Coop_Odisha Profile Banner
Samabaya Bibhaga Profile
Samabaya Bibhaga

@Coop_Odisha

Followers
65K
Following
4K
Media
2K
Statuses
3K

Official Twitter Handle of Cooperation Department, Government of Odisha

Bhubaneshwar, India
Joined June 2017
Don't wanna be here? Send us removal request.
@Coop_Odisha
Samabaya Bibhaga
2 days
(୨/୨) ଆଜି ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାପାଳଙ୍କ ଦ୍ୱାରା ମଣ୍ଡି ଉଦ୍ଘାଟନ ସହିତ ଧାନ କ୍ରୟର ସୁଭାରମ୍ଭ ହୋଇଛି।
0
0
2
@Coop_Odisha
Samabaya Bibhaga
2 days
ଚଳିତ ଖରିଫ ଋତୁ ପାଇଁ ଧାନ କ୍ରୟ ଆରମ୍ଭ! ସମବାୟ ସମିତି ମାଧ୍ୟମରେ ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ କାର୍ଯ୍ୟକ୍ରମ ଗତ ୨୮ ନଭେମ୍ବରରୁ ଆରମ୍ଭ ହୋଇଛି। ଇତି ମଧ୍ୟରେ ୧,୨୩୨ ଜଣ ଚାଷୀଙ୍କ ଠାରୁ ୬୮,୬୭୦ କ୍ୱିଣ୍ଟାଲ୍ ଧାନ ସଂଗ୍ରହ କରାଯାଇଛି। (୧/୨)
2
1
13
@Coop_Odisha
Samabaya Bibhaga
4 days
ADM, CDO-cum-EO Zilla Parishad, DRCS, CDAO, CDVO, DFO, DDM, NABARD, ARCS, and representatives of Cuttack CCB & Cuttack Milk Union were present in the meeting. #Jagatsinghpur #DCDC #CooperativeGrowth #GovtOfOdisha #DevelopmentUpdates @CollectorJspur
0
0
2
@Coop_Odisha
Samabaya Bibhaga
4 days
3rd District Cooperative Development Committee (DCDC) meeting of Jagatsinghpur District was held on 02.12.2025 under the Chairmanship of the Collector, Jagatsinghpur.
1
0
2
@Coop_Odisha
Samabaya Bibhaga
5 days
(୨/୨) ଏହି ଅବସରରେ ନିବନ୍ଧକ-ସମବାୟ ସମିତି ସମୂହ(RCS), ବିଶିଷ୍ଟ ସମବାୟବିତ୍, ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ।
0
0
2
@Coop_Odisha
Samabaya Bibhaga
5 days
ଇଣ୍ଟରନ୍ୟାସନାଲ କୋପରେଟିଭ୍ ଆଲାଏନ୍ସ - ଏସିଆ ପାସିଫିକ୍ (ICA-AP) ଗବେଷଣା କମିଟିର ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଶ୍ରୀ ହରେକୃଷ୍ଣ ମିଶ୍ରଙ୍କୁ "ରାଜ୍ୟ ସମବାୟ ନୀତି କମିଟି" ର ସଦସ୍ୟମାନେ ସମ୍ବର୍ଦ୍ଧିତ କରିଛନ୍ତି। (୧/୨)
1
0
13
@Coop_Odisha
Samabaya Bibhaga
8 days
ରିହାତି ଦରରେ କୃଷି ଋଣ ପ୍ରଦାନ ପାଇଁ ଅତିରିକ୍ତ ୩୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ସମବାୟ ମାଧ୍ୟମରେ ଅଧିକ ସଂଖ୍ୟକ କୃଷକଙ୍କୁ ସୁଲଭ କୃଷି ଋଣ ପ୍ରଦାନ ସହଜ ହେବ। #ବିକଶିତଓଡ଼ିଶା
1
1
15
@Coop_Odisha
Samabaya Bibhaga
8 days
ପ୍ରାଥମିକ କୃଷି ସମବାୟ ସମିତି (PACS)ର ଭିତ୍ତିଭୂମି ବିକାଶ ପାଇଁ ୯୬.୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। ଏହି ଆର୍ଥିକ ସହାୟତା ଗ୍ରାମାଞ୍ଚଳରେ ସମବାୟ ଭିତ୍ତିଭୂମିକୁ ମଜବୁତ କରିବ ଏବଂ କୃଷକମାନଙ୍କୁ ଉନ୍ନତ ସେବା ଯୋଗାଇବାରେ ସହାୟକ ହେବ। #ବିକଶିତଓଡ଼ିଶା
0
1
22
@Coop_Odisha
Samabaya Bibhaga
10 days
(୩/୩) ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଉପନିବନ୍ଧକ-ସମବାୟ ସମିତି ସମୂହ (DRCS), ସହକାରୀ ନିବନ୍ଧକ-ସମବାୟ ସମିତି ସମୂହ(ARCS) ଓ ପାକ୍ସର କର୍ମଚାରୀମାନେ ଉପସ୍ଥିତ ଥିଲେ।
