DebasmitaNath6 Profile Banner
Debasmita Nath Profile
Debasmita Nath

@DebasmitaNath6

Followers
4K
Following
1K
Media
528
Statuses
884

ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ, ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ ।

Joined January 2021
Don't wanna be here? Send us removal request.
@DebasmitaNath6
Debasmita Nath
8 hours
ସେମାନେ ଜାଣି ନାହାନ୍ତି ଯେ ସାଂପ୍ରତିକ ରାଜନୀତିରେ ଏଭଳି ବ୍ୟକ୍ତିତ୍ବ ବିରଳ। ତାଙ୍କ ବିଜେପିରେ ତ ଖୋଜିଲେ ବି ମିଳିବନି। ତଥାପି ତାଙ୍କ ଭଳି ମହାପୁରୁଷଙ୍କୁ ଅପମାନ କରିବାକୁ ଯାଇ ବିଜେପି ଆଜି ନିଜେ ଲୋକହସା ହେଇଗଲା। ଏହାର ଜବାବ ଆଜି ନୂଆପଡାବାସୀ ଦେବେ। @otvkhabar @kanak_news @ArgusNews_in
0
0
0
@DebasmitaNath6
Debasmita Nath
8 hours
ଆଜି ବିଜେପି ସରକାରର ଭୟଭୀତ ତଥା କାପୁରୁଷତା ପଦାରେ ପଡିଲା। @Naveen_Odisha ବାବୁଙ୍କ ନୂଆପଡା ଗସ୍ତକୁ ବାଧା ଦେବା ପାଇଁ @MohanMOdisha ସରକାର ସବୁ ସୀମା ପାର କରିଦେଲା। ଭୂବନେଶ୍ବର ବିମାନ ବନ୍ଦରରେ ନବୀନ ବାବୁଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଦେଢ ଘଣ୍ଟା ଛିଡା କରାଇଲା ଏ ସରକାର। @BJP4Odisha @bjd_odisha
1
0
2
@Naveen_Odisha
Naveen Patnaik
2 days
କୋମନାରେ ଆପଣମାନଙ୍କ ଭଲପାଇବା ନିକଟରେ ଋଣୀ 🙏 ପୁଣି ଆସୁଛି ନୂଆପଡ଼ା ଖରିଆର ରୋଡ, ଆପଣମାନଙ୍କୁ ଭେଟିବା ପାଇଁ। #JuharNuapada #Nuapada #BJD4Nuapada
45
84
803
@DebasmitaNath6
Debasmita Nath
4 days
ମିଛ ବାହାସ୍ଫୋଟ ଏବଂ ଭଣ୍ଡାମୀର ଦଳ ବିଜେପି। ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ପଙ୍ଗୁ କରିଥିବା ଏହି ଧୋକାବାଜ ଦଳଠୁ ଏଥର ଇଭିଏମରେ ବଦଲା ନେବେ ନୂଆପଡାବାସୀ। #BJD4Nuapada #nuapadawithbjd #VoteForBJD #SayNoToBJP
0
0
0
@SpeaksSabya
SABYASACHI AMITAV
5 days
📍ଶାସକ ଦଳର ବହୁ ଜୁନିୟର ନେତା, ନବୀନ ପଟ୍ଟନାୟକଙ୍କୁ ନେଇ ଟିକାଟିପ୍ପଣୀ କରୁଛନ୍ତି। ଅଶୋଭନୀୟ ମତମନ୍ତବ୍ୟ ଦେଉଛନ୍ତି। ଏହା କେତେଦୂର ଠିକ୍। ନବୀନ ପଟ୍ଟନାୟକ ଜଣେ ରାଷ୍ଟ୍ରନାୟକ। ଖୋଦ୍ ପ୍ରଧାନମନ୍ତ୍ରୀ ବି ତାଙ୍କୁ ସମ୍ମାନ ଦିଅନ୍ତି।.. ରାଜନୀତି ମଇଦାନରେ ହାରଜିତ୍ ଜାରି ରହିବ। ତାମାନେ ନୁହେଁ, ଭାଷାରେ ଶାଳୀଳତା ଉଭେଇଯିବ। #Respect
14
8
63
@bjd_odisha
Biju Janata Dal
8 days
ନୂଆପଡ଼ା ଦେଖିଛି ନବୀନଙ୍କ ବିକାଶ, ମାଟିର ଝିଅ ସ୍ନେହାଙ୍ଗିନୀଙ୍କୁ କରୁଛି ବିଶ୍ଵାସ। ୧୧ ନଭେମ୍ବରରେ, ଭୋଟ ବାଜିବ ପୁଣି 'ଶଙ୍ଖ' ଚିହ୍ନରେ। #Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
