାଙ୍କ ମହାନ ଆଦର୍ଶ ରୁ ପ୍ରେରଣା ପାଇବା l #valmikijayanti2025
0
0
5
Leading the Indian Parliamentary Delegation to the 68th Commonwealth Parliamentary Conference (CPC), to be held in Bridgetown, Barbados, from 5–12 October 2025. As part of the engagements, I will address the General Assembly on the theme “The Commonwealth — A Global Partner.” I
54
279
485
ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ମା'ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। #LaxmiPuja2025
#gajalaxmipujaOdisha
0
1
5
ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ଧାମନଗରର ଜନପ୍ରିୟ ବିଧାୟକ, ଆଦରଣୀୟ ସୂର୍ଯ୍ୟବଂଶୀ ସୂରଜଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । 💐 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନର ପ୍ରାର୍ଥନା କରୁଛି ll #SurjyabanshiSuraj
#happybirthday
1
1
5
ବାର୍ବାଡୋସ୍ ର ରାଜଧାନୀ ବ୍ରିଜଟାଉନ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଏବଂ ନବମ ରାଜ୍ଯଗୋଷ୍ଠୀ ମହିଳା ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ଗସ୍ତ ସମୟରେ ମୋର ସମସ୍ତ ଆତ୍ମୀୟ ସହକର୍ମୀଙ୍କ ଦ୍ଵାରା ପ୍ରଦତ୍ତ ଶୁଭେଚ୍ଛା ନିମନ୍ତେ ଆନ୍ତରିକ କୃତଜ୍ଞତା ଜଣାଉଛି l
0
1
6
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପ୍ରାଣନାଥ ପଟ୍ଟନାୟକଙ୍କ ପୁଣ୍ଯତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l
0
1
4