0
0
2
@Coop_Odisha
Samabaya Bibhaga
10 days
(୨/୩) ଏଥିସହିତ ପାକ୍ସର ବ୍ୟବସାୟରେ ବିବିଧତା ଆଣିବା ସହିତ ଲୋକଙ୍କ ସୁବିଧାପାଇଁ ଯଥା ଶୀଘ୍ର ଜନ ସେବା କେନ୍ଦ୍ର (Common Service Centre) କାର୍ଯ୍ୟକାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
1
0
2
@Coop_Odisha
Samabaya Bibhaga
10 days
କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ପାଟିଲ ରାହାଞ୍ଜ ଓ ବରହମପୁର ପ୍ରାଥମିକ କୃଷି ସମବାୟ ସମିତି (PACS) ପରିଦର୍ଶନ କରିବା ସହିତ ଧାନ ମଣ୍ଡି ବୁଲି ଦେଖିଥିଲେ। (୧/୩)
1
2
19
@Coop_Odisha
Samabaya Bibhaga
13 days
(3/4) The DLPC fixed the dates of Procurement as 26th December in Athagarh & Banki sub-divisions and 7th January in Cuttack Sadar sub-division. #DLPC #Cuttack #Procurement #Cooperation #FarmersFirst #Odisha #Governance #PublicService
1
0
2
@Coop_Odisha
Samabaya Bibhaga
13 days
(2/4) Hon’ble MP, Cuttack, representative of Hon’ble MP, Jagatsinghpur, Hon'ble MLAs of Athagarh, Mahanga & Sadar, Collector, ADM, Sub-Collector, DRCS, ARCS, CSO, farmers, miller representatives and society presidents were present in the meeting.
1
0
1
@Coop_Odisha
Samabaya Bibhaga
13 days
The District Level Procurement Committee (DLPC) meeting for Cuttack district was held on 24.11.2025, at the New Conference Hall of the Collectorate. (1/4)
1
0
4
@Coop_Odisha
Samabaya Bibhaga
13 days
(୩/୪) ...ଶ୍ରୀ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରାଜସ୍ୱ କମିଶନର-ସମ୍ବଲପୁରଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀ, ପ୍ରାଥମିକ ଓ କେନ୍ଦ୍ରୀୟ ସମବାୟ ପ୍ରତିଷ୍ଠାନର ଅଧିକାରୀମାନେ ଯୋଗ ଦେଇଥିଲେ। ପରିଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
1
0
2
@Coop_Odisha
Samabaya Bibhaga
13 days
(୨/୪) ...କୃଷକମାନଙ୍କୁ ସଶକ୍ତ କରିବାରେ ସମବାୟର ଭୂମିକା ବିଷ��ରେ କହିବା ସହିତ ବିଭାଗକୁ ଦିଗଦର୍ଶନ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଶ୍ରୀ ରବି ନାରାୟଣ ନାଏକ, ସମ୍ବଲପୁରର ମାନ୍ୟବର ବିଧାୟକ
1
0
0
@Coop_Odisha
Samabaya Bibhaga
13 days
ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ସମ୍ବଲପୁରର ତପସ୍ୱୀନ ପ୍ରେକ୍ଷାଳୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ଅର୍ଥନୀତି ଓ... (୧/୪)
1
0
5
@Coop_Odisha
Samabaya Bibhaga
17 days
(2/2) With active participation from officials, institutions and stakeholders, the week-long celebration became memorable and enlightening. Here are the highlights captured during our Cooperative Week 2025. #CooperativeWeek2025 #CooperationOdisha #ଜୟ_ତୁ_ସମବାୟ
0
0
2