28
85
214
@DebasmitaNath6
Debasmita Nath
7 days
ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ତଥା ଲୌହପୂରୁଷ, ଆଧୁନିକ ଭାରତର ନିର୍ମାତା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏
0
0
0
@DebasmitaNath6
Debasmita Nath
8 days
ଧନ୍ୟ ତୁମେ ମହାପ୍ରଭୁ ଧନ୍ୟ ତୁମର ଲୀଳା ଏଇ @MohanMOdisha ସରକାରକୁ ସଦବୁଦ୍ଧି ଦିଅନ୍ତୁ 🙏🙏 @SJTA_Puri @the_viralvideos @BhaktaCharanDas @Naveen_Odisha
0
0
1
@bjd_odisha
Biju Janata Dal
9 days
ବିଜେପି ଶାସନରେ ଓଡ଼ିଶାର ସ୍ଵାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ରାଜ୍ୟରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ। ଆୟୁଷ୍ମାନ ଯୋଜନା ବିଏସକେଓ୍ଵାଇର ବିକଳ୍ପ ଭାବେ ଗ୍ରହଣୀୟ ହୋଇ ପାରିନାହିଁ। ମ୍ୟାଲେରିଆର ପ୍ରକୋପ ବୃଦ୍ଧି ପାଇଛି, ହଇଜାର ଆବିର୍ଭାବ ଘଟିଛି। #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି
27
71
158
@bjd_odisha
Biju Janata Dal
9 days
ନୂଆପଡ଼ାରେ କେବଳ ବିଜେଡି ବିକାଶ ଆଣିପାରିବ। ପଞ୍ଚାୟତସ୍ତରୀୟ ବୈଠକରେ ପ୍ରତିଫଳିତ ହୋଇଛି ବିଜେଡିର ଲୋକପ୍ରିୟତା। #VoteForBJD #BJD4Nuapada #SnehanginiChhuria
29
71
193
@bjd_odisha
Biju Janata Dal
8 days
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅପରାଧିକ ମାମଲା ସମ୍ପର୍କିତ ତଥ୍ୟ ସାର୍ବଜନୀନ କରାଯାଇଛି। https://t.co/0pw2XaSMAy
29
72
176
@bjd_odisha
Biju Janata Dal
9 days
ନୂଆପଡ଼ାବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଥିଲେ ନବୀନ ମାଟିର ଝିଅ ସ୍ନେହାଙ୍ଗିନୀଙ୍କ ବିଜୟ ହେବ, ଭୋଟ୍ ପୁଣି 'ଶଙ୍ଖ' ଚିହ୍ନରେ ବାଜିବ। #Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
31
71
235
@bjd_odisha
Biju Janata Dal
9 days
ଆସୁଛି ଦେଖ ମାଟିର ଝିଅ, ନୂଆପଡ଼ାବାସୀଙ୍କ କାନ୍ଧରେ ମିଶାଇ କାନ୍ଧ ଏହି ଏକତାର ବିଜୟ ହେବ, ଭୋଟ୍ ପୁଣି 'ଶଙ୍ଖ'ରେ ବାଜିବ। #Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
29
78
223
@DebasmitaNath6
Debasmita Nath
9 days
ବାତ୍ୟା ଆସିଲା ସ୍ଥଳଭାଗ ଅତିକ୍ରମ କଲା.... ଗୋପାଳପୁର ରାଡ଼ାର ଏବେ ବି କୋମାରେ... କେବେ ହେବ ପୁଣି କାର୍ଯ୍ୟକ୍ଷମ??? @Indiametdept @mcbbsr @Ganjam_Admin @VisitGopalpur @CMO_Odisha @BibhutiJena93 @parody739631
1
0
18
@bjd_odisha
Biju Janata Dal
10 days
ନୂଆପଡ଼ା ଉପନିର୍ବାଚନରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସିଆରପି, ଏମବିକେ ଓ ମିଶନଶକ୍ତି କର୍ମୀଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜନ କରାଯାଇଛି। ତଥ୍ୟ ପ୍ରମାଣ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେଡି। ବାଡ଼ ଯଦି ଫସଲ ଖାଇବ, ତାକୁ ଜଗିବ କିଏ ? #ରଙ୍ଗବଦଳାସରକାର
33
79
186
@DebasmitaNath6
Debasmita Nath
10 days
ମୋହନ ମାଝୀଙ୍କ ସରକାରରେ ଦୁର୍ନୀତିର ଏକ ଭୟଙ୍କର ଚିତ୍ର ସାମନାକୁ ଆସିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ନାଁରେ କେବଳ ରାୟଗଡ଼ାରେ ଚଳୁ ହୋଇଛି ୪ କୋଟିରୁ ଅଧିକ ଟଙ୍କା @BJP4Odisha https://t.co/06RcW3h9tB
middayodisha.com
ଭୁବନେଶ୍ୱର: ମୋହନ ମାଝୀଙ୍କ ସରକାରରେ ଦୁର୍ନୀତିର ଏକ ଭୟଙ୍କର ଚିତ୍ର ସାମନାକୁ ଆସିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ନାଁରେ କେବଳ ରାୟଗଡ଼ାରେ ଚଳୁ ହୋଇଛି ୪
0
0
4
@Naveen_Odisha
Naveen Patnaik
10 days
ବାତ୍ୟା ମୋନ୍ଥା ପାଇଁ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ। ସବୁଥର ପରି ଏଥର ମଧ୍ୟ ଆମେ ଏକାଠି ବାତ୍ୟାର ଦୃଢ଼ ମୁକାବିଲା କରିବା। #Odisha #CycloneMontha
65
178
2K
@DebasmitaNath6
Debasmita Nath
10 days
ଭାଇ ମୁକ୍ତିକାନ୍ତଙ୍କୁ ସଲାମ ତାଙ୍କର ପ୍ରତିବଦ୍ଧତା ପାଇଁ,,,, ହେଲେ କଣ କରିବା,,, ଏ ସରକାର ତ ନିଜେ କିଛି କରିବନି ଓଲଟା ନବୀନ ବାବୁଙ୍କ ସମୟରେ ହୋଇଥିବା ବିକାଶ କାମକୁ ପୋଡି ଖାଇବାରେ ଲାଗିଛି। ରାଉରକେଲା ଏୟାରପୋର୍ଟ ପାଇଁ ଆଦାନୀ ଆଗ୍ରହୀ ହେଲେ ଯାଇ ଏହା ମୋହନ ସରକାରର ଶୁଭଦୃଷ୍ଟିରେ ପଡିବ #RourkelaAirport @muktikaantbarik
0
0
2
@DebasmitaNath6
Debasmita Nath
11 days
The #TourismDepartment’s mismanagement is driving foreign tourists away from Puri, putting Odisha’s tourism at risk. Poor infrastructure, cultural neglect, and administrative apathy are pushing this sacred heritage destination toward decline. #Touristplace #JagannathDham
@kanak_news
Kanak News
13 days
ପୁରୀରୁ ମୁହଁ ଫେରାଉଛନ୍ତି ବିଦେଶୀ ପର୍ଯ୍ୟଟକ, ଚିନ୍ତା ବଢ଼ାଇଲା ଓଡ଼ିଶା ପର୍ଯ୍ୟଟନର ରିପୋର୍ଟ #Puri #Odisha #KanakNews
0
0
2
@Naveen_Odisha
Naveen Patnaik
11 days
ନୂଆପଡ଼ାବାସୀଙ୍କ ସ୍ନେହ ଓ ମମତାର ଡୋରି ଅତୁଟ। ଏହି ବିଶ୍ୱାସର ବିଜୟ ହେବ, 'ଶଙ୍ଖ' ପୁଣି ବାଜିବ। #VoteForBJD #BJD4Nuapada
52
90